Browsing Category

ଖେଳ

ଋଷିମାଳ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଘାଟିତ…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ୨୦୨୫ -୨୬ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ  ଯୋଗ ଦେଇଥିବା ବେଳେ…
Read More...

ଗୋପବନ୍ଧୁ ସ୍ମାରକ ବକୃତା ତଥା ସମାଜ ଓଜସ୍ବିନୀ ଓଡିଶା ପ୍ରତିଯୋଗିତା ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ କେ. ଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଗୋପବନ୍ଧୁ ସ୍ମାରକ ବକୃତା ତଥା ଓଜସ୍ବିନୀ ଓଡିଶା ପ୍ରତିଯୋଗୀତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଶିଅଳଙ୍କ…
Read More...

କଟକ ଏକ ଦିବସୀୟ ମ୍ୟାଚ ପାଇଁ ପ୍ରହଲ୍ଲାଦଙ୍କୁ ସଂଯୋଜକ ଦାୟୀତ୍ୱ…..

ଅନୁସନ୍ଧାନ ଭାରତ(ବ୍ୟୁର): କଟକ ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଏକଦିବସୀୟ ମ୍ୟାଚର ସଂଯୋଜକ ଭାବରେ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘ ତଥା ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମନୋନୀତ ହୋଇଛନ୍ତି । ବୋର୍ଡ ଅଫ କଣ୍ଟ୍ରୋଲ କ୍ରିକେଟ ଫର…
Read More...

ଟିକାବାଲି ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡ ବିଟନ ରାତ୍ର ଖେଳ ପ୍ରତିଯୋଗିତା ଉଦଘାଟିତ….

ଟିକାବାଲି(ସାନୁଜ ବେହେରା): ଟିକାବାଲି ହାଇସ୍କୁଲ ପଡିଆ ଠାରେ white horse youth association ଆନୁକୁଲ୍ୟରେ ତିନି ଦିବସୀୟ ବ୍ୟାଡ ବିଟନ ରାତ୍ର ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର, ସମ୍ମାନିତ…
Read More...

ପୂର୍ବତନ ସରପଞ୍ଚଙ୍କ ପରୋଲକ, ଅଂଚଳରେ ଶୋକର ଛାୟା…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀ ଅନ୍ତୁନି ବେବର୍ତ୍ତାଙ୍କ ପରଲକ ହୋଇଛି l ସୂଚନା ଅନୁଯାଇ କିଛି ଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲା ପରିବାର ସହ ମେଡିକାଲ ଯାଇ ଚିକିତ୍ସା ହେଲାପରେ…
Read More...

ଦାରିଙ୍ଗବାଡି ପଞ୍ଚାୟତ ସମିତିର ନବମ ଅଧିବେଶନ ଅନୁଷ୍ଠିତ….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ସମିତିର ନବମ ଅଧିବେଶନ ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବିଡିଓ ପ୍ରୀତିରଞ୍ଜନ ରଥ ବୈଠକ…
Read More...

ସାଉନ୍ତା ସାରନା କ୍ଲବ ଆନୁକୂଲ୍ଯରେ ୩୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ରାଇରଙ୍ଗପୁର(ଉତ୍ତମ  ରାମ): ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ଅଧିନସ୍ତ ପଡିଆ ଠାରେ ଚଷା ସାଉନ୍ତା ସାରନା କ୍ଲବ ଆନୁକୂଲ୍ଯରେ ୩୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୧୫ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୨୬ଟି ଟିମ ବାମନଘାଟୀ ଉପଖଣ୍ଡର ଆଖପାଖ ଅଞ୍ଚଳରୁ…
Read More...

ଜିଲ୍ଲା କରାଟେ-୨୦୨୪ ଉଦଜାପିତ…..

ରାଇରଙ୍ଗପୁର(ଉତ୍ତମ ରାମ): ମୟୂରଭଞ୍ଜ ଜିଲ୍ଲା ଗୋଜୁ-ରିୟୋ କରାଟେ ସମିତି ଅନୁକୂଲ୍ୟରେ ପ୍ରଥମ ଜିଲ୍ଲା ଗୋଜୁରିୟୋ କରାଟେ ପ୍ରତିଯୋଗିତାରେ ବହଳଦା  ସ୍ତିତ  cosmos smart english school ଠାରେ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏହାକୁ internatinal bhanja bhumi karate school  ଓ…
Read More...

ରାୟଗଡ଼ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ..

ରାୟଗଡ଼(ଟିକିଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ସ୍ଥିତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗତ ତିନଦିନ ଧରି ଚାଲି ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ଦୂରତା ଦୌଡ, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ସଟଫୁଟ, ମ୍ୟୁଜିକଲ ଚେୟାର, ଆଦି ବିଭିନ୍ନ ପ୍ରକାର କ୍ରୀଡା…
Read More...

ତାଇକୋଣ୍ଡ ଚାମ୍ପିୟନସିପରେ ଦୁଇ ଛାତ୍ରଙ୍କ କୃତୀତ୍ବ ହାସଲ…

ଭଞ୍ଜନଗର(ନିଲୁ ବିଷୋୟୀ): ନୂଆଦିଲ୍ଲୀ ଠାରେ ଆୟୋଜିତ ସର୍ବ ଭାରତୀୟ ଡିଏଭି ସ୍କୁଲ ଜାତୀୟ ତାଇକୋଣ୍ଡ ଚାମ୍ପିୟନସିପରେ ଭଞ୍ଜନଗରର ୨ ଜଣ ଛାତ୍ର କୃତୀତ୍ବ ହାସଲ କରିଛନ୍ତି । ଡିସେମ୍ବର ୪ ଓ ୫ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ସାରା ଦେଶର ୩୦୦ ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ…
Read More...