ନାଚୁଣୀ(ସଂଗ୍ରାମ ରଣା): କୈ।ଣସି ସୂତ୍ରରୁ ଖବର ପାଇ ଚିଲିକା ବ୍ଲକର ଵଉଳାବନ୍ଧରେ ଚଢଉ କରି ଜୁଆ ଖେଳରେ ଲିପ୍ତ ୫ ଜୁଆଡିଙ୍କୁ ନାଚୁଣୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସ°ଜୟ ବେହେରା, ପ୍ରଦୀପ ନାୟକ, ପୂର୍ଣ୍ଣ ବେହେରା, ସୁକ ବେହେରା, ବୀର ବେହେରା । ସେମାନଙ୍କ ପାଖରୁ ୨ ପାକେଟ ତାସ ସହିତ ନଗଦ ୫ ହଜାର ୪୫୦ ଟଙ୍କା ଜବତ କରି ନାଚୁଣୀ ପୁଲିସ କେଶ ନଂ ୩୪୯/୨୨.୧୦.୨୪ ଋଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।