ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରି ଡକାୟତି ଲୁଟରେ ସାମିଲ ଥିବା ଏକ ଡକାୟତ ଦଳକୁ କାବୁ କରିବାରେ ସଫଳ ହୋଇଛି ପୁଲିସ l
ତାଙ୍କ ପାଖରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ ମୋଟରସାଇକେଲ, ୧୧ ଟି ମୋବାଇଲ, ୪୦.୩୯୨ ଗ୍ରାମ ସୁନା, ୪୪୭.୭୪୦ ଗ୍ରାମ ରୁପା ସହ ମାରଣାସ୍ତ୍ର ପୁଲିସ ଦ୍ବାରା ଜବତ ହୋଇଛି l ଗତ କିଛିଦିନ ହେବ ଏହି ଦକାୟତ ଦଳ କଳାହାଣ୍ଡି ଜିଲ୍ଲାରେ ବେସ ସକ୍ରୀୟ ଥିଲା l ଯାହା ପାଇଁ ସାଧାରଣ ଜନତା ଭୟଭିତ ଥିଲେ l