Browsing Category

ଅପରାଧ

ବିବାହିତ ମହିଳା ନିଖୋଜ, ସଦର ଥାନାର ଏତଲା ଦେଲେ ସ୍ୱାମୀ…

ଭବାନୀପାଟଣା(ତୁଳମଣି ନାଗ): ଭବାନୀପାଟଣା ବ୍ଲକ୍ ସଦର ଥାନା ଅନ୍ତର୍ଗତ ମାଳଗାଁ ଗ୍ରାମର ସୁରେନ୍ଦ୍ର ଧଙ୍ଗଡା ମାଝୀଙ୍କ ସ୍ତ୍ରୀ ସପ୍ନା ଧଙ୍ଗଡା ମାଝୀ (୩୧) ନିଜ ବାପା ଘର ଜୁନାଗଡ଼ ବ୍ଲକ ପଡ଼ାକୁ ବାହାରି ନିଖୋଜ ହୋଇ ଥିବା ଭବାନୀପାଟଣା ସଦର ଥାନାରେ ଅଭିଯୋଗ । ସୂଚନା ଯୋଗ୍ୟ ଯେ ସପ୍ନା…
Read More...

ନାଳ ପାଣିରେ ମେଣ୍ଟୁଛି ତୃଷା, ଶୁଦ୍ଧ ପାନୀୟ ଜଳ ପାଇଁ ଦାବୀ କଲେ ଭୂଇଁ ପାଣି ଗ୍ରାମ ବାସୀ….

ନୁଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ନାଗ ପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୂଇଁ ପାଣି ଗ୍ରାମର ବରପଦର ଏକ ପଡ଼ା ଗ୍ରାମ । ବୋଡ଼େନ ଠାରୁ ୨୫ କିଲୋମିଟର ଜଙ୍ଗଲ ରାସ୍ତାରେ ଗଲେ ପଡ଼େ ବର ପଦର ଗାଆଁ । ଏହି ଗାଁରେ ରହନ୍ତି ୨୮ଟି ଆଦିବାସୀ ପରିବାର । ସମସ୍ତଙ୍କ ଚାଳ କୁଡିଆ…
Read More...

ଏଟି ଏମ୍ ଅଚଳ….

ଜୟପାଟଣା( ଜଗତରାମ ଶବର): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖିଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏଟିଏମ୍  ସ୍କ୍ରିନ୍ ଗ୍ଲାସ ଭାଙ୍ଗି ଯାଇଥିବାରୁ ଦୀର୍ଘ ଦିନରୁ ଅଚଳ ହୋଇ ପଡ଼ି ରହିଛି l ଫଳରେ ଟଙ୍କା ଉଠାଣ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ…
Read More...

ଅଜଣା ରୋଗରେ ଆକ୍ରାନ୍ତ ଘରର ରୋଜଗାରିଆ ମୁରବୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଅଧୀନରେ ଥିବା ମୁଚ୍ଛଳପଡା ଗାଁରେ କାମ କରି ପରିବାର ପ୍ରତିପୋଷଣ କରିବା ବୟସରେ ଘରର ରୋଜଗାରିଆ ସ୍ବାମୀ l ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ସେପଟେ…
Read More...

ଗାଁକୁ ଫେରିଲା ହାଇଦ୍ରାବାଦରେ ମୃତ ଦାଦନ ଶ୍ରମିକଙ୍କ ମୃତଦେହ….

ଜୟପାଟଣା(ଜଗତରାମ ଶବର): କଳାହାଣ୍ଡିଜି ଲ୍ଲା ଜୟପାଟଣା ଥାନା ମହିପାନି ଗାଁ କୁମାରପଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକ ଗତ ଗୁରବାର ହାଇଦ୍ରାବାଦରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଯୁବକଙ୍କ ମୃତଦେହ ଗାଁକୁ ଫେରିଛି l ମୃତଯୁବକ ଜଣକ ହେଲେ ମହିପାନି ଗାଁର ପ୍ରହଲ୍ଲାଦ ନାଏକ (୨୦) l ପ୍ରକାଶ ଯେ…
Read More...

