Browsing Category

ଅପରାଧ

ଆମ ସ୍ବପ୍ନର ବିଦ୍ୟାଳୟକୁ ନେଇ ପ୍ରତିଯୋଗିତା….

ଟିକାବାଲି(ସାନୁଜ ବେହେରା ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଲୋକସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର ମିଳିତ ଉଦ୍ୟମରେ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଚକାପାଦ, ଘୁ.ଉଦୟଗିରି, କ.ନୂଆଗାଁ, ଫିରିଙ୍ଗିଆ, ରାଇକିଆ ଆଦି ବ୍ଲକର ଥିବା ସରକାରୀ ପ୍ରାଥମିକ…
Read More...

ପିକଅପ୍ ଭ୍ୟାନ୍ ସହ ବାଇକ ଧକ୍କା, ତିନି ଗୁରୁତର…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ମୁଜାଗଡ ଗ୍ରାମ ନିକଟରେ ଗୁରୁବାର ଅପରାହ୍ନ ସମୟରେ ଏକ ପିକଅପ୍ ଭ୍ୟାନ୍ ସହ ବାଇକ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ଗ୍ରାମର ଜୁନାଶ ଦିଗାଲ…
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ - କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାଲିଗୁଡା ଅଞ୍ଚଳର ବବୁଲୁ ପାଣିଗ୍ରାହୀ(୩୨)। ସୂଚନା ପ୍ରକାରେ,ବବୁଲୁ ଭଞ୍ଜନଗରରେ ରହୁଥିବା ନିଜ ଭାଇଙ୍କୁ ଭେଟିବା ପାଇଁ ଏକ ସ୍କୁଟିରେ ଆସୁଥିବା ବେଳେ…
Read More...

ଆସାମାଜିକ, ଗଞ୍ଜୁଡ଼ିଆ, ରାସଲୀଳାକାରୀଙ୍କ ପାଇଁ ସେଫ ଜୋନ ହୋଇଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅର୍ଦ୍ଧ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଷରରେ କାର୍ଯ୍ୟରତ ଡାକ୍ତର କିମ୍ବା ଅଧିକାରୀ ରହିବା ନିମନ୍ତେ ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ ହେବ ଷ୍ଟାଫ୍ କ୍ୱାଟର ଗୁଡ଼ିକ ନିର୍ମାଣାଧୀନ ଅବସ୍ଥାରେ ରହି ଥିବା…
Read More...

ସାପ କାମୁଡାରେ ଛାତ୍ରୀ ମୃତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ରବିବାର ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ଏକ ଚିତି ସାପ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କାମୁଡି ଦେଇଥିଲା। ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ…
Read More...

ଯୁବତୀଙ୍କୁ କମେଣ୍ଟ ମରାକୁ ନେଇ ଛୁରା ମାଡ଼, ଜଣେ ମୃତ୍ୟୁ ଓ ଜଣେ ଗୁରୁତର ଆହାତ…

ଟିକାବାଲି(ସାନୁଜ ବେହେରା): ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ହାଟପଦା ନିକଟରେ ଗଣ୍ଡଗୋଳ ଓ ଛୁରୀ ମାଡ ଘଟଣାରେ ଜଣେ ମୃତ୍ୟୁ ଓ ଦୁଇ ଜଣ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ  ଶଙ୍କରାଖୋଲ ନିକଟ ଅଡାବାଡ଼ି ଶାଳବଣରେ କାଲି ତା 04/07ରିଖ ଦିନ ତିନି ଯୁବକ ଗୋଷ୍ଠୀ ଯଥା ସ୍ଥାନୀୟ…
Read More...

ରଘୁ ନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଗୁଣପୁର ମିଡିଆ କ୍ଲବ….

ଗୁଣପୁର(ସୁନିଲ୍ କୁମାର ସାବତ): ମଣିଷ ହୋଇ ଅମଣିଷର ପରିଚୟ ଦେଲେ ପୂର୍ବତନ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ଭୁଲିଗଲେ ମାନବିକତା, ମହିଳା ସାମ୍ବାଦିକଙ୍କ ଉପରକୁ ଛାଡିଦେଲେ କୁକୁର। ଆଉ ଗର୍ବର ସହ କହିଲେ ହଁ ମୁଁ ଛାଡି ଦେଲି କୁକୁର । ମିଡ଼ିଆ କ୍ଲବ ଗୁଣପୁର ପକ୍ଷରୁ ସମସ୍ତ ସାମ୍ବାଦିକ…
Read More...

ଯୁବକଙ୍କୁ ଗୁଳିମାଡ଼ ଘଟଣା: ଦେଶୀ ବନ୍ଧୁକ ଜବତ, ସହଯୋଗୀ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ନୂଆଁପଲ୍ଲୀ ଗ୍ରାମ ନିକଟ ଜଙ୍ଗଲ ରେ ଶୁକ୍ରବାର ଗୁଳିମାଡ଼ରେ କୁଶପଲ୍ଲୀ ଗ୍ରାମର ନିଲୁ ବିଷୋୟୀ(୨୫) ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ରେ ପୋଲିସ ତଦନ୍ତ…
Read More...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ କୁଲାଡ ମୁଖ୍ୟ ରାସ୍ତା କଡ ପୋଖରୀରୁ ଶୁକ୍ରବାର ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଡୁମାକୁମ୍ପା ଗ୍ରାମର ଗୁରୁମୁର୍ତ୍ତି ଡାକୁଆ(୩୦) । ଗୁରୁମୁର୍ତ୍ତି ଗତ କିଛି ବର୍ଷ ହେବ କୁଲାଡ ନିକଟ ଧନଞ୍ଜୟପୁରରେ ରହୁଥିଲେ ।…
Read More...

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମ ପଂଚାୟତ କାଡାମାହା ଗ୍ରାମରେ ହାତୀ ଉପଦ୍ରଵ, ଭିଟାମାଟି ଛାଡିଲେ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁ୍ମିଙ୍ଗିଆ ଅଞ୍ଚଳ କାଡାମାହାରେ ମଙ୍ଗଳବାର ରାତି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ଦେଖିବାକୁ ମିଳିଛି l ଜଙ୍ଗଲୀ ହାତୀ ପୁଣିଥରେ ଘର ଦ୍ୱାର ସହ ଫସଲ ନଷ୍ଟ କରିଛନ୍ତି I ଏହି ଅଞ୍ଚଳରେ ପ୍ରାୟ ଏକ ମାସରୁ ଉର୍ଦ୍ଧ ହେବ…
Read More...