Browsing Category

ଅପରାଧ

କ.ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ଜିଓ ଟାୱାର ଗୁଡ଼ିକ କାର୍ଯ୍ୟକ୍ଷମ କେବେ ହେବ ? ଯଥାଶୀଘ୍ର…

ବାଲିଗୁଡ଼ା(ସୋଲମନ ବିନ୍ଧାଣି): ଦୀର୍ଘ ଏକ ବର୍ଷ ହେଲା କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଠିଆ ହୋଇଛି ଜିଓ ଟାଓ୍ଵାର । କେବେ ହେବ ଏହାର କାର୍ଯ୍ୟକ୍ଷମ ? ଡିଜିଟାଲ ଯୁଗରେ ନେଟୱାର୍କର କରୁଣ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ । ଏପରିକି କେତେକ ସ୍ଥାନରେ…
Read More...

ଦାରିଙ୍ଗବାଡିରେ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ, ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତଥା ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ ଥିବାରୁ ଜଣେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡି ଚାରି ଛକ ଠାରୁ…
Read More...

ସିର୍କୀ ଘାଇ ନିକଟରେ ଅଟୋ ଦୁର୍ଘଟଣା: ଜଣେ ଯୁବକ ଗୁରୁତର, ବ୍ରହ୍ମପୁର ଏମ୍.କେ.ସି.ଜି.କୁ ସ୍ଥାନାନ୍ତରିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ଗ୍ରାମ୍ପଞ୍ଚାୟତର ସିର୍କୀ ଘାଇ ନିକଟରେ ଗୁରବାର ଏକ ଅଟୋ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ସାଇ ସୁମନ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଘୁ. ଉଦୟଗିରି ଗୋଷ୍ଠୀ…
Read More...

ଶାଗୁଆନ କାଠ ଚୋରାଚାଲାଣ ବେଳେ ମାଡିବସିଲା ବନ ବିଭାଗ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ବେଆଇନ ଶାଗୁଆନ କାଠ ଚୋରାଚାଲାଣ ବିରୋଧରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ବିଭାଗକୁ ମିଳିଛି ବଡ ସଫଳତା । ବିଳମ୍ବିତ ରାତିରେ ଚଢ଼ାଉ କରି ବନ ବିଭାଗ ଏକ ଟ୍ରାକ୍ଟର, ଏକ ହୋଣ୍ଡା ମୋଟରସାଇକେଲ ସହ ବେଆଇନ ଭାବେ ନେଇଯାଉଥିବା ଶାଗୁଆନ କାଠ ଜବତ କରିବା ସହ…
Read More...

ହ୍ୟାପି ଚାଇଲଡ୍ ହୋମ୍‌କୁ ସିଲ୍ କଲା ଗଜପତି ଜିଲ୍ଲା ପ୍ରଶାସନ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଳକ୍ ରଙ୍ଗମାଟିଆ ଗ୍ରାମରେ କିଛି ଦିନ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ହାପି ଚାଇଲ୍ଡ ହୋମ୍ ନାମକ ଏକ ଘରୋଇ ଛାତ୍ରାବାସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଲ୍ କରି ଦିଆଯାଇଛି । ସେଠାରୁ 79…
Read More...

ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ: ୨ ଗିରଫ ୫ ଯାନ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ଆଡକି ଜଙ୍ଗଲରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଆକସ୍ମିକ ଚଢ଼ାଉରେ ପୁଲିସକୁ ଏକ ବଡ଼ ସଫଳତା ମିଳିଥିବା…
Read More...

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ……

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଳା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ୧୧ନଂ ଜୋନ ବ୍ରାହ୍ମଣୀ ଠାରେ  ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଭାପତି ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ସ୍ଥାନୀୟ ସିପିଏସଡବ୍ଲୁ ପରିସରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପୂର୍ବତନ ଉପ…
Read More...

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ୍ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି କରାଯାଇଛି । ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁଙ୍କ ନିର୍ଦ୍ଧେଶରେ ଏ ଏସ ଆଇ ରାଜେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସୁରକ୍ଷା କର୍ମୀ ସାମିଲ ହୋଇ ସ୍ଥାନୀୟ ସେଣ୍ଟ ଯୋହନ…
Read More...

ଲଗାଣ ବର୍ଷାରେ ଧୋଇଗଲା ଗୁମାଡି ନଦୀର ଅସ୍ଥାୟୀ ପୋଲ, ତିଲୋରି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କିଛିଦିନ ଧରି ଲଗାଣ ବର୍ଷା ଜାରି ରହି ଥିବା ବେଳେ ବ୍ଲକର ତିଲୋରୀ ପଞ୍ଚାୟତକୁ ସଂଯୋଗ କରୁଥିବା ଗୁମାଡ଼ି ନଦୀର ଜଳସ୍ତର  ବୃଦ୍ଧି ପାଇବା ଫଳରେ ନଦୀ ଉପରେ ନିର୍ମିତ ଡାଇଭର୍ସନ ରାସ୍ତାରେ ନିର୍ମାଣ କରାଯାଇ ଥିବା…
Read More...

କୋଟଗଡରେ ଫେଲ୍ ମାରିଛି ବିଏସଏନଏଲ ମୋବାଇଲ ସେବା: କଟୁଛି ବେସୀ ରହୁଛି ଅଳ୍ପ, ଜିଲ୍ଲାପାଳଙ୍କ ହସ୍ତ ଖେପ ପାଇଁ…

କୋଟଗଡ(ଦିପେନ୍ଦ୍ର ନାୟକ): କଟୁଛି ବେସୀ ରହୁଛି ଅଳ୍ପ l କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ କୋଟଗଡ ବ୍ଲକ ଠାରେ ସ୍ଥାପିତ ବିଏସଏନଏଲ ନେଟୱାର୍କର ଅବସ୍ଥା l ତୁ ବି ମୁ..... ଓ... ମୁଁ ବି ମୁ.... ଅବସ୍ଥାରେ କୋଟଗଡରେ ସ୍ଥାପିତ ବିଏସଏନଏଲ ଓ ଜିଓ ନେଟୱାର୍କ l ଜନସାଧାରଣଙ୍କ ଗୁହାରୀ ସୁଣିବାକୁ…
Read More...