Browsing Category

ଅପରାଧ

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସାଇବର ଠକେଇ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ସାଇବର ଠକେଇ ସଚେତନା କାର୍ଯ୍ୟକ୍ରମ ବୁଧବାର ଦିନ ସ୍ଥାନୀୟ ଋଷିମାଳ ମହାବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ବାଲିଗୁଡ଼ା ଏସଡିପିଓ କମଳ କାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
Read More...

ଆଶା କର୍ମୀଙ୍କ କାର୍ଯ୍ୟକଳାପରେ ହନ୍ତସନ୍ତ ଗ୍ରାମବାସୀ, ନୂତନ କର୍ମୀଙ୍କୁ ନିଯୁକ୍ତି ପାଇଁ ଦାବୀ….

ଦାରିଙ୍ଗବାଡି : (ଆଶୋକ ସିଂ): ପ୍ରଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀମାନଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି l ବିଶେଷ କରି ଗର୍ଭ ସଂଚାରଣ ଠାରୁ ପ୍ରସବ କରିବା ପର୍ୟ୍ୟନ୍ତ ଆଶା କର୍ମୀମାନେ ମହିଳାମାନଙ୍କୁ ମେଡିକାଲ୍ ନେବା, ଟୀକା କରଣ କରିବା, ପଞ୍ଜିକରଣ କରିବା, ବିଭିନ୍ନ…
Read More...

ମାନଝରି ଓ ଗୋଲାମୁଣ୍ଡା ପମ୍ପ ହାଉସରୁ ତାରଚୋରି, ଉଭୟ ଗ୍ରାମର ୧୦ଟି ୱାର୍ଡରେ ପିଇବା ପାଣି ଯୋଗାଣ ଠପ୍….

ଗୋଲାମୁଣ୍ଡା (ଅଶ୍ୱିନୀ ମଲ୍ଲିକ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ସ୍ଥିତ ଉଦନ୍ତୀ ନଦୀ କୂଳରେ ଥିବା ଉଭୟ ମାନଝରି ଓ ଗୋଲାମୁଣ୍ଡା ପମ୍ପ ହାଉସରୁ ମୋଟର କେବୁଲ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଯାହା ଫଳରେ ଉଭୟ ଗ୍ରାମର ୧୦ ଟି ୱାର୍ଡରେ ଜନସାଧାରଣ ପିଇବା ପାଣି ପାଇଁ…
Read More...

ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ…

ଦାରିଙ୍ଗବାଡି( ଆଶୋକ ସିଂ): ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି ଯୋଗୁଁ ଘଟୁଛି ଅନେକ ଅଘଟଣ ବାରମ୍ଵାର ବିଭାଗୀୟ କର୍ମଚାରୀମାନଙ୍କୁ ବିଦ୍ୟୁତ ତାର ସଜାଡିବାକୁ କୁହାଯାଇ ଥିଲେ ସୁଦ୍ଧା କର୍ମଚାରୀମାନେ ତାହାକୁ ଗୁରୁତ୍ଵ ଦେବା ପରିବର୍ତ୍ତେ  ମନମାନି କରି କିଛି ହାତଗୁଞ୍ଜା ମାଗୁ ଥିବା ଅଭିଯୋଗ…
Read More...

ଖୁଡ଼ିକୁ ତନ୍ଟି କାଟି ହତ୍ୟା କଲା ପୁତୁରା….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ଆଜି ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ ବଳରାମ ସାହୁ ନିଜ ବିଧବା ଖୁଡି ସସ୍ମିତା ସାହୁ (32)କୁ ନିର୍ମମ ଭାବେ ଛୁରୀ ଭୂଷି ହତ୍ୟା କରିବା ପରେ…
Read More...

ଲୋକଙ୍କ ହାବୁଡରେ ଦୁଇ ସାଇକେଲ ଚୋର…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ସାଇକେଲ ଚୋରି କରୁଥିବା ଦୁଇ ଚୋରଙ୍କୁ ଲୋକେ ଧରି ଟାଉନ ପୁଲିସକୁ ଦେଲେ । ଆଜି ନଭେମ୍ବର 8 ତାରିଖ ଦିନ ପ୍ରାୟ 1: 45 ମିନିଟ ସମୟରେ ଏହି ଚୋରମାନେ ଦୁଇଟି ସାଇକେଲ ଚୋରି କରି ନେଉ ଥିବା ବେଳେ ଲୋକଙ୍କ…
Read More...

ଲୁହୁରା ଢ଼ିପା କ୍ଳବ୍ ନିକଟରେ ଅଜଣା ବ୍ୟକ୍ତିଙ୍କ ଶବ ଠାବ, ପୁଲିସର ତଦନ୍ତ ଆରମ୍ଭ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 7 ତାରିଖ ଗୁରୁବାର ସକାଳ 7ଟା ସମୟରେ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଲୁହୁରାଢିପାରୁ ଏକ ଶବ ମିଳିଥିଲା । ସକାଳେ ସ୍ଥାନୀୟ ଲୋକଙ୍କ ନଜରକୁ ଏହି ଘଟଣା ଆସିଥିଲା l ପରେ ସ୍ଥାନୀୟ ଲୋକେ ଟାଉନ ପୁଲିସକୁ ଖବର…
Read More...

ସୁନ୍ଦରଗଡ ଶଙ୍କରା ବାଇପାସ ପାରିଜାତ ପାର୍କ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 7 ତାରିଖ ଗୁରୁବାର ସକାଳ ପ୍ରାୟ 9:15 ମିନିଟ ପାଖା ପାଖି ସମୟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ହୋଟେଲ୍ ଆମ୍ବିଆନ୍ସ ସମ୍ମୁଖ ଗୋଲେଇ ଛକ ପାରିଜାତ ପାର୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରଲର OD…
Read More...

ତିନି ଦିନ ମଧ୍ୟରେ ନେଟୱର୍କ ଚାଲୁହେବ: ପ୍ରତିଶୃତି ଦେଲେ ପ୍ରଶାସନ, ୮ଘଣ୍ଟା ପରେ ହଟିଲା ରାସ୍ତା ରୋକ….

ଦାରିଙ୍ଗବାଡି(ଆଶୋକ ସିଂ): ନେଟୱର୍କ ପାଇଁ ରାସ୍ତା ରୋକ ଭଳି ପରିସ୍ଥିତି ଉପୁଜି ଥିଲା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ର ସିକରମାହା ଗ୍ରାମରେ । ସିକରମାହା