Browsing Category

ଅପରାଧ

କୋଟଗଡର ଝାମଜୋର ଠାରେ ଲାଗିଲା ମାଓ ପୋଷ୍ଟର….

ଅନୁସନ୍ଧାନ ଭାରତ୍(ବ୍ୟୁର): କିଛି ଦିନ ନୀରବତା ପରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ l ବାଲିଗୁଡା-ମୁନିଗୁଡା ମୁଖ୍ୟ ରାସ୍ତାରେ ଗଛ ପକାଇ ହାତ ଲେଖା ପୋଷ୍ଟର ମାରି ସ୍ଥିତି ଜାହିର କରି ଛନ୍ତି l ବନ ବିଭାଗର ଫଳକରେ ଲାଗି ଥିବା ମାଓ ପୋଷ୍ଟର ଲେଖା ଅଛି ଯେ ସେଥିରେ କିଛି ଦିନ ତଳେ…
Read More...

ଭଞ୍ଜନଗର କୋର୍ଟର ନୂତନ କୋଠାର ଶିଳାନ୍ୟାସ ଓ ଜଗନ୍ନାଥପ୍ରସାଦ ଜେଏମ୍‌ଏଫ୍‌ସି କୋର୍ଟ ଶୁଭାରମ୍ଭ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ନୂତନ କୋଠା ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯିବ ସହ ଜଗନ୍ନାଥ ପ୍ରସାଦ ଠାରେ ସିଭିଲ୍‌ ଜଜ୍ ତଥା ଜେଏମ୍‌ଏଫ୍‌ସି କ‌ୋର୍ଟର ଶୁଭାରମ୍ଭ ହୋଇଛି l । ବୁଧବାର ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର…
Read More...

ଚାକିରି ଦେବା ନାଁରେ ଠକେଇ, ଯୁବକ ଗିରଫ….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଚାକିରିର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଛନ୍ତି ଲୁଟେରା l ଗଜପତି ଜିଲ୍ଲା ସେରଙ୍ଗ ଥାନାରେ ରା.ଉଦୟଗିରି ଥାନା ଅଞ୍ଚଳର ଆଶିଷ କୁମାର ସିଂଙ୍କ ନାମରେ ଏଭଳି ଏକ ଅଭିଯୋଗ ହୋଇ ଥିଲା l ପୁଲିସ…
Read More...

ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାମ୍ନାକୁ ଆସିଛି ପୁଣି ଏକ ଅବ୍ୟବସ୍ଥାର ଚିତ୍ର, ବିଦ୍ୟୁତ ନଥିବାରୁ ରୋଗୀ…

ଅନୁସନ୍ଧାନ ଭାରତ(ବ୍ୟୁର): ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଅଧିକା ପ୍ରାଧାନ୍ୟ ଦେଉଥିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ଗଣିଲେ କମ ପଡିଯିବ l କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ l ଏହି ଚିତ୍ର ଯିଏ ବି ଦେଖିବ ଆଖିକୁ ଲୁହ ଆସିଯିବ…
Read More...

ଆଧାର ପଞ୍ଜିକରଣ ପାଇଁ ମା ଓ ପିଲା ହନ୍ତସନ୍ତ, ନେଟୱାର୍କର କ୍ଷମତା ନଥିବାରୁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ…

ଅନୁସନ୍ଧାନ ଭାରତ(ବ୍ୟୁର): ୫ ବର୍ଷ ଶିଶୁଙ୍କ ଆଧାର ପଞ୍ଜିକରଣ ନ ହେଲେ ମିଳିବନି ସରକାରୀ ସହାୟତା,ମିଳିବନି ମାତୃତ୍ୱର ପରିଚୟ l ଏଣୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେ କିଛିଦିନ ହେଲା ଅଞ୍ଚଳର ମାତୃ ମଣ୍ଡଳୀଙ୍କ ଭିଡ଼ ଦେଖିବାକୁ ମିଳିଛି l ସ୍ଥାନୀୟ ସିଡ଼ିପିଓଙ୍କ ନିର୍ଦ୍ଦେଶରେ ଅଞ୍ଚଳରେ…
Read More...

କଳାହାଣ୍ଡିରେ ଖୋଲିବ ଦୁଇଟି ନୂତନ ଥାନା: ନର୍ଲା ନିର୍ବାଚନ ମଣ୍ଡଳୀରେ ଶୂନ୍ୟ……

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିଚାଲିଛି l ଏହାସହ ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟରେ ଆଉ ୩୬ଟି ନୂତନ ଥାନା ଖୋଲିବାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର l ଏହି ତାଲିକାରେ କଳାହାଣ୍ଡି ଜିଲ୍ଲାର କଲମପୁର ଓ କର୍ଲାପାଟ…
Read More...

ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା: ଥାନାଧିକାରୀଙ୍କ ମାନସିକ ନିର୍ଯ୍ୟାତନା ସହିଁନ ପାରି ଆତ୍ମହତ୍ୟା କରିଥିବା…

ଅନୁସନ୍ଧାନ ଭାରତ(ବ୍ୟୁର): ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନାରେ ଘଟିଛି l ସୁଚନା ଅନୁସାରେ ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ…
Read More...

ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ପୁଲିସ ଥାନାର ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଝୁଲନ୍ତା ମୃତ ଦେହ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି I ସୂଚନା ଅନୁସାରେ ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରା…
Read More...

୨୧କେଜି୧୫୦ଗ୍ରାମ ଗଞ୍ଜେଇ ସହ ପୋଲସର ବାଇକ ଜବତ, ଦୁଇ କୋର୍ଟ ଚାଲାଣ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ ୨୧ କେଜି ୧୫୦ଗ୍ରାମ ଓଜନର ଗଞ୍ଜେଇ ଭର୍ତ୍ତି ବସ୍ତା ଓ ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଗଞ୍ଜେଇ ମାଫିଆମାନେ ହେଲେ ସୋରଡ଼ା ଥାନା…
Read More...

ଘୁ.ଉଦୟଗିରି ସହରର ହାର୍ଟ୍ ଅଫ ସିଟି ବଡସାହିରୁ ଚୋରୀ ଅଟୋ ବେଲକଟିରୁ ଉଦ୍ଧାର……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହରର ହାର୍ଟ୍ ଅଫ ସିଟି କୁହାଯାଉଥିବା ବଡସାହିରୁ ଦୁଇଦିନ ତଳେ ଚୋରୀ ହୋଇଥିବା ଅଟୋକୁ ଆଜି ଘୁ.ଉଦୟଗିରି ପୁଲିସ ଆଡାସିକୁପା ନିକଟସ୍ଥ ବେଲକଟିରୁ ଉଦ୍ଧାର କରିଥିବା ଜଣାପଡିଛି l ବିବରଣୀରୁ ପ୍ରକାଶଯେ ଗତ ୨୧ ତାରିଖରେ…
Read More...