Browsing Category

ଅପରାଧ

ସାପ କାମୁଡା ନାବାଳିକାର ମୃତ୍ୟୁ….

ଭଞ୍ଜନଗର(ନିଲୁ ବିଷୋୟୀ): ଜଗନ୍ନାଥ ପ୍ରସାଦ ଥାନା ଅଧୀନ ନୂଆ ଗୋଛାବାଡି ଗ୍ରାମ ବଡ଼ସାହିର ଦେବରାଜ ପ୍ରଧାନଙ୍କ ସାନ ଝିଅ ପିଙ୍କି ପ୍ରଧାନ(୧୭)ଙ୍କୁ ସାପ କାମୁଡାରେ ମୃତ୍ୟୁ ଘଟିଛି । ପିଙ୍କିକୁ ଗତକାଲି ମଧ୍ୟରାତ୍ରରେ ବିଷଧର ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ…
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ….

ଭଞ୍ଜନଗର(ନିଲୁ ବିଷୋୟୀ) :ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ବିଡ଼ିଓ ବିଡ଼ିଓ ମନ୍ମଥ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି…
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ଅକ୍ଟୋବର 21 ତାରିଖ ସୋମବାର ସଦର ଥାନା ଅନ୍ତର୍ଗତ କନକ ଯୋର ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା ନେଇ ସଦର ପୁଲିସକୁ ସକାଳ ପ୍ରାୟ ୮ ଟା ସମୟରେ ସୂଚନା ମିଳିଥିଲା । ସୂଚନା ପାଇବା ପରେ ସଦର ଥାନା ଅଧିକାରୀ ସୁସ୍ମିତା ଦେବତା ଓ ତାଙ୍କ ଟିମ୍…
Read More...

ପ୍ରଶାସନିକ ଅବହେଳା ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା: ମରଣଜନ୍ତା ପାଲଟିଛି ବିଜୁ ଏକ୍ସପ୍ରେସ ୱେ, ବାଇକ…

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ଯୁଗେନପଦର ନିକଟ ଉଦନ୍ତି ବ୍ରିଜ୍ ଠାରେ  ଏକ ସଡକ ଦୁର୍ଘଟଣା ହୋଇଥିବା ବେଳେ ଜଣେ ବାଇକ ଆରୋହୀ ଯୁବକଙ୍କ ମୃତ ଘଟିଥିବା ଜଣାପଡ଼ିଛି । ମୃତ ବ୍ଯକ୍ତି ଜଣକ ସିନାପାଲି ଥାନା ମଖାପଦର ଗ୍ରାମର ନବିନ ମାଝି(୪୨) ବୋଲି ଜଣାପଡିଛି । ପ୍ରାପ୍ତ…
Read More...

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ଜାଳି ହତ୍ୟା ଉଦ୍ୟମ ଘଟଣା, ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ପୋର୍ଟିପଡା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମର ଖାମ ସିଂ ମାଝି (୬୫) ନାମକ ବ୍ୟକ୍ତିଙ୍କୁ ଶରୀରରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୧୪ ଜଣ ଅଭିଯୁକ୍ତଙ୍କୁ ସିନାପାଲି…
Read More...

ଜିଲ୍ଳା ପୁଲିସ କାର୍ଯ୍ୟାଳୟ ଠାରେ ନୁତନ ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ବାଗତ କଲା ଜିଲ୍ଲା ୱେବ୍ ମିଡିଆ ସଂଘ…

ବୌଦ୍ଧ(ଅବବୁ ବକ୍କର ସିଦ୍ଦିକଇ ଖାନ): ଶନିବାର ଦିନ 11.30 ମିନିଟ ସମୟରେ ବୌଦ୍ଧ ଜିଲ୍ଲା ୱେବ୍ ମିଡିଆ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାର ନୁତନ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଜିଲ୍ଲା ୱେବ୍ ମିଡିଆ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ…
Read More...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ପଞ୍ଚାୟତ ଏସ୍ ବାରାଙ୍ଗସିଂ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣର ମୃତ୍ୟୁ ଘଟି ଥିବା ଖବର ଆସିଛି । ମୃତକ ହେଲେ ମୁନିସିଂ ଗ୍ରାମର ପଦ୍ମ ନାଇକାଙ୍କ ପୁଅ ଅବିୟ ନାଇକା (୩୪ ବର୍ଷ) । ଘରେ ତାଙ୍କର ପତ୍ନୀ ଓ…
Read More...

ତିନି ମାସ ଧରି ପ୍ରସୂତି ମା ଓ କିଶୋରୀ ବାଳିକା ଛତୁଆ ଏବଂ ଲଡୁ ପାଇନ ଥିବା ଅଭିଯୋଗ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ସରକାର ପୋଷଣ କାର୍ଯ୍ୟକ୍ରମ ହାତକୁ ନେଇ ଅଙ୍ଗନୱାଡ଼ି ମାଧ୍ୟମରେ ଶିଶୁ, କିଶୋରି ବାଳିକା ଓ ପ୍ରସୂତିମାନଙ୍କ ଶାରିରୀକ ଓ ମାନସିକର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବ୍ଯୟ ମଞ୍ଜୁର କରୁଛନ୍ତି l କିନ୍ତୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି…
Read More...

ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ମୃତ୍ୟୁ….

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛିଲିପାମାଲରୁ ଡ଼ହଗାଁ ରାସ୍ତା ମଝିରେ ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ଏକ ବାଇକ ଧକ୍କା ଦେବାରୁ ଚାଷଜମିକୁ ଯାଉଥିବା ଛିଲିପାମାଲ ଗ୍ରାମର ଜଣେ ଚାଷୀ ବିଳାମ୍ବର ନାଗ (୫୫) ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ପରେ ତାଙ୍କୁ…
Read More...

ଚାଷଜମିରେ ପାଣି ମଡାଉଥିବା ବେଳେ ମହୁମାଛି ଆକ୍ରମଣ, ଜଣେ ଚାଷୀ ଗୁରୁବାର ୨ ଆହତ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକରେ ଅନାବୃଷ୍ଟି କାରଣରୁ ଧାନଚାଷ ଏବେ ପାଣି ଅଭାବରୁ ମରିବାକୁ ବସିଛି l ଏହି ବ୍ଲକର ଅନେକ ଅଞ୍ଚଳରେ ଚାଷୀମାନେ ଚାଷ ଜମିକୁ ଲାଗି ରହିଥିବା ବିଭିନ୍ନ ଜଳଉତ୍ସରୁ କଷ୍ଟ ଉପାର୍ଜନ ଫସଲକୁ ଅମଳକ୍ଷମ କରିବା ପାଇଁ ପାଣି ପମ୍ପ ଲଗାଇ ଚାଷଜମି କୁ ଜଳସେଚନ…
Read More...