Browsing Category

ଅପରାଧ

ରାଜା ରାମମୋହନ ରାୟ ଶୀର୍ଷକ ପାଠଚ଼କ୍ର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରର ପ୍ରକୋଷ୍ଠ ନଂ-୯ରେ ଇତିହାସ ବିଭାଗ ତରଫରୁ ଶୀର୍ଷକ-"ରାଜା ରାମମୋହନ ରାୟ ଊନବିଂଶ ଶତାବ୍ଦୀର ନବ ଜାଗରଣର କର୍ଣ୍ଣଧାର" ପାଠଚ଼କ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ…
Read More...

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ଅଭାବ ସମସ୍ୟାର ସମାଧାନ ପାଇଁ ତାତିଲେଲେ ଅଞ୍ଚଳ ବାସୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ସମସ୍ୟାର ସମାଧାନ ନେଇ ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ଗୁଣପୁର ଜନସାଧରଣ ତରଫରୁ ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସେଠାରୁ ଏକ ପଦଯାତ୍ରା…
Read More...

ନାବାଳିକା ଦୁଷ୍କର୍ମ ଘଟଣାର ୩ମାସ ପରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ଘୁ.ଉଦୟଗିରି ପୁଲିସ….

-ନ୍ୟାୟ ପାଇଁ ଥାନାରେ ପିଡିତା ପରିବାର ଲୋକଙ୍କ ହୋହାଲ୍ଲା -ବାରମ୍ବାର ଥାନାକୁ ଦୌଡୁଛନ୍ତି ପିଡିତାଙ୍କ ପରିବାର -ସାମ୍ବାଦିକ ପ୍ରଶ୍ନ କଲେ ଉତ୍ତର ମିଳୁଛି ଚାଲାକି ଦେଖାଅନି ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ…
Read More...

ଆବୁସିଂ ଠାରେ ବଜ୍ରପାତ ଦ୍ୱାରା ଜଣେ ମୃତ୍ୟୁ, ପାଞ୍ଚ ଆହତ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ କୁଲୁସିଂ ପଞ୍ଚାୟତ ଆବୁସିଂ ଗାଁରେ ବଜ୍ରପାତ । ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଗୁଡେଲା ଗମାଙ୍ଗଙ୍କ ସ୍ତ୍ରୀ…
Read More...

ଟିକାବାଲି ବ୍ଲକର ସମସ୍ତ ନୂତନ ପେନଶନ ଭୁକ୍ତ ଶିକ୍ଷକଙ୍କ ୟୁନିଫର୍ମ ତଥା ଡ୍ରେସ କୋଡ଼ ବର୍ଜନ….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବିକୁ ଭୃପେକ୍ଷ କରିଥିବାରୁ ଏହାର ପ୍ରତିବାଦରେ ସମଗ୍ର ରାଜ୍ୟରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଡ୍ରେସକୋଡ଼ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହି ପରିପ୍ରେକ୍ଷୀରେରେ…
Read More...

ଦାରିଙ୍ଗବାଡ଼ି ଠାରେ ମୋଟର ଚାଳକ ମହାସଂଘ ପକ୍ଷରୁ ଦଶ ଦଫା ଦାବୀରେ ଚକା ବନ୍ଦ ଆନ୍ଦୋଳନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ମୋଟର ଚାଳକ ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଖଚକ ବନ୍ଦ କରିଛନ୍ତି । ଯାହା ଫଳରେ ଯାତାୟତ ସେବା ବାଧା ପ୍ରାପ୍ତ ସହ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖାଦେଇଛି । ବିଭିନ୍ନ…
Read More...

ଗୁଣପୁରରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆଜି ଷ୍ଟେରିଙ୍ଗ ଛାଡ଼, ଚକା ବନ୍ଦ ଆନ୍ଦୋଳନ ୧୦ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଧର୍ମଘଟ ଆନ୍ଦୋଳନ ଆରମ୍ଭ କରିଛି । ଏହାର ପ୍ରଭାବ ଗୁଣପୁର ସହରରେ ମଧ୍ୟ…
Read More...

ବାଲିଗୁଡାରେ ଡ୍ରାଇଭର ଧର୍ମଘଟ ଡାକରାରେ ଅଖଚକ ବନ୍ଦ, ହନ୍ତସନ୍ତ ହେଲେ ଯାତ୍ରୀ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଭିନ୍ନ ଦାବୀ ନେଇ ଓଡିଶା ଡ୍ରାଇଭର ମହାସଂଘର ଡାକରାରେ ରାଜ୍ୟ ବ୍ୟାପି ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଆଜି ଠାରୁ ଆରମ୍ଭ ହୋଇଛି I ବାଲିଗୁଡାର ଗାନ୍ଧୀ ଛକ ଠାରେ ୧୦ ଦଫା ଦାବି ନେଇ ଡ୍ରାଇଭର ସଙ୍ଘ ଆନ୍ଦୋଳନ ଆରମ୍ଭ କରିଛନ୍ତି I ଏହି ଦାବି ଗୁଡିକ ହେଲା…
Read More...

ଘୁ.ଉଦୟଗିରି ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଅନ୍ଧଳନ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆଜି ଷ୍ଟେରିଙ୍ଗ ଛାଡ଼,ଚକା ବନ୍ଦ ଆନ୍ଦୋଳନ 9 ଦଫା ଦାଵୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଧର୍ମଘଟ ଆନ୍ଦୋଳନ ଆରମ୍ଭ କରିଛି । ଏହାର ପ୍ରଭାବ ଘୁ.ଉଦୟଗିରି ସହରରେ ମଧ୍ୟ…
Read More...

ଜି.ଆଇ.ଇ.ଟି ଛାତ୍ରଙ୍କ ବେପୁରିଆ ଗାଡ଼ି ଚାଲାନରେ ୪ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ରାତ୍ର ପ୍ରାୟ ୧୧ ଘଣ୍ଟିକା ସମୟରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଜି.ଆଇ.ଇ.ଟିର ୨ ଛାତ୍ର ମଦ୍ୟପାନ କରି ଦୃତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ବାଇକକୁ ପଛପଟ ଧକା ଦେଇ ଥିଲେ। ସଙ୍ଗେ ସଙ୍ଗେ ସେଠାରେ ରହିଥିବା ଲୋକମାନେ ତାଙ୍କୁ ଗୁଣପୁର…
Read More...