Browsing Category

ଓଡିଶା

ନନ୍ଦିତା ପ୍ରଧାନ ଘୁ.ଉଦୟଗିରି ନଗର ମହିଳା ବିଜୁଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନଗର ବିଜୁ ଜନତା ଦଳର ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନନ୍ଦିତା ପ୍ରଧାନ ମନୋନୀତ ହୋଇଛନ୍ତି l ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରାଯାଇଛି l ବର୍ତ୍ତମାନ ଶ୍ରୀମତୀ ନନ୍ଦିତା ପ୍ରଧାନ ୱାର୍ଡ 12ର…
Read More...

ମାଲିକାପଡ଼ି ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରପଞ୍ଚ ଝରଣା ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଲୋକମାନେ ନିଜର ବିଭିନ୍ନ ସମସ୍ୟା ସିଧାସଳଖ ପ୍ରଶାସନ ନିକଟରେ ଉପସ୍ଥାପନ…
Read More...

ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁସ୍ଥିତ ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟର ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଭାସ୍କର ଚରଣ ନାୟକଙ୍କ…
Read More...

ସମାଜସେବୀ ସଦାନନ୍ଦ ପାରାସେଟଙ୍କୁ ଡକ୍ଟରେଟ୍ ଉପାଧି ଓ ସୁବର୍ଣ୍ଣ ପଦକ, କନ୍ଧମାଳ ପାଇଁ ଆଣିଲେ ଗୌରବ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ଅନ୍ୟତମ ଅବହେଳିତ ଜିଲ୍ଲା କନ୍ଧମାଳର ବାସିନ୍ଦା ତଥା ନିଷ୍ଠାପର ସମାଜସେବୀ ସଦାନନ୍ଦ ପାରାସେଟଙ୍କୁ ମିଳିଛି ଉଚ୍ଚ ପ୍ରଶଂସନୀୟ ସମ୍ମାନ । ଆଦିବାସୀ ଓ ଦଳିତ ସମାଜର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣ ତଥା ସମ୍ପ୍ରସାରଣ କ୍ଷେତ୍ରରେ…
Read More...

ବାତ୍ୟା ପ୍ରଭାବରେ ଭୁଶୁଡ଼ିଲା ଘର, ଅସହାୟ ଅବସ୍ଥାରେ ବୃଦ୍ଧ…..

ଦାରିଙ୍ଗବାଡ଼ି(ଅଶୋକ ସିଂ): ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ଏହି ବ୍ଲକ ଅନ୍ତର୍ଗତ କୁମ୍ଭାରୀଗାଁ ପଞ୍ଚାୟତର ୫ନଂ ୱାର୍ଡ ଟୁଡୁବିଜୁ ଗ୍ରାମରେ ବାତ୍ୟା ପ୍ରଭାବରେ  ଗାହସ ମଲ୍ଲିକଙ୍କ ଘର ଭୁଶୁଡ଼ି ପଡ଼ି ମାଟିରେ ମିଶିଯାଇଛି ।…
Read More...

ଗଂଜେଇ ଚୋରା ଚାଲାଣ ବେଳେ କୋଟଗଡ ପୁଲିସକୁ ମିଳିଲା ବଡ଼ ସଫଳତା….

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ରାତିତମାମ ଅପରେସନ୍ କରି କେଶରାଗୁଡ଼ା ଛକ ନିକଟରୁ ଏକ ବ୍ରିଜା କାର (JH01EE9204)ର ସିଟ୍ ତଳେ ଥିବା ସିକ୍ରେଟ୍ ଚାମ୍ବରରୁ ୫୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ…
Read More...

ଭଙ୍ଗା କୁଡ଼ିଆରୁ ମେଡିକାଲ କଲେଜ: କେରଳରେ ଦାଦନ ଖଟିଲେ ବାପା, ଗୋଟିଏ ପରିବାରରୁ ୫ ଜଣ ହେବେ ଡାକ୍ତର….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଭଙ୍ଗା କୁଡ଼ିଆ ଘର, ଦୁର୍ବଳ କାନ୍ଥ, ଆଉ ଓଳିଏ ଖାଇଲେ ଓଳିଏ ଉପାସ । ଅର୍ଥ ଅଭାବରୁ ଘର ମରାମତି ତ ଦୂରର କଥା, ପିନ୍ଧିବାକୁ ଭଲ ଲୁଗା ଖଣ୍ଡିଏ କି ଚଳିବାକୁ ଟଙ୍କାଟିଏ ନଥିଲା । ଏଭଳି ଚରମ ଦାରିଦ୍ର୍ୟ ଓ ଅଭାବ ଅନାଟନ ଭିତରେ ଗତି କରୁଥିଲେ କନ୍ଧମାଳ…
Read More...

ଶାନ୍ତିଝର ପିକନିକ ସ୍ପଟ ପରିଦର୍ଶନ କରିଲେ ଗଞ୍ଜାମ ଜ଼ିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ ତନୁଜା ଦାସ ଆଜି ଧରାକୋଟ ବ୍ଲକ ଗସ୍ତ କରି  ଶାନ୍ତିଝର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଗସ୍ତ ସମୟରେ ଶାନ୍ତିଝର ଉର୍ନୟନ କମିଟି ସଦ୍ୟସ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ ବିଷୟ ନେଇ…
Read More...

ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ରକୁ ଶୁକ୍ରବାର ଅପରାହ୍ନରେ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷ…
Read More...

ଦାରିଙ୍ଗବାଡିରେ ବିଶ୍ଵ ଫିଜିଓ ଥେରାପି ଦିବସ ପାଳିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସାହାରା ଫିଜିଓ ଥେରାପି କାର୍ଯ୍ୟାଳୟ ଠାରେ “ବିଶ୍ଵ ଫିଜିଓଥେରାପି ଦିବସ”  କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ, ବୌଦ୍ଧିକ ଅକ୍ଷମତା ଥିବା ପିଲାମାନଙ୍କର ସାମଗ୍ରିକ…
Read More...