Browsing Category
ଅପରାଧ
ଗାଧୋଇବା ବେଳେ ଅସାବଧାନତା ଯୋଗୁଁ କୁଅଁରେ ପଡ଼ି ମହିଳା ମୃତ…….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଗଡଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ଚୁନୁ ଦିଗାଳଙ୍କ ସ୍ତ୍ରୀ ସୂଦୀପ୍ତା ନାୟକ ନାମକ ଜଣେ ମହିଳାଙ୍କ ଗାଧୋଇବା ସମୟରେ ନିଜର ଅସାବଧାନତା ଯୋଗୁଁ କୁଅଁରେ ପଡି ମୃତ୍ୟୁ ଘଟିଛି l ବର୍ତମାନ ଗାଁ ଲୋକ ଧାନ…
Read More...
Read More...
ନଦୀରେ ଭାସିଯାଇ ଦୁଇ ଶିଶୁ ମୃତ…….
ଅନୁସନ୍ଧାନ ଭାରତ(ବ୍ୟୁର): ବନ୍ୟାଜଳରେ ଭାସିଯାଇ ଦୁଇ ଶିଶୁ ମୃତ୍ୟୁ l ଏହିଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ଜାର୍ଗୀ ଗାଁ ରେ ଘଟିଛି l
ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ଦୁଇ ଶିଶୁ ଭାସି ଯାଇଥିଲେ l ମୃତକ ହେଲେ ଛଅ ବର୍ଷର ପୁଅ ଅଲଫାନ ମଳିକ ଓ଼ ଚାରି ବର୍ଷର ଝିଅ…
Read More...
Read More...
ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଜଣେ ମୃତ୍ୟୁ, ଦୁଇ ଆହତ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଟଙ୍ଗମ୍ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି l ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଜଣକର ମୃତ୍ୟୁ ଘଟି ଥିବାବେଳେ ବାପା ଝିଅ ଗୁରୁତର ହୋଇଛନ୍ତି l ଜଙ୍ଗଲୀ ଭାଲୁ ଗୋଟିଏ ପରିବାରର…
Read More...
Read More...
କିରୀକୁଟି ଗ୍ରାମରେ ଭୁଶୁଡ଼ିଲା ଘର କାନ୍ଥ, ଅଳ୍ପକେ ବର୍ତିଲେ ଘରର ସଦସ୍ୟ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକର ଅବସ୍ଥା ଲଗାଣ ବର୍ଷା ପାଇଁ ବେହାଲ ହୋଇ ଯାଇଛି l ଗତ ୨ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଲଗାଣ ବର୍ଷା ଫଳରେ ଦାରିଙ୍ଗବାଡ଼ି ବ୍ଲକ କିରୀକୁଟି ଗ୍ରାମର ବୁଧବାରି କହଁରଙ୍କ ବିଜୁ ପକ୍କା ଘରର ଗୋଟିଏ…
Read More...
Read More...
ଫୁଲବାଣୀ ସହରରେ ପ୍ରବଳ ବର୍ଷା: ଗଛପଡି ଦୋକାନ, କାର ଭାଙ୍ଗିଲା ଓ ଭୁଶୁଡିଲା ଘର କାନ୍ଥ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ କୃଷି ବିଭାଗ କଲୋନୀରେ ଥିବା ବିରାଟ ଆମ୍ବଗଛ ଉପୁଡି ପଡିବା ଫଳରେ ନିକଟରେ ଥିବା କେତକ କ୍ୟାବିନ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର…
Read More...
Read More...
ଲଗାଣ ବର୍ଷାରେ ଧସିଲା କରଡା ଘାଟି, ଦୁର୍ଦ୍ଦଶା ଭୋଗୁଛନ୍ତି ୧୦ ହଜାରରୁ ଉର୍ଦ୍ଧ ଜନସାଧାରଣ…….
ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତି ଗ୍ରସ୍ତ ହୋଇଛି l ଘାଟିର ତିନୋଟି ସ୍ଥାନ ରେ ୱାଲ୍ ଧସି ଯିବା ଫଳ ରେ ଟ୍ରକ, ବସ ଯାତାୟତ ବନ୍ଦ ରହିଛି l ଲୋକେ ବିପଦ ପୂର୍ଣ୍ଣ ଭାବେ ବାଇକ୍ ଓ ଅଟୋରେ ଯାତାୟତ କରୁଛନ୍ତି l ଲଗାଣ ବର୍ଷା ଯୋଗୁଁ…
Read More...
Read More...
ମାନବିକତା ଦେଖାଇଲା କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ….
ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ଲଳିତ କୁମାର ବଗର୍ତି ବୟସ ଅସୁସ୍ଥ ଥିଲେ l କିଛି ଦିନ ହେବ ଫୁଲବାଣୀ ହସ୍ପିଟାଲରେ ସେ ଚିକିତ୍ସା ହେଉଥିଲେ l ଅବସ୍ଥା ଗୁରୁତ୍ୱ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ…
Read More...
Read More...
ପୋଖରୀରେ ବୁଡ଼ି ଡିପ୍ଲୋମା ଛାତ୍ର ମୃତ….
ଅନୁସନ୍ଧାନ ଭାରତ(ବ୍ୟୁର) : ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ରାକାତେଜୁ ଗ୍ରାମରେ ଘଟିଛି l ସୂଚନାନୁଯାୟୀ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ…
Read More...
Read More...
ଦୟନିୟ ଅବସ୍ଥାରେ ମୁନିଗୁଡାର ଗୋପବନ୍ଧୁ ଦୈନିକ ମାର୍କେଟ: ବଜାର ପରିସର କାଦୁଅରେ ଭର୍ତ୍ତି ହୋଇ ଥିବାରୁ ଗ୍ରାହକ ଓ…
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲାର ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠ ମୁନିଗୁଡାର ରାସ୍ତାଘାଟ ଓ ଡ୍ରେନ ସମସ୍ୟା ବର୍ଷାଋତୁରେ ଅତ୍ଯନ୍ତ ଦୟନିୟ ହୋଇର ପଡିଛି l ଏହି ସମସ୍ୟା ବର୍ଷବର୍ଷ ଧରି ଲାଗି ରହିଥିଲେ ସୁଦ୍ଧା ପୂର୍ତ୍ତବିଭାଗ, ଆରଡି ବିଭାଗ, ବ୍ଲକ ଓ ପଂଚାୟତ କର୍ମଚାରୀ ନିରବ…
Read More...
Read More...
ଲଗାଣ ବର୍ଷା ହେତୁ ବାସଗୃହ କାନ୍ଥ ଭୁଶୁଡ଼ିଲା କାନ୍ଥ, ବହୁତ ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲେ ପରିବାର…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ଗ୍ରାମପଞ୍ଚାୟତ ନୁଆସାହି ସ୍ଥିତ ବରପଦା ଗ୍ରାମର ବାସୀନ୍ଧା ସ୍ୱାମୀ ସୁବାଷ କହଁରଙ୍କ ଘର ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ପଡ଼ିଥିବା ଦେଖିବାକୁ ସୁଚନା ମିଳିଛି l ଟିକାବାଲି ଅଞ୍ଚଳରେ ଅନେକ…
Read More...
Read More...