Browsing Category

ଅପରାଧ

ଅଟୋ ଧକ୍କାରେ ବୋଲେର ଚୁରମାର, ଚାଳକ ଆହତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର-୪ ସ୍ଥିତ ଶିବ ମନ୍ଦିର ଛକରେ ( OD-12-D-1731) ନମ୍ବର ବହନ କରିଥିବା ବଜାଜ ଡାଲା ଅଟୋ ଓ (OR-12-A-8885) ନମ୍ବର ଇଲେକ୍ଟ୍ରି ଅଫିସରେ ଲାଗିଥିବା ବୋଲେର ମଧ୍ୟରେ ମୁହାଁମୁହିଁ ଧକ୍କା…
Read More...

କାଶୀପୁର ଠାରେ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାଶୀପୁର ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କାଶୀପୁର ଜେଏମଏଫସି ତଥା ଉକ୍ତ କମିଟି ଅଧକ୍ଷ ଶୋଭାନ…
Read More...

ଓ୍ୱେଗ୍ନର ଗାଡ଼ି ଦୁର୍ଘଟଣା ଗ୍ରସ୍ଥ: ଜଣେ ମୃତ, ୨ ଗୁରୁତର ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଆନ୍ତର୍ଗତ ଫିରିଙ୍ଗିଆ ବ୍ଲକ ବନ୍ଦଗଡ ପଞ୍ଚାୟତ ମଣିପଦର ଗ୍ରାମରେ ଓ୍ୱେଗ୍ନର ଗାଡ଼ି ରାୟଗଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲାକୁ ଉକ୍ତ ଗାଡ଼ିରେ ଦୁସାସନ ବେହେରା, ପଦ୍ମନାଭ ସୁବୁଧି ଏବଂ…
Read More...

ଜାନବିଲ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ହଟାଇବାକୁ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧିନରେ ସଂପ୍ରତି ଧରାକୋଟ ଠାରୁ ଜାନବିଲି ପାଞ୍ଚ କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଧରାକୋଟ ସହରର ଉଭୟ ପଟର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତମାନ ବଜାର ଅଞ୍ଚଳ ସହ ମେଡିକାଲ ପର୍ଯ୍ୟନ୍ତ ରାସ୍ତା…
Read More...

ନକଲି ଅବକାରୀ ପୁଲିସ ସାଜି ଲୁଟ ଘଟଣା: ୬ ଗିରଫ, ୨ ଫେରାର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଆନ୍ତର୍ଗତ ଫିରିଙ୍ଗିଆ ବ୍ଲକ ପାଙ୍ଗା ପଞ୍ଚାୟତର କାଲିକୁଟି ଗ୍ରାମରେ ଏକ ଲୋମହର୍ସଣକାରି ଘୋଟଣା ଶୁଣିବାକୁ ମିଳିଥିଲା । ଅବକାରୀ ବିଭାଗ ନାରେ ବ୍ରଜରାଜଙ୍କ ଘରେ ବୁଧବାର ରାତ୍ର ୧.୩୦ ମିନିଟ ସମୟରେ ପସି ଧମକଚମକ ଦେଇ ନଗଦ ୧୨୫,୦୦୦/ଦୁଇଟି ବଡ଼…
Read More...

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର, ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇ ଥିବା…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗାଁ ନିକଟର ଜାନୀ କୁଡି ନିକଟରେ ୧୩ ଦିନ ଧରି ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି I ମୃତ ଶରୀର ମାଟିରେ ପତା ହେଇଥିବା ଅବସ୍ଥାରେ ଗଳିତ ଶବକୁ ଆଜି ଦ୍ଵିପହର ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ…
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଣେ ମୁର୍ତ୍ୟୁ, ଦୁଇ ଗୁରୁତ୍ୱର ଆହତ ହୋଇ ସଦର ହସ୍ପିଟାଲ ଭର୍ତ୍ତି…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ୍ନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶବର ବିହାର ଅସ୍ଥାୟୀ କଲୋନୀର ଜଣଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି I ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣା ଜାଗାରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୁର୍ତ୍ୟୁ ଘଟି ଥିବା…
Read More...

ବସ ଚାଲୁଥିବା ବେଳେ ଚଲାକ ମୃତ, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ….

ଅନୁସନ୍ଧାନ ଭାରତ(ବ୍ୟୁର): ସାରଙ୍ଗଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା OD -02 AQ-7701 ନମ୍ବର ମା ଲକ୍ଷ୍ମୀ ବସ ପାବୁରିଆ ଠାରୁ ଘୁ.ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ଦୂରରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛି I ସୂଚନା ପ୍ରକାରେ ବସ ଡ୍ରାଇଭର ସନା ପ୍ରଧାନ (୫୨) ଗାଡ଼ି ସାରଙ୍ଗଗଡ଼ରୁ…
Read More...

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁରୁବାର ସକାଳୁ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ ଟି କଳିଙ୍ଗା ଘାଟିରେ ବ୍ରେକ ଫେଲ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଅଛି I ଯାହା ଫଳରେ ଡ୍ରାଇଭର ସୋନୁ ବିଶ୍ୱକର୍ମା (୨୮) ଟ୍ରକ ଟିରେ ଚାପି ହୋଇ ରହିଯାଇ ଥିବା ବେଳେ ତାଙ୍କ ଭାଇ ଦୀପକ ବିଶ୍ୱକର୍ମା (୨୪) ସାମାନ୍ୟ ଆହତ…
Read More...

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ..

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ଗ୍ରାମରେ ଆଜି ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି I ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଘଟଣା ସ୍ଥଳରେ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ…
Read More...