Browsing Category
ଅପରାଧ
ନଡିଆ ଗଛରୁ ପଡି ଯୁବକର ମୃତ୍ୟୁ……
ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ତାରାସିଙ୍ଗି ଥାନା ଅଧିନ ଲେମ୍ଭେଇ ପଞ୍ଚାୟତର ବାଲିସାହି ଗ୍ରାମରେ ନଡ଼ିଆ ଗଛରୁ ଖସିପଡି ଲଷ୍ମଣ ନାଇକଙ୍କ ପୁଅ ବିଷ୍ଣୁ ନାଇକ (୩୫)ଙ୍କ ମୃତ୍ୟୁ ଘଟିଛି । ଘଟଣା ପ୍ରକାରେ, ବିଷ୍ଣୁ ବୁଧବାର ଅପରାହ୍ନରେ ଗ୍ରାମର ଜୈନିକ ବ୍ୟକ୍ତିଙ୍କ…
Read More...
Read More...
ବାର୍ନ୍ଦାପଡ଼ା ଆନନ୍ଦେସ୍ୱର ମନ୍ଦିର ପରିସରରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଆଲୋଚନା କ୍ରମେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବାର୍ନ୍ଦାପଡ଼ା ଆନନ୍ଦେସ୍ବର ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା…
Read More...
Read More...
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା…
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପୂର୍ବାହ୍ନ ୧୧ ଘଟିକା ସମୟରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଶପଥ ପାଠ…
Read More...
Read More...
ତିଳିସିଙ୍ଗି ପଞ୍ଚାୟତ ଠାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ……
ଅନୁସନ୍ଧାନ ଭାରତ(ବ୍ୟୁର): ତାରସିଂ ଥାନା ଆମ ପୁଲିସ ସମିତିର ବୈଠକ ତିଳିସିଙ୍ଗି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଗୁଣିଗାରେଡି, ଅନ୍ଧବିଶ୍ୱାସ, ଅନ୍ଲାଇନ୍ ଠକେଇ, ଅସାମାଜିକ କାଯ୍ୟକଳାପ, ନାବାଳିକା ବିବାହ, ଘରୋଇ ହିଂସା…
Read More...
Read More...
ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ….
ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ, ଛାତ୍ରଛାତ୍ରୀ କୁ ଦୁର୍ବ୍ୟବହାର କରୁଥିବା ସଙ୍ଗେ ମନମୁଖୀ କାର୍ଯ୍ୟ କରି ସ୍କୁଲର ବହୁମୂଲ୍ୟ ଗଛ କାଟି ବିକ୍ରି କରୁଥିବା ସହ ବିଭିନ୍ନ…
Read More...
Read More...
ଭଞ୍ଜନଗର ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ଆରକ୍ଷୀ ବାହିନୀ ପକ୍ଷରୁ ୬୩ ତମ ପୁଲିସ ସହୀଦ ଦିବସ ପାଳିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ଆରକ୍ଷୀ ବାହିନୀ ପକ୍ଷରୁ ୬୩ ତମ ପୁଲିସ୍ ସହିଦ୍ ସ୍ମୃତି ରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତନରଡ଼ା ସ୍ଥିତ ପୁଲିସ୍ ବାଟାଲିଆନ୍ ରିଜର୍ଭ ପଡ଼ିଆ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା…
Read More...
Read More...
ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ, ଶାଶୁ ଓ ଦେଢ଼ଶାଶୁ ଅଟକ…..
ଅନୁସନ୍ଧାନ ଭାରତ(ବ୍ୟୁର): ଯୌତୁକ ନିର୍ଯ୍ୟାତନା ଦିଆଯାଇ ବିବାହର ପାଞ୍ଚ ମାସ ନପୁରୁଣୁ ନବବଧୁକୁ ହତ୍ୟା କରାଯାଇଥିବା ଗଂଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବିଲିପଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଥାନା ଅନ୍ତର୍ଗତ ସାର୍ଦ୍ଦୁଳ ଗ୍ରାମର ପୂର୍ଣ୍ଣ…
Read More...
Read More...
କାଶୀନଗର ପୁଲିସ ଦ୍ବାରା ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ, ଦୁଇ ଅଭିଯୁକ୍ତ ଗିରଫ……
ଅନୁସନ୍ଧାନ ଭାରତ(ବ୍ୟୁର): କାଶୀନଗର ପୁଲିସ ଦ୍ବାରା ବିପୁଳ ପରିମାଣର ଚନ୍ଦନ କାଠ ଜବତ ଓ ଦୁଇ ଅଭିଯୁକ୍ତ ଗିରଫ l ଗିରଫ ଦୁଇ ଅଭିଯୁକ୍ତ ମାନେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତ ଗୋରବା ଗ୍ରାମର ଅନ୍ୟ ଜଣେ କେ ସୀତାପୁର ଗ୍ରାମର ବୋଲି ପୁଲିସ ସୁତ୍ରରୁ ପ୍ରକାଶ । ବିଳମ୍ବିତ…
Read More...
Read More...
ମୃଦୁ ପାନୀୟରେ ଭାସୁଛି କୀଟ….
ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରର ବିଭିନ୍ନ ଦୋକାନମାନଙ୍କରେ ବହୁଳ ଭାବେ ବିକ୍ରି ହେଉଥିବା ମୃଦ ପାନୀୟରେ ବିଷାକ୍ତ କୀଟ ଭାସୁଥିବା ଦେଖିବାକୁ ମିଳିଛି । ମାନ ପରୀକ୍ଷଣ ଓ ଗୁଣବତ୍ତା ଯାଞ୍ଚ ନକରି ଅନୁମତି ପ୍ରଦାନ କାରି ସଂସ୍ଥାମାନେ ଅନୁମତି ପ୍ରଦାନ କରୁଥିବାରୁ…
Read More...
Read More...
ବେଲଗୁଣ୍ଠାରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ବ୍ୟବସାୟୀଙ୍କ ମୃତ୍ୟୁ…..
ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଜି.ନୂଆଗାଁ ନୂଆସାହିର ମୁରଲୀଧର ପରିଡା (୪୨)ଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି । ମୁରଲୀ ଗତ ଚାରି ବର୍ଷ ହେଲା ଏହି ଗ୍ରାମ ଭଗବତ ମନ୍ଦିର ଜମିରେ ଗୁଡ଼ି ଓ ବାଲି ବ୍ୟବସାୟ କରି ଆସୁଥିଲେ । ଦୋକାନ ଉପରେ…
Read More...
Read More...