Browsing Category
ଅପରାଧ
ମନରେଗା କାମରେ ଦୁର୍ନୀତି ଅଭିଯୋଗ, ପାଞ୍ଚ ମାସ ହେଲା ମିଳିପାରୁନି କିରୋସିନି……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଡଡିଙ୍ଗିଆ ପଞ୍ଚାୟତ ରେ କାର୍ଯ୍ୟରତ (G R S ) ମନରେଗା କାମ ରେ ଦୁର୍ନୀତି କରିବା ସହ ଲେବର୍ କାର୍ଡ କରିଦେବା ନିମନ୍ତେ ( ୭.୫୦୦ ) ଟଙ୍କା ଲାଞ୍ଚ ନେଉଥିବା ଡଡିଙ୍ଗିଆ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବୀକାଙ୍କୁ…
Read More...
Read More...
ବ୍ରାହ୍ମଣୀଗାଁ ବିଦ୍ୟୁତ ସେବା ବିଭ୍ରାଟ ଯୋଗୁଁ ବଢୁଛି ଜନ ଅସନ୍ତୋଷ: ଅନଲାଇନ କାର୍ଯ୍ୟ ବାଧାପ୍ରାପ୍ତ, ଛାତ୍ର ଛାତ୍ରୀ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସାଵଷ୍ଟେସନ ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ବିଭ୍ରାଟ ଲାଗିରହୁଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । କେତେବେଳେ ଯେ ଏହା ଆନ୍ଦୋଳନର ରୂପ ନେବ ତାହା କହିହେବନାହିଁ । ବ୍ରାହ୍ମଣୀଗାଁ ସମେତ ଅଞ୍ଚଳର ଆଠଗୋଟି ପଞ୍ଚାୟତ…
Read More...
Read More...
ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ପତ୍ରପ୍ରଦାନ, ଦାବି ପୁରଣ ନ…
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲଙ୍କ ନିର୍ଦେଶରେ ଗୁଣପୁର ଟାଉନ ହଲ ଠାରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ରାୟଗଡା ଶାଖା ତରଫରୁ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ…
Read More...
Read More...
ରାୟଗଡା ଜିଲ୍ଲା ବିଜାପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ଦୁଇ ଗିରଫ…….
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ବିଜାପୁର ଫରେଷ୍ଟ ବିଟ ମଧ୍ୟରେ ଥିବା ଜଙ୍ଗଲରୁ ବିଭିନ୍ନ କିସମର ଗଛ କାଟିବା ଅଭିଯୋଗରେ ଦୁଇଜଣ କାଠ ମାଫିଆଙ୍କୁ ଗିରଫ କରିବା ସହ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ବନ ବିଭାଗ l ସୂଚନା ଅନୁଯାୟୀ ମୁନିଗୁଡା ବନଖଣ୍ଡ…
Read More...
Read More...
ସାନ ଆଚବା ଗ୍ରାମରେ କବାଟ ତାଡ଼ି ଲୁଟ୍ ଘଟଣା : ସୁନା ଗହଣା ଜବତ, ଜଣେ ଗିରଫ…..
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହର ନିକଟସ୍ତ ସାନ ଆଚବା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଗତ ୨୨ ତାରିଖରେ ୪୦ ଭରି ସୁନା ଅଳଙ୍କାର ଚୋରି ହୋଇଯାଇଥିବା ନେଇ ଗୁଣପୁର ଥାନାରେ କୃଷ୍ନ ଅଭିଯୋଗ କରିଥିଲେ । ଏତଲାକୁ ଭିତି କରି ଗୁଣପୁର ପୁଲିସ ପକ୍ଷରୁ ତନାଘନା ଜାରୀ ରହିଥିଲା । ଏନେଇ ରାୟଗଡ଼ା…
Read More...
Read More...
ଫୁଲବାଣୀ ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା, ୯ ଜଣ ଗିରଫ…..
ଅନୁସନ୍ଧାନ ଭାରତ(ବ୍ୟୁର): ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୁଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି I ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବାଟି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ…
Read More...
Read More...
କବାଟ ତାଢ଼ି ଲୁଟେରା ଲୁଟି ନେଲେ ୪୦ ତୋଳା ସୁନା ଅଳଙ୍କାର ସହ ରୁପା ଜିନିଷ ଓ ଟଙ୍କା, ଲୁଟ ସନ୍ଦେହରେ ୪ ଅଟକ….
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ସାନ ଆଚବା ଗ୍ରାମରେ ଲୁଟେରାମାନେ କୃଷ୍ଣ ଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ଘରୁ ୪୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଛି I ଅଭିଯୋଗ ହେବାପରେ ପୁଲିସ ଘଟଣାରେ ସନ୍ଧାନୀ କୁକୁର ଓ…
Read More...
Read More...
ନିଧିଆ ପଲି ଜାତୀୟ ରାଜପଥରେ ହାତୀ ବୁଲୁ ଥିବା ସୁଚନା, ଭୟଭୀତ ଅଂଚଳର ବାସିନ୍ଧା…..
ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜରେ ହାତୀ ପୋଲ ସକ୍ରିୟ ଥିବା ସୁଚନା ମିଳିଛି । ଅଧିକାଂଶ ସମୟରେ ଏହି ବନାଞ୍ଚଳରେ ହାତୀ ପଲ ଚଳପ୍ରଚଳ କରୁଥିବା ଘଟଣା ନଜିର ଆସିଛି । ଯାହା ଫଳରେ ଗତ ୬ତାରିଖରେ ମୁଜାଗଡ଼ ରେଞ୍ଜ କାନବିନ୍ଧା ସଂରକ୍ଷିତ ଜଙ୍ଗଲରେ…
Read More...
Read More...
ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ଆଶ୍ରମ ସ୍କୁଲର ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ…….
ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି l ମୃତ୍ଯୁ ବରଣ କରିଥିବା ଛାତ୍ର ଜଣଙ୍କ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କଂହର ।…
Read More...
Read More...
ଲଗାଣ ବର୍ଷର ପ୍ରଭାବରେ ଫୁଲବାଣୀ ପିଲାସାଲୁଙ୍କି ନଦୀରେ ବନ୍ୟା, ୩ ପଂଚାୟତ ବାହ୍ୟ ଜଗତରୂ ବିଛିନ୍ନ…..
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ସଦର ମହକୁମା ସମେତ ଫୁଲବାଣୀ ସହର ଓ ବ୍ଲୋକ ସହ ସମଗ୍ର କନ୍ଧମାଳ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି l ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ…
Read More...
Read More...