Browsing Category

ଅପରାଧ

କଳିଙ୍ଗିଆ ଡିଏଭି ସ୍କୁଲ ନିକଟରେ ଭାରସାମ୍ୟ ହରେଇ ଓଲୋଟିଲା କାର, ୩ ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲୋକର କଳିଙ୍ଗିଆ ସ୍ଥିତ ଡିଏଭି ସ୍କୁଲ ନିକଟରେ ଭାରସାମ୍ୟ ହରେଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି କାର ବାଲିଗୁଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ କାର ଉଲଟି ପଡ଼ିଥିଲା l କାର…
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା….

ଅନୁସନ୍ଧାନ ଭାରତ(ବ୍ୟୁର) : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତ…
Read More...

କାମ ସରିବାର ତିନିମାସ ନପୂରୁଣୁ କଲଭଟ ଭାଙ୍ଗିବା ଘଟଣା: ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ କର୍ତୃପକ୍ଷଙ୍କ…

ଅନୁସନ୍ଧାନ ଭାରତ(ବ୍ୟୁର): କାମ ସରିବାର ତିନି ମାସ ନପୂରୁଣୁ ରାସ୍ତା ପାର୍ଶ୍ୱରେ ନିର୍ମାଣ କରାଯାଇଥିବା କଲଭଟ ଭାଙ୍ଗିଯିବା ଘଟଣାକୁ ନେଇ ଖବର ପ୍ରସାରଣ ପରେ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ଦେଖାଦେଇଛି l ଖବର ପ୍ରକାଶ ପରେ ଯୁଦ୍ଧକାଲିନ ଭାବରେ କଲଭଟକୁ ମରାମତି କରାଯାଇଛି l ତେବେ କନ୍ଧମାଳ…
Read More...

ଦାରିଙ୍ଗବାଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ଠାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଦ୍ୱାରା ଆଜି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇ ଥିଲା I ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ୬୯ଟି ଅଭିଯୋଗ ହସ୍ତଗତ ହୋଇ ଥିଲା I ଦାରିଙ୍ଗବାଡିର ୨୫ଟି…
Read More...

ଗୋ’ ଚାଲାଣ ବେଳେ ୧ ମ୍ୟାକ୍ସ ପିକ୍‌ଅପ ଜବତ ୩ ଗିରଫ……..

ଅନୁସନ୍ଧାନ ଭାରତ(ବ୍ୟୁର): ଏକ ମ୍ୟାକ୍ସ ପିକ୍‌ଅପରେ ବେଆଇନ ଭାବେ ଗୋ’ ଚାଲାଣ ବେଳେ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ ପିକ୍‌ଅପକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ପୁଲିସ l ଗାଡ଼ିରୁ ୧୧ ଗାଈଙ୍କୁ ଉଦ୍ଧାର କରାଯାଇ ଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି l ଗିରଫ ଅଭିଯୁକ୍ତମାନେ…
Read More...

କଟକ-ଭୁବନେଶ୍ୱର ରୋମାନ କାଥଲିକ ଡ଼ାଇସେସିଆନ କର୍ପୋରେସନ ପକ୍ଷରୁ ବ୍ରାହ୍ମଣୀଗାଁ ଠାରେ କୃଷି ଭିତ୍ତିକ ତାଲିମ ଶିବିର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଆରଏମ୍ପି ସଭା ଗୃହରେ ସ୍ଥାନୀୟ ଅଞ୍ଚଳର କୃଷକ ମାନଙ୍କୁ ନେଇ ଜୈବିକ ପଦ୍ଧତିରେ ଉନ୍ନତ ମାନର କୃଷି ଉତ୍ପାଦନ ସହ ଗୃହପାଳିତ ପଶୁ ପାଳନ ଦ୍ୱାରା କିପରି ଲାଭବାନ ହୋଇ ପାରିବେ ସେ ନେଇ ଏକ ତାଲିମ…
Read More...

ଅନୁଷ୍ଠିତ ହେଲା ବିଦ୍ୟାଳୟମାନଙ୍କୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଫିରିଙ୍ଗିଆ ଠାରେ ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟମାନମାନଙ୍କର ଜମି ପଟ୍ଟା ବଣ୍ଟନ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଫିରିଙ୍ଗିଆ ଗୋଷ୍ଠି ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳଙ୍କ ଅଧକ୍ଷୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ନିଖୋଜ କୁନି ଝିଅକୁ ଖୋଜି ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ଯୁବ ସମାଜ ସେବୀ ସଞ୍ଜୟ…

ଅନୁସନ୍ଧାନ ଭାରତ(ବ୍ୟୁର): ନିଜ ବାପାଙ୍କ ସାଙ୍ଗରେ ବଜାରକୁ ଆସି ହଜି ଯାଇଥିବା ଜଣେ ଚାରି ବର୍ଷର କୁନି ଝିଅକୁ ଖୋଜି ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରି ମାନବିକତା ଦେଖାଇଛନ୍ତି ଫିରିଙ୍ଗିଆର ଯୁବ ସମାଜ ସେବୀ ସଞ୍ଜୟ ଦିଗାଳ l ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ନୂଆପଦର ପଂଚାୟତ…
Read More...

କଳାହାଣ୍ଡି ପୁଲିସକୁ ବଡ ସଫଳତା, ୧୦ ଜଣିଆ ଡକାୟତ ଗ୍ୟାଙ୍ଗକୁ କାବୁ କଲା କଳାହାଣ୍ଡି ପୁଲିସ……..

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରି ଡକାୟତି ଲୁଟରେ ସାମିଲ ଥିବା ଏକ ଡକାୟତ ଦଳକୁ କାବୁ କରିବାରେ ସଫଳ ହୋଇଛି ପୁଲିସ l ତାଙ୍କ ପାଖରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ ମୋଟରସାଇକେଲ, ୧୧ ଟି ମୋବାଇଲ, ୪୦.୩୯୨ ଗ୍ରାମ ସୁନା, ୪୪୭.୭୪୦ ଗ୍ରାମ ରୁପା…
Read More...

ମାଓ ନେତା ସବ୍ୟସାଚୀଙ୍କ ବୟାନ ରେକର୍ଡ : ବିଜେଡି ନେତା ଯଯାତୀ ହତ୍ୟା ମାମଲାର ପୁଣି ଶୁଣାଣୀ, ୧୯ ତାରିଖରେ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲା ଗୁଣପୁର ଏଡ଼ିଜେ କୋର୍ଟରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ କରାଯାଇଛି l ସମସ୍ତ ସାକ୍ଷୀଙ୍କ ବିଚାରଣା ସରିବା ପରେ ଏହି ପ୍ରକ୍ରିୟା ଶନିବାର ଏଡିଜେ ମାନସ ରଞ୍ଜନ ରଥଙ୍କ କୋର୍ଟରେ ହୋଇଥିଲା l ବିଜେଡି ନେତା ଯଯାତୀ ସାହୂ ହତ୍ୟା ମାମଲାରେ…
Read More...