ଜିଲ୍ଲା କରାଟେ-୨୦୨୪ ଉଦଜାପିତ…..

ରାଇରଙ୍ଗପୁର(ଉତ୍ତମ ରାମ): ମୟୂରଭଞ୍ଜ ଜିଲ୍ଲା ଗୋଜୁ-ରିୟୋ କରାଟେ ସମିତି ଅନୁକୂଲ୍ୟରେ ପ୍ରଥମ ଜିଲ୍ଲା ଗୋଜୁରିୟୋ କରାଟେ ପ୍ରତିଯୋଗିତାରେ ବହଳଦା  ସ୍ତିତ  cosmos smart english school ଠାରେ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏହାକୁ internatinal bhanja bhumi karate school  ଓ Kolhan world commission ଆୟୋଜନ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ଵିଭିନ୍ନ ବ୍ଲକରୁ ସମୁଦାୟ ୧୨୦ ଜଣ  ଛାତ୍ର ଛାତ୍ରୀ ପ୍ରତିଯୋଗି  ଅଂଶଗ୍ରହଣ  କରିଥିଲେ l ଏହି  ପ୍ରତିଯୋଗିତା ବହଲଦା ବ୍ଲୋକ୍ ଦଳ ଗତ ଚମ୍ପିୟନ ହୋଇଥିଲେ l ଏହି ପ୍ରତିଯୋଗିତାରେ ଲାଲ ଇତଜତ ମହାନ୍ତ ,ସୁନୀଲ ମାର୍ଣ୍ଡୀ, ଶୃତୀ କୁମାରି ବେହେରା, ସ୍ନେହା କୁମାରୀ ବେହେରା,ସନ୍ଧାରାଣୀ ବେହେରା, ପ୍ରବୀର କୁମାର ଓ ମୁଖ୍ୟ ଅତିଥି ଭାବେ ମଧୁସ୍ମିତା ନାଇକ ଯୋଗ ଦେଇଥିଲେ l ବିଶ୍ଵ ଗଜୁରିଅ  କରାଟେ ବୋର୍ଡ଼୍ର president Sensei ନୀଳକଣ୍ଠ ବେହେରା ଯୋଗ ଦେଇଥିଲେ l  ମୟୁରଭଞ୍ଜ ଜିଲ୍ଲା ଗଜୁରିଅ କରାଟେ ଆସୋସିଏଶନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମାର୍ଣ୍ଡୀ ପରିଚାଳକ  କରିଥିଲେ I