Browsing Category

ଅପରାଧ

ଭଞ୍ଜନଗର ଥାନା ଅଧିନରେ ପୃଥକ ଦୁର୍ଘଟଣା, ୬ଜଣ ଆହତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଦଶପଲ୍ଲା ମୁଖ୍ୟ ରାସ୍ତାର ସାହାଣପଲ୍ଲୀ ଓ ଭେରେଡା ଗ୍ରାମ ମଧ୍ୟବର୍ତ୍ତି ସ୍ଥାନରେ ବାଇକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ଉଭୟ ଗାଡିର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ବ୍ରହ୍ମପୁର ଅଶୋକ ନଗରର ଏସ୍‌ ରାମୁଡୁ…
Read More...

ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହରେ ଶିଶୁ ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନନ ତରଫରୁ…

ରାୟଗଡ଼ (ଟିକି ଲିମା): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି  ତରଫରୁ  ରାୟଗଡ଼  ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହ ଠାରେ  ଶିଶୁ ଚାଲାଣ ବିରୁଦ୍ଧର ଓ ଶିଶୁ ସହାୟତା ଯୋଗାଯୋଗ ନମ୍ୱର ୧୦୯୮ର ପ୍ରଚାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ରାତ୍ରିରେ ଶିକ୍ଷକଙ୍କ ବାସଭବନରୁ ନାଗସାପ ଉଦ୍ଧାର…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ କ୍ୱାର୍ଟରରୁ ସୋମବାର ଦିନ ରାତ୍ରି ପ୍ରାୟ ୧୧ଟା ସମୟରେ ଏକ ନାଗସାପ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିବା ଜଣା ପଡ଼ିଛି । ସୂଚନା…
Read More...

ବିରାଟ କାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ପାଙ୍ଗଲି ଗ୍ରାମକୁ ଯାତାୟାତ ଓ ବିଦ୍ୟୁତ ସେବା ଠପ୍….

ଦାରିଙ୍ଗବାଡ଼ି(ଅଶୋକ ସିଂ): ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ବୃକ୍ଷ ଗୁଡ଼ିକ ଉପୁଡ଼ି ପଡ଼ିବା ଓ ଭୂସ୍ଖଳନ ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଶନିବାର ଦିନ ବିଳମ୍ୱିତ ରାତ୍ରିରେ ଲଘୁଚାପ ଜନିତ ବର୍ଷା ପ୍ରଭାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…
Read More...

ଦିଲ୍ଲୀ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଘୁ.ଉଦୟଗିରି ଭୀମ ଆର୍ମିର ସମର୍ଥନ….

ଅନୁସନ୍ଧାନ ଭାରତ(ବ୍ୟୁର): ଦିଲ୍ଲୀର ଜନ୍ତର ମନ୍ତରଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଘୁ.ଉଦୟଗିରି ଭୀମ ଆର୍ମି ପକ୍ଷରୁ ରାଲି ମାଧ୍ୟମରେ ସମର୍ଥନ ଜଣାଯାଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶିକ୍ଷା ବ୍ୟବସ୍ଥାରେ…
Read More...

ଯୋଗୀମାରୀ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଚାରି ଆହତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଯୋଗିମାରୀ ଗ୍ରାମ ନିକଟ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ଉଭୟ ଗାଡିର ୪ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବେଲଗୁଣ୍ଠା ଥାନା ଅଧିନ ପନ୍ତିଖାରି ଗ୍ରାମର ସନ୍ତୋଷ କୁମାର ଗୌଡ(୪୫) । ସନ୍ତୋଷ ନିଜ ପତ୍ନୀ…
Read More...

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ଏକ ଝଡ଼ ସୃଷ୍ଟି ହୋଇଛି l ଝିଅ ପରିବାର ପକ୍ଷରୁ ଦାରିଙ୍ଗବାଡି ଥାନାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଥାନା ଅଞ୍ଚଳ ପ୍ଲିହେରି ଗ୍ରାମର…
Read More...

ଗୋଟିଏ ରାତିରେ ଲକ୍ଷାଧିକର ସୁନା ରୁପା ଚୋରୀ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ସୁନା ରୁପା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଦାରିଙ୍ଗବାଡି ବଜାର ଉପରେ ରହିଥିବା ପ୍ରଶାନ୍ତ ମହାପାତ୍ରଙ୍କ ତାରିଣୀ ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଚୋରି…
Read More...

ଚାହା ପିଇବାକୁ ଯିବା ହେଲା କାଳ, ମିନିଟ୍ରକ ଧକ୍କାରେ ବୃଦ୍ଧ ଗୁରୁତର….

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡ଼ି ଥାନା ଦଣ୍ଡିମାହା ଗ୍ରାମରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମର ଡ୍ରିଙ୍ଗୁଳା ନାୟକ(୭୦) । ଡ୍ରିଙ୍ଗୁଳା ନିଜ ଗ୍ରାମ ଦେଇ ଯାଇଥିବା ୫୯ ନମ୍ବର…
Read More...

ଗଞ୍ଜେଇ ପ୍ୟାକିଂ ବେଳେ ମାଡ଼ି ବସିଲା ପୁଲିସ:୧୫କେଜି ଗଞ୍ଜେଇ, ଦୁଇଟି ମୋବାଇଲ ସହ ୨ଗିରଫ….

ଦାରିଙ୍ଗବାଡି(ଆଶୋକ ସିଂ): ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଦାରିଙ୍ଗବାଡି ପୁଲିସ । ଏହି  କାରବାରରେ ଲିପ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ସିମନବାଡ଼ି ଗ୍ରାମର ସଞ୍ଜୟ ସାହୁ (୨୯)ଓ ଲାଇନ ପଡ଼ା ଗ୍ରାମର ସୁଧୀର ସାହୁ (୨୧)…
Read More...