୭ ବର୍ଷର ନାବଳକ ବିଶ୍ୱରାଜ ହତ୍ୟାକାଣ୍ଡ ଘଟଣାରେ ଜୁଭେନାଇଲ କୋର୍ଟରେ ଦୁଇ ନାବାଳକ…

ବୌଦ୍ଧ(ଆବୁବକ୍କର ସିଦ୍ଧିକି ଖାନ): ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଲମ୍ବସରୀ ଗ୍ରାମର ବରିଷ୍ଠ ଦେହୁରୀଙ୍କ ୭ ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀଙ୍କ ମୃତଦେହକୁ ଗତମାସ ୩୦ ତାରିଖ ସନ୍ଧ୍ୟାରେ ପିପଲପାଲି ଗ୍ରାମର ଏକ ପରିିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା l ପୁଅକୁ ହତ୍ୟା କରାଯାଇଥିବା ନେଇ…
Read More...

ବିଲ୍ ପାଇଁ ଠିକାଦାରଙ୍କୁ ମାରଣତ୍ମକ ଆକ୍ରମଣ କଲେ ଯନ୍ତ୍ରୀ, କୋଟଗଡ ଥାନାରେ ଅଭିଯୋଗ….

ବାଲିଗୁଡା(ସିବନ୍ତ ଦିଗାଲ ): ସ୍କୁଲ ଗୃହ ନିର୍ମାଣ ବିଲ୍ ପାଇଁ କହିବାରୁ ଠିକାଦାରଙ୍କୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ମାରଣାତ୍ମକ ଆକ୍ରମଣ କରି ଥିବା ଅଭିଯୋଗ ହୋଇଛି l କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସାର୍ତ୍ତୁଲ ଗ୍ରାମ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଦାୟିତ୍ୱରେ ଥିବା…
Read More...

ଭୁତକୋଠି ପାଲଟିଛି ୧୦୦ ଶଯ୍ୟା ବିଶିଷ୍ଟ ଏସସି ଏସଟି ଛାତ୍ରୀ ନିବାସ….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଇସିଡିଏସ୍ ସାମ୍ନାରେ ଆଜକୁ ୯ବର୍ଷ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଏସସି ଏସଟି ଛାତ୍ରୀ ନିବାସ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଭୁତକୋଠିରେ ପାଲଟିଛି । ଯାହା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ…
Read More...

ବାଇକ ଉପରକୁ ଛାଡ଼ିଗଲା ହାଇୱା, ବାଇକ ଚାଳକ ଗୁରୁତର…

ଭବାନୀପାଟଣା(ତୁଳମଣି ନାଗ): ଆଜି ସକାଳ ୭ଟା ସମୟରରେ ୨୬ ନମ୍ବର ଜାତୀୟ ରାଜପଥ କେସିଙ୍ଗା   ଅନ୍ତର୍ଗତ ଅମଠା ବେଲଗାଁ ରାସ୍ତା ଅମଠା ଛକରେ ବାଇକ୍ ଆରୋହୀଙ୍କ ଉପରେ ଓଡ଼ି ୦୩ଟି୧୯୭୩ ହାଇୱା ଟ୍ରକ ଚଡ଼ି ଯିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ…
Read More...

ସାହାଜେଟ ଗାଁ ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ମୃତ…..

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ଥାନା ଶାହାଜେଟ ଗାଁ ନିକଟରେ ବାଇକ ଏବଂ ଏକଛୋଟ ପିକ୍ଅପ ଗାଡି ମୁହାଁମୁହିଁ ଧକ୍କା ହେବା ପରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇ ଥ‌ିବା ଜଣାପଡିଛି l ମୃତକ ଦୁଇ ବାଇକ ଆରୋହୀ ହେଲେ ସାହାଜେଟ ଗାଁର ଟିକେରାମ ସାହୁ ଏବଂ ବଲାଙ୍ଗୀର ଜିଲ୍ଲା…
Read More...