ଜୁଲନ୍ତା ଅବସ୍ଥାରେ ଦୁଇ ମହିଳାଙ୍କ ମୃତ ଦେହ ଠାବ…..

ବୌଦ୍ଧ(ଆବୁ ବକ୍କର ଖାନ): ଝୁଲନ୍ତା ଅବସ୍ଥାରେ ଗଛରୁ ଦୁଇ ମୃତ ଦେହ ଠାବ l ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଉମା ପଂଚାୟତର ପତିମାଲ ଗାଁରେ ଘଟିଛି ଏପରି ଅଭାବନୀୟ ଘଟନା I ଗାଁର ଏକ ଗଛରୁ ଦୁଇ ଯୁବତୀଙ୍କ  ମୃତ ଦେହ ଠାବ ହୋଇଛି I ଦୁଇ ଜଣ ହେଲେ ରଂଜିତା ରଣI ଓ ଟିକି ରାଉତ I ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଟ ହୋଇନ ଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି I