କାଶୀପୁର ଠାରେ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାଶୀପୁର ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କାଶୀପୁର ଜେଏମଏଫସି ତଥା ଉକ୍ତ କମିଟି ଅଧକ୍ଷ ଶୋଭାନ…
Read More...

ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୁମାରୀ ପିଡିକା ଓ ସାଥି…..

ଅନୁସନ୍ଧାନ ଭାରତ(ବ୍ୟୁର): କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗ୍ରାମର ଜାନୀ କୁଡ଼ି ଠାରେ ମାଟି ତଳୁ ଜଣେ ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ଘଟଣାରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ପୂର୍ବତନ ଟିକିରି ସରପଞ୍ଚ କୁମାରୀ ପିଡିକା I ତାଙ୍କ ନେତୃତ୍ବରେ ଏସଡିସି ସଭ୍ୟ…
Read More...

ଲୋକନାଥ ମାଝୀ ନାମକ ଯୁବକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦ୍ୱିତୀୟ ଜୀବନ ଦେଲା ମୈତ୍ରୀ ଇଂଫ୍ରା ସଂସ୍ଥା, ମହାନ କାମ ପାଇଁ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାଗବାରୀ ଗ୍ରାମର ଜଣେ ନିରୀହ ଆଦିବାସୀ ଯୁବକଙ୍କ ଏକ ଦୟନୀୟ ପରିସ୍ଥିତିରେ ପଡି ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ମୈତ୍ରୀ ଇଂଫ୍ରା ନାମକ ଏକ ସଂସ୍ଥା ମାଲିକ ସହଯୋଗର ହାତ ବଢ଼ାଇ ଥିବା ଚର୍ଚ୍ଚାର ବିଷୟ ହୋଇଛି I…
Read More...

ଧରାକୋଟରେ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର):ଧରାକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ଆଗରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ତିନି ଘଣ୍ଟା ଧରି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କଂଗ୍ରେସ କମିଟିର ଘୋଷଣା ଅନୁଯାୟୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ କଂଗ୍ରେସ…
Read More...

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାମାଜିକ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀଙ୍କ ନେତୃତ୍ବରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ଉନ୍ନୟନ ଅଧିକାରୀ ଅନୁପ…
Read More...

“ବାବୁ ମୋ ପୁଅକୁ ବଞ୍ଚାନ୍ତୁ, କେଉଁଠୁ ଟଙ୍କା ଆଣିବୁ ,କିପରି ତାର ଚିକିତ୍ସା ହେବ, ମତେ ସାହାଯ୍ୟ କରନ୍ତୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକର ବରଡାବିଲି ପଞ୍ଚାୟତର କହିରାପଲି ଗ୍ରାମର ସର୍ଜନ ଗୌଡ଼ ଏବଂ ନର୍ମଦା ଗୌଡ଼ଙ୍କ ଚାରି ପୁଅ ମଧ୍ୟରେ ଏକ ମାତ୍ର ରୋଜଗାରିଆ ପୁଅ ହେଉଛନ୍ତି ସୁନିଲ । ଯୁବକଙ୍କ ବୟସ ୩୨ ବର୍ଷ । ସ୍ତ୍ରୀ ଲିଟି, ପୁଅ ରାଜକୁମାର ଓ ଝିଅ ସୁହାନିଙ୍କୁ ନେଇ ସୁନିଲ ଙ୍କ ଛୋଟିଆ…
Read More...

ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବରେ କନ୍ଧମାଳ ଚମ୍ପିୟାନ….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ "ମହକ ୨୦୨୩" ନଭେମ୍ବର ୬ ଏବଂ ୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ…
Read More...

ଦିବ୍ୟ ଜିବନ ସଂଘ ମୁଣ୍ଡମରାଇ ଶାଖା ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦିବ୍ୟ ଜୀବନ ସଂଘ ମୁଣ୍ଡମରାଇ ଶାଖା ତରଫରୁ ଧରାକୋଟ ସ୍ଥିତ ବାଲୁଙ୍କେଶ୍ୱର ଅନାଥ ଆଶ୍ରମଠାରେ ଅନ୍ତେବାସୀ ମାନଙ୍କୁ ଶୀତଦିନ ଅବସରରେ ପ୍ରାୟ ୯୦ ଛାତ୍ର ଛାତ୍ରୀଙ୍କୁ ଶୀତ କମ୍ୱଳ ଏବଂ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା l ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯକ୍ରମକୁ…
Read More...

ଫିରିଙ୍ଗିଆ ଓ ରାଇକିଆ ବ୍ଲକରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଟିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଥିବା ବେଳେ। କନ୍ଧମାଳ ଜିଲ୍ଲାର ଦ୍ୱତୀୟ ବୃହତ୍ତମ ବ୍ଲକ ଫିରିଙ୍ଗିଆ ହୋଇଥିବାରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଖାପାକ୍ଷି ଅନୁମାନିକ ୨୫୦୦ରୁ…
Read More...

ଟିକିରି ଠାରେ ନୂତନ ବ୍ଲକ ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତ ରବିବାର ଦିନ ବହୁ ପ୍ରତୀକ୍ଷିତ ନୂତନ ବ୍ଳକ ମାନ୍ୟତା ଦାବି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଟିକିରି ସରପଞ୍ଚ ଜଗବନ୍ଧୁ ମାଝିଙ୍କ ନେତୃତ୍ୱରେ ଅନୁଷ୍ଠିତ…
Read More...