Browsing Category

ଅପରାଧ

୧ କ୍ଵିଣ୍ଟାଲ ଗଞ୍ଜେଇ ଗଞ୍ଜେଇ ସହ ଏକ ପିକପ୍ ଭ୍ୟାନ ଜବତ, ୨ଗିରଫ…

ଦାରିଙ୍ଗବାଡି(ଆଶୋକ ସିଂ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୁଲିସ ୧ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଭ୍ୟାନ ଜବତ କରିଛି । ସେଥିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତି ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଜଗେରମାହା…
Read More...

ମାଣ୍ଡିପଙ୍କା ଜଙ୍ଗଲରୁ ୯୫ କିଲୋ ଗଞ୍ଜେଇ ଉଦ୍ଧାର କଲା ବ୍ରାହ୍ମଣୀଗାଁ ପୁଲିସ…

ବ୍ରାହ୍ମଣୀଗାଁ (ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଚଢ଼ାଉ କରି ୯୫ କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଛି । ସୂଚନା ଅନୁଯାୟୀ ଉକ୍ତ ଥାନା ଅଞ୍ଚଳର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଜଙ୍ଗଲରୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେବାକୁ ପ୍ରସ୍ତୁତ ଥିବା ନେଇ, କୌଣସି…
Read More...

ଘରେ ପସି କଳାକନା ବୁଲାଇଲେ ଦୁର୍ବୁତ୍ତ: ଚାରି ଭରି ସୁନା ଲୁଟ, ସନ୍ଧନୀ କୁକୁର ସାହାଯ୍ୟ ନେଲା ପୁଲିସ….

ବୌଦ୍ଧ(ଆବୁ ବକର ସିଦିକ ଖାନ): ଘରେ ପସି କଳାକନା ବୁଲାଇଲେ ଦୁର୍ବୁତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । ପୁରୁଣାକଟକ ଥାନାରେ ଅଭିଯୋଗ ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଚି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖଣ୍ଡହତା ଗ୍ରାମର…
Read More...

ଚୋରୀ ଅଭିଯୋଗରେ ଦୁଇ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଇଲାକାରେ ଗତ କିଛି ଦିନ ମଧ୍ୟରେ ହୋଇଥିବା ପୃଥକ ଚୋରୀ ଘଟଣାରେ ପୁଲିସ ଶୁକ୍ରବାର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ସେମାନଙ୍କ ନିକଟରୁ ଟଙ୍କା ସହ ମାରଣାସ୍ତ୍ର ଜବତ ହୋଇଛି। ଗିରଫ ଯୁବକମାନେ ଜାମପଲ୍ଲୀ,…
Read More...

ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ ଆୟୋଜିତ….

ଗୁଣପୁର(ସୁନିଲ୍ କୁମାର ସାବତ): ବିପର୍ଯ୍ୟୟ ସମୟରେ ନିଜକୁ କିପରି ରକ୍ଷା କରିବ ଓ ଅନ୍ୟକୁ ସାହାଯ୍ୟ କରିପାରିବ ଏହି ବିଷୟରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଗୁଣପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି । ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ସାହସର…
Read More...

ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ସେଫ ଜୋନ ହୋଇଛି ଗୁଣପୁର ସହର; ୭୬ କେଜି ଗଞ୍ଜେଇ ଜବତ, ୨ ଅଟକ…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ରେଳ ଷ୍ଟେସନ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏଥ‌ିରେ ସମ୍ପୃକ୍ତ ଥ‌ିବା ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖ୍ ପଚରାଉଚରା କରୁଛି । ପ୍ରାୟ ୭୬ କେଜି ଗଞ୍ଜେଇ ଜବତ ହୋଇଥ‌ିବା ବେଳେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ…
Read More...

ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ରୋଡ ରୋମିଓଙ୍କ ଉନ୍ନତ୍ତ କାଣ୍ଡ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସ ଟର୍ମିନାଲ ପରିସରରେ ରୋଡ ରୋମିଓଙ୍କ ଉତ୍ପାତ l କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ବାଇକ ଚଳାଇ ବିକଟାଳ ଶବ୍ଦ କରି ବସଷ୍ଟାଣ୍ଡ ପରିସରରେ ଘୁରି ବୁଲିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମଙ୍ଗଳବାର…
Read More...

ଠୋଙ୍ଗୋ ଗ୍ରାମ ବିଜୁ ଏକ୍ସପ୍ରେସ ୱେ ଠାରେ ବ୍ୟାପକ ମଦ ବିକ୍ରୀକୁ ନେଇ ତାତିଲେ ମହିଳା….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଜଡାମୁଣ୍ଡା ଗ୍ରାମପଞ୍ଚାୟତ ଠୋଙ୍ଗୋ ଗ୍ରାମ ସ୍ଥିତ ବିଜୁ ହାଇ ୱେରେ ଅବାଧ ମଦ ବିକ୍ରିକୁ ନେଇ ତାତିଲେ ମହିଳା l ଏହାକୁ ନେଇ ଜିଲ୍ଲାର ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ମହିଳାମାନେ ଆସି ଘେରାଉ କରିଥିଲେ । ମଦ କୋଠୀ ଖୋଲିବା ଦ୍ବାରା…
Read More...

ମହିଳା ଉଦ୍ୟାନ ଅଧିଦର୍ଶିକାଙ୍କୁ ନର୍ଲାକୁ ପୁଣି ଥରେ ବଦଳି କରି ଆଣିବା କାହା ସ୍ୱାର୍ଥରେ ??

ନର୍ଲା(ନୃପରାଜ ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ପୂର୍ବରୁ ପାଞ୍ଚ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଥିବା ମହିଳା ଉଦ୍ୟାନ ଅଧୀଦର୍ଶିକାଙ୍କ ପୁଣି ବଦଳି ହୋଇ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l ଉକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ସମୟରେ ଉଦ୍ୟାନ…
Read More...

ନୁଆପଡ଼ା ବିଧାୟକଙ୍କ ବିରୋଧରେ ଥାନାରେ ଏତଲା….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ପରିଷଦ ଜୋନ ୮ର ସଦସ୍ୟ ଭାନୁପ୍ରତାପ ସିଂ ମାଝୀ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ନୂଆପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ସୋମ‌ବାର ଅପରାହ୍ନରେ ଜିଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ଜିଲା ଆଦିବାସୀ କଲ୍ୟାଣ ସଂଘର…
Read More...