Browsing Category

ଲାଇଫ୍ ଷ୍ଟାଇଲ୍

ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ବରାଡ଼ଙ୍ଗା ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ପକ୍ଷରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅବସରରେ ଯୁବକ ସଙ୍ଘର ସଭାପତି କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ଓ ସମାଜସେବୀ ଶ୍ରୀମନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ବୃକ୍ଷ ରୋପଣ…
Read More...

ନୂତନ ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ସମିତି ସଭ୍ୟ ସଭ୍ୟା….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂତନ  ବିଡିଓ ଭାବେ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବିଭିନ୍ନ ମହଲରୁ ବିଡ଼ିଓ ଶ୍ରୀ ରଥଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ସୋମବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳର ୨୫…
Read More...

ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗଠନର 75 ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଭାସ୍କର ଲାଇଭ ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି l କଳାହାଣ୍ଡି @75 ନାମରେ ନାମିତ ଏକ ସଚେତନ ରଥ ଜିଲ୍ଲାର ସମସ୍ତ ବ୍ଲକକୁ ପରିକ୍ରମା କରିବା ସହିତ କଳାହାଣ୍ଡି ଜିଲ୍ଲା କଳା ସଂସ୍କୃତି,…
Read More...

ଗୁଣପୁରରେ ସାମାଜିକ ନାଟକ “ସତଠୁ ସପନ ଅନେକ ଦୂର” ମଞ୍ଚସ୍ତ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସ୍ଥାନୀୟ କଳାକାର ମାନଙ୍କୁ ନେଇ ବିବିଏନ ପୂଜାକମିଟି ଦ୍ୱାରା ମାଁ ଗଜଲକ୍ଷ୍ମୀ ପୂଜା ସାମାଜିକ ନାଟକ "ସତଠୁ ସପନ ଅନେକ ଦୂର" ମଞ୍ଚସ୍ଥ ହୋଇଥିଲା । ନୃସିଂହ ନାଥ ଶତପଥି ନିର୍ଦ୍ଦେଶକ, ସୀତାରାମ ପାତ୍ର ପରିଚାଳନା ଓ ଦିଲୀପ କୁମାର ଚୌଧୁରୀ ସଂପାଦକ…
Read More...

ଜାମଦା ବ୍ଲକରେ ଦୁର୍ଗାପୂଜା ପାଇଁ ପ୍ରବଳ ଜନ ସମାଗମ…

ରାଇରଙ୍ଗପୁର(ଉତ୍ତମ କୁମାର ରାମ): ବର୍ତ୍ତମାନ ଚାଲିଛି ପାର୍ବଣଋତୁ। ଚାରି ଆଡ଼େ ମା'ଙ୍କ ଆଗମନ ହେତୁ ଭକ୍ତଙ୍କ ମନରେ ଆନନ୍ଦର ସହିତ ଉତ୍କଣ୍ଠା ଦେଖିବାକୁ ମିଳିଛି । ସାରା ଦେଶ ତଥା ରାଜ୍ୟ ଚଳଚଂଚଳ ହୋଇଛି ମା'ଙ୍କ ଆଗମନ ପାଇଁ । ଜାମଦା ବ୍ଲକର ଦୂର୍ଗାପୂଜା ବ୍ଲକ କାର୍ଯଳୟ ତଥା ଜାମଦା ଥାନା…
Read More...

ମା ଇନ୍ଦ୍ରାଣୀ ଦେବୀଙ୍କ ଖଣ୍ଡା ଧୁଆ ଯାତ୍ରା ଅନୁଷ୍ଠିତ…..

ନୁଆପଡ଼ା(ବିରବଲ ପ୍ରଧାନ): ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ଦେଓଦରା ଠାରେ ଧୂମଧାମରେ ମା ଇନ୍ଦ୍ରାଣୀ ଦେବୀଙ୍କ ଖଣ୍ଡା ଧୁଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି ରାତ୍ର ୧୦ ଘଣ୍ଟା ସମୟରେ ରୀତିନୀତି ଅନୁସାରେ ମାଙ୍କ ପୂଜକ ଧବଳେଶ୍ୱର ପୂଝରୀ ପୂଜା…
Read More...

ଧରାକୋଟ ବ୍ଲକ ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ବେଠୁଆର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବିଇଓ ଲିଙ୍ଗରାଜ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଓ ଘୋଡାଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀଙ୍କ ସଭାପତିତ୍ବରେ ସୁରଭି କାର୍ଯ୍ୟକ୍ରମ…
Read More...

ଧରାକୋଟ ବ୍ଲକରେ ୪୬ ନୂଆଁ କନିଷ୍ଠ ଶିକ୍ଷକ ନିଯୁକ୍ତି…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଶିକ୍ଷାର ମାନଦଣ୍ଡର ବିକାଶ ସହ ଶିକ୍ଷାକୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟର ତିରିଶ ଗୋଟି ଜିଲ୍ଲାରେ ଷୋହଳ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ସେହି ଅନୁପାତରେ ଧରାକୋଟ ବ୍ଲକରେ ୪୬…
Read More...

ବରଦାଇନୀ ମା ଦକ୍ଷିଣ କାଳୀ ପୀଠ ଉତ୍ସବ ମୁଖର…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ୍ୟର ପୁରାତନ ରାଜଧାନୀ ତାଳପୁଟ ନିକଟରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀର ତଟଦେଶରେ ତିଳୋତ୍ତମା ଦେଇ ପୁର ଶାସନ ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ବିଜେ ବୈଦ୍ୟନାଥଙ୍କ ମନ୍ଦିର ପଶ୍ଚିମ ପଟରେ ମା ଦକ୍ଷିଣ କାଳୀଙ୍କ ମନ୍ଦିର । କାହିଁ କେଉଁ…
Read More...

କେ ଏମ ଭାଲିଆସାହି ଉଚ୍ଚ ବିଦ୍ୟିାଳୟ ଠାରେ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତିଜିଲ୍ଲା ରାଉଦୟଗିରି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଚମ୍ପେଶ୍ୱର୍ ନାଏକଙ୍କ ସଂଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ସଂଗୀତ, ବକ୍ତୃତା,…
Read More...