Browsing Category
ଅପରାଧ
ଜାଡ଼ାଙ୍ଗି ଗ୍ରାମରେ ପୁଲିସର ଚଢ଼ାଉ, ୨୫କେଜି ଗଞ୍ଜେଇ ଜବତ ଜଣେ ଗିରଫ…..
ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ଚଢ଼ାଉ କରି ୨୫ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର୍ , ଗୋଟିଏ ବୁଲେଟ୍ ଓ ଦୁଇଟି କେଟିଏମ ବାଇକ୍ ଅଟକ ରଖା ଯାଇଥିବା ଜଣା ପଡ଼ିଛି । କୌଣସି ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମଙ୍ଗଳବାର ସଂଧ୍ୟା ସମୟରେ …
Read More...
Read More...
ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ି ଜଣେ ନାବାଳକର ମୃତ୍ୟୁ…..
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ତାଯୁଙ୍ଗିଆ…
Read More...
Read More...
ମହାମହିମ ରାଜ୍ୟପାଳଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ….
ରାୟଗଡ଼(ଟିକି ଲିମା): ମହେନ୍ଦ୍ର ମେଳାରେ ଯୋଗଦେଲେ ମହାମହିମ ରାଜ୍ୟପାଳ l ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାରଦର୍ଶନ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼.ହରିବାବୁ କମ୍ଭମପତି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରିଠାରେ ଆୟୋଜିତ ମହେନ୍ଦ୍ର ମେଳାରେ ଯୋଗଦେଇଥିଲେ ।…
Read More...
Read More...
୨୩ କେଜି ଗଞ୍ଜେଇ ସହ ସ୍କୁଟି ଜବତ, ଚାଲାଣ କାରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ….
ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡି ଥାନା ପୁଲିସ ପକ୍ଷରୁ କୌଣସି ସୂତ୍ରରୁ ସୂଚନା ପାଇ ଚଡାଉ କରି ୨୩ କେଜି ଗଞ୍ଜେଇ ସହ ଗଞ୍ଜେଇ ନେଉଥିବା ସ୍କୁଟି ଜବତ କରିବା ସହ ଚାଲାଣ ୩ଜଣ ଚାଲାଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା…
Read More...
Read More...
ବିକଶିତ ଗାଁର ବିକଳ ଚିତ୍ର, ବୁତେଡ଼ି ଗ୍ରାମରେ ଆଜି ପର୍ଯ୍ୟନ୍ତ ପହଞ୍ଚିଲାନି ଗ୍ରାମ୍ୟ ଉନ୍ନୟନ ସଡ଼କ ଯୋଜନା…
ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ସ୍ଵାଧୀନତାର ୬୭ ବର୍ଷର ଅମୃତ କି ଆଜାଦି ମହୋତ୍ସବ ପାଳନ ପରେ ବି ଗ୍ରାମାଞ୍ଚଳର ଚିତ୍ର ବଦଳି ନାହିଁ । ସରକାର "ବିକଶିତ ଗାଁ" ଓ "ସମୃଦ୍ଧ ଓଡ଼ିଶା"ର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବତା ଚିତ୍ର କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ଏକ ପ୍ରତ୍ୟକ୍ଷ…
Read More...
Read More...
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଇନ ସଚେତନତା ଅନୁଷ୍ଠିତ….
ଭଞ୍ଜନଗର,(ନିଲୁ ବିଷୋୟୀ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଦଦରାଲୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ…
Read More...
Read More...
ଯାତ୍ରାରେ ଗଣ୍ଡଗୋଳ ମାମଲା, ୪ ଗିରଫ…..
ଭଞ୍ଜନଗର(ନିଲୁ ବିଷୋୟୀ): ଦୁଇ ଗୋଷ୍ଠି ଗଣ୍ଡଗୋାଳ ମାମଲାରେ ପୁଲିସ ଶନିବାର ସନ୍ଧ୍ୟାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଠାକୁରାଣୀ ଯାତ୍ରା ସମୟରେ ୧୭ ତାରିଖ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ଗଣ୍ଡଗୋଳ ସୁତ୍ରପାତ ହୋଇଥିଲା । ଏନେଇ ପୁଲିସ ୪ ଟି…
Read More...
Read More...
କାଳ ବୈଶାଖୀ ପ୍ରଭାବ: ବଜ୍ରାଘାତରେ ହଳୁଆ ବଳଦ ମୃତ, ଭି.ଏସଙ୍କ ଘଟଣାସ୍ଥଳ ପରିଦର୍ଶନ…
ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ, ବର୍ଷା ଏବଂ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ…
Read More...
Read More...
କାଳ ବୈଶାଖୀର କରାଳ ରୂପ, ଯୁଆଙ୍ଗିଆ ଗ୍ରାମର ୮ ଗୋଟି ଘରର ଆଜବେଷ୍ଟ ନଷ୍ଟ….
ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳମାନଙ୍କରେ ଗତକାଲି ଅପରାହ୍ନରେ ହଠାତ ପାଗଳ ସାଜିଲା ପାଗ । ସୃଷ୍ଟି ହେଲା କାଳବୈଶାଖୀର କରାଳ ରୂପ । ପ୍ରବଳ ବେଗରେ ବହିଥିବା ଝଡ଼ପବନ ସହ ବଜ୍ରପାତ ଓ ଅଦିନିଆ ବର୍ଷା ଯୋଗୁଁ ଅଞ୍ଚଳରେ ବ୍ୟାପକ…
Read More...
Read More...
ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼, ପୁଲିସର ଛାନଭିନ୍…
ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନ ଉପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ପ୍ରାୟ ୭-୮ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏଥିରେ ବିଶେଷ କିଛି କ୍ଷତି…
Read More...
Read More...