Browsing Category
ଅପରାଧ
ଦାଦନ ଖଟିବାକୁ ଯାଇ କେରଳରେ କଲିନାଯୁ ଗ୍ରାମର ଯୁବକ ମୃତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଗଦଗୁଡ଼ା ଗ୍ରାମ ତଳସାହିର ସୁଭଦେବ ପ୍ରଧାନ(୩୫) ବର୍ଷୀୟ ଯୁବକ ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟ ଏର୍ଣ୍ଣାକୁଲମ…
Read More...
Read More...
୧୦ଫୁଟ୍ ତଳକୁ ଖସିଲା ମାଟି, ଭୂସ୍ଖଳନ ଦେଖି ଲୋକଙ୍କ ମନରେ ଭୟର ଆତଙ୍କ ସୃଷ୍ଟି….
ବାଲିଗୁଡା(ସଲମନ୍ ବିନ୍ଧାଣୀ): ରାଜ୍ୟରେ ଲାଗିଛି ତୁହାକୁ ତୁହା ବର୍ଷା ରାଜ୍ୟରେ ସମସ୍ତଙ୍କୁ ବର୍ଷାରେ ସତର୍କ ରହିବା ପାଇଁ ସଚେତନ କରିଦେଇଛି ପାଣି ପାଗବିଭାଗ କେନ୍ଦ୍ର l ଲୋକ ଏବେ ଭୟବିତରେ ଥିବା ବେଳେ ହଟାତ୍ ରାଇକିଆ ବ୍ଲକ ଅଧିନସ୍ଥ ଡେପାଗୁଡା ଏମିତି ଏକ ଘଟଣା ଘଟିଛି l ଏହି ଗ୍ରାମରେ ଦେଖୁ…
Read More...
Read More...
ସାପ କାମୁଡାରେ ମା ଓ ପୁଅ ମୃତ….
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ ଥାନା ଅନ୍ତର୍ଗତ କଡମାତାଲ ଗ୍ରାମରେ ସାପ କାମୁଡ଼ାରେ ମା' ଓ ୬ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ୩୫ ବର୍ଷୀୟା ଲଳିତା ରଇତ ଓ ତାଙ୍କ ପୁଅ ଅମିତ ବଡ ରଇତ । ସୂଚନା ଅନୁଯାୟୀ, ଗତକାଲି…
Read More...
Read More...
ନାଗ ଓ ଅହିରାଜ ସାପ ଉଦ୍ଧାର…..
ଭଞ୍ଜନଗର(ନିଲୁ ବିଷୋୟୀ): ସ୍କୁଲ ହତା ଭିତରୁ ବାହାରିଲା ବିଷଧର ନାଗସାପ । ବର୍ଷା ଦିନ ଯୋଗୁ ଅନେକ ଜନବସତି ସ୍ଥାନରୁ ବିଷଧର ସାପ ଚାଲି ଆସୁଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ନେକ ରେସ୍କ୍ୟୁ ଟିମର ସଦସ୍ୟମାନେ ସାପକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡୁଛନ୍ତି । ଶୁକ୍ରବାର ଭଞ୍ଜନଗର ବ୍ଳକ…
Read More...
Read More...
ବର୍ଷାରେ ଗୁହାଳ ଭାଙ୍ଗି ୧୩ ଛେଳି ମୃତ, ଏକାଧିକ ଆହତ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତହସିଲ ଅଧୀନ କୁଲାଡ ପଞ୍ଚାୟତର ମୁଣ୍ଡିଆସାହିରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଛେଳିପଲ ରହୁଥିବା ଗୁହାଳଟି ଅକସ୍ମାତ ଭାଙ୍ଗିଯିବାରୁ ଗୁହାଳରେ ଥିବା ୧୩ ଟି ଛେଳି ମୃତ୍ୟୁବରଣ କରିଛନ୍ତି । ଏଥିସହ ଏକାଧିକ ଛେଳି ଆହତ ହୋଇଥିବା…
Read More...
Read More...
ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗ ଆହତ, ଜଣେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ….
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି-କନବାଗିରି ମୁଖ୍ୟ ରାସ୍ତାର ବେଥେଲ ନିକଟରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ରାଇକିଆ…
Read More...
Read More...
ପୂର୍ବ ଶତ୍ରୁାକୁ କେନ୍ଦ୍ର କରି ପୂର୍ବତନ ସମିତି ସଭ୍ୟ କରମ ସିଂଙ୍କୁ ଆକ୍ରମଣ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମ୍ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କରମ ସିଂ ନାୟକ @ ରବି ଶର୍ମା(୭୫)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମଙ୍ଗଳ ବାର ଦିନ କାଟିଙ୍ଗିଆ ଗ୍ରାମରେ ଏକ…
Read More...
Read More...
ସାପ କାମୁଡାରେ ୪ ବର୍ଷର ଶିଶୁ ମୃତ…
ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡି ବ୍ଲକ ଝୀଞ୍ଜିରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘପଦା ଗ୍ରାମର ଧର୍ମେନ୍ଦ୍ର ସିଂଙ୍କ ୪ ବର୍ଷର ପୁଅ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ରାତି ପ୍ରାୟ ଦୁଇ ଘଣ୍ଟାରେ ଶୋଇଥିବା ସମୟରେ ବିଷାକ୍ତ ସାପ ଶିଶୁ ଲରେନ୍ସଙ୍କୁ ବେକରେ…
Read More...
Read More...
୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ଗିରଫ…
ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ନିଶା କାରବାରରେ ରୋକ ଲଗାଇବା ପାଇଁ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍ପିଙ୍କ କଡା ନିର୍ଦ୍ଦେଶ ରହିଛି । ତାକୁ ଦୃଷ୍ଟିରେ ରଖି ଗଞ୍ଜେଇ ଠାରୁ ଆରମ୍ଭ କରି ନିଶା କାରବାର ଉପରେ ଧରପଗଡ ଜୋରଦାର କରାଯାଇଥିବା ବେଳେ ନିଶା କାରବାର…
Read More...
Read More...
କନ୍ଧମାଳ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର, ରାସ୍ତା ଅଭାବରୁ ୪ କିଲୋମିଟର ଖଟିଆରେ ବୁହା ହେଲା ମୃତଦେହ….
ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ କାଂଜୁମା ଗ୍ରାମରେ ରାସ୍ତା ଅଭାବର ଏକ ହୃଦୟବିଦାରକ ଦୃସ୍ୟ ଓ କନ୍ଧମାଳ ଜିଲ୍ଲାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀମାନେ ପ୍ରାୟ ୪ କିଲୋମିଟର ଦୂର…
Read More...
Read More...