Browsing Category
ଅପରାଧ
ଚଳନା ଠାରୁ ବିଜୁ ଏକ୍ସପ୍ରେସ ରାସ୍ତାର ଶୋଚନୀୟ ଅବସ୍ଥା..
ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ଥିତ ଚଳନା ବସ୍ତି ଠାରୁ ବିଜୁଏକ୍ସପ୍ରେସ୍ ରାସ୍ତା ସମ୍ମୁଖରେ ବଡ଼ ଖାଲ ହୋଇ ମରଣଯନ୍ତା ସଦୃଶ୍ୟ ହୋଇଛି l ଏଥିରେ ଅନେକ ଜନସାଧାରଣ ହଇରାଣ ହରକତ ହେଉଛନ୍ତି | ଅନେକ ଥର ଏସଡିଓଙ୍କୁ ଅଭିଯୋଗ କରିବା…
Read More...
Read More...
ବାରୁଦ ସହ ବାଣ ଜବତ, ଜଣେ ଗିରଫ….
ଭଞ୍ଜନଗର(ନିଲୁ ବିଷୋୟୀ): ଦୀପାବଳିକୁ ଆଖିରେ ରଖି ବିଭିନ୍ନ ସ୍ଥାନରେ ଏବେ ବେଆଇନ ବାଣ ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥଳେ ବୁଧବାର ସନ୍ଧ୍ୟା ସମୟରେ ଭଞ୍ଜନଗର ପୁଲିସ କୌଣସି ସୁତ୍ରରୁ ଖବର ପାଇ ନିକଟସ୍ଥ ତୁଳସିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୩୦ କେଜି ବାରୁଦ ସହ ବିଭିନ୍ନ…
Read More...
Read More...
ବାତ୍ୟା ଦାନାକୁ ନେଇ ମୋହନା ବିଡ଼ିଓଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ । ଏଠାରେ ଯେବେ ବି ପୂର୍ବରୁ କୌଣସି ପାକୃତିକ ବିପର୍ଯୟ ଆସେ ତାହାର ପ୍ରଭାବ ଏହି ଅଞ୍ଚଳରେ ଅନୁଭୂତ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ପାଣି ପାଗ ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ…
Read More...
Read More...
୫ ଜୁଆଡି କୋର୍ଟ ଚାଲାଣ….
ନାଚୁଣୀ(ସଂଗ୍ରାମ ରଣା): କୈ।ଣସି ସୂତ୍ରରୁ ଖବର ପାଇ ଚିଲିକା ବ୍ଲକର ଵଉଳାବନ୍ଧରେ ଚଢଉ କରି ଜୁଆ ଖେଳରେ ଲିପ୍ତ ୫ ଜୁଆଡିଙ୍କୁ ନାଚୁଣୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସ°ଜୟ ବେହେରା, ପ୍ରଦୀପ ନାୟକ, ପୂର୍ଣ୍ଣ ବେହେରା, ସୁକ ବେହେରା, ବୀର ବେହେରା । ସେମାନଙ୍କ…
Read More...
Read More...
5 ବର୍ଷ ବିତିଲା ସମ୍ପୁର୍ଣ୍ଣ ହେଲାନି ପୋଲ….
ରାଇରଙ୍ଗପୁର(ଉତ୍ତମ ରାମ): ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ମୁଣ୍ଡରେ ଦୀର୍ଘ 5 ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ । ବିନା ଫଳକରେ କାମ ଚାଲିଛି । ମାସରେ ୫/୬ଦିନ କାମ କରନ୍ତି ।…
Read More...
Read More...
ପାଣି ସମସ୍ୟାର ସମାଧାନ ପାଇଁ ରାସ୍ତା ରୋକ କଲେ ମହିଳା…
ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ପରିସଲ ପଞ୍ଚାୟତ ପରିସଲ ଗାଁରେ ପାଣି ସମସ୍ୟାକୁ ନେଇ ତାତିଲେ ମହିଳା । ପରିସଲ ଗାଁର ସମସ୍ତ ମହିଳା ସକାଳୁ ସକାଳୁ ନିଜନିଜର ହାଣ୍ଡି ମାଠିଆ ରାସ୍ତାରେ ରଖି ନିଆଁଜାଳି ମୂଖ୍ୟରାସ୍ତା ରୋକି ପ୍ରତିବାଦ କରିଥିଲେ । ସେଥି ପାଇଁ ପରିସଲ…
Read More...
Read More...
ଜେସିବି ସହ ପିଟିହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର…
ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଠାରେ ବିପରୀତ ଦିଗରୁ ଆସୁଥିବା ଜେସିବି ସହ ବାଇକଟି ପିଟି ହୋଇ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୂତ୍ୟୁ ଘଟିଛି । ସୂଚନା ଅନୁସାରେ, ଗତକାଲି ସଂଧ୍ୟା ବେଳେ କଇଁପୁର ପଞ୍ଚାୟତ ଅନ୍ତର୍ଗତ…
Read More...
Read More...
ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତ୍ତିଙ୍କ ମୃତ…..
କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ ): ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ l ମୃତ ଦମ୍ପତି ହେଲେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ରଗଡାସାହିର ଦୁର୍ଯୋଧନ ମହାନ୍ତ ଓ ଭାରତୀ ମହାନ୍ତ l ସୂଚନା ଅନୁସାରେ ଦୁର୍ଯୋଧନ ଦୀର୍ଘ ବର୍ଷ ଧରି ଛତିଶଗଡ଼ ରାଜ୍ୟର କୋରବା…
Read More...
Read More...
ଅସ୍ଥାୟୀ ଆଇସିକ୍ରିମ ବ୍ୟବସାୟୀମାନଙ୍କ ଉପରେ ପୁଲିସ ଓ ମୁନିସିପାଲିଟି କର୍ମଚାରୀଙ୍କ ଅତ୍ୟାଚାର ଅଭିଯୋଗ…
ପୁରୀ(ମାନସ କୁମାର ଦାସ): ବଡଦାଣ୍ଡରେ ଅସ୍ଥାୟୀ ଠେଲାଗାଡି ଆଇସିକ୍ରିମ ବ୍ୟବସାୟୀ ଖରାରେ ଛିଡ଼ାହୋଇ ପ୍ରତିଦିନ ଆଇସିକ୍ରିମ ବେପାର କରନ୍ତି l ଏଥିରେ ସେମାନେ ସେମାନଙ୍କର ଭରଣ ପୋଷଣ କରିଥାନ୍ତି l ସେମାନେ ପ୍ରାୟ କୋଡିଏ ବର୍ଷ ହେବ ଗାଡି ଧରି ଆଇସିକ୍ରିମ ବିକ୍ରି କରିଆସୁଛନ୍ତି l କିନ୍ତୁ ଦୁଃଖର…
Read More...
Read More...
ଦଶହରା ତୋରଣରେ ପିଟିହେଲା ବାଇକ, ଯୁବକ ଗୁରୁତର….
କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଆଜିକୁ ସପ୍ତାହରୁ ଉର୍ଦ୍ଧ ହେବ ଦଶହରା ସରି ଯାଇଥିବା ବେଳେ କାମାକ୍ଷାନଗର ସହରରେ ବିଭିନ୍ନ ବଜାର କମିଟି ତରଫରୁ ନିର୍ମାଣ କରାଯାଇଥିବା ବାଉଁଶ ତୋରଣ ଗୁଡିକ ଆଜି ପର୍ଯ୍ୟନ୍ତ ଖୋଲାଯାଇନାହିଁ l ଫଳରେ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧା ସମ୍ମୁଖୀନ…
Read More...
Read More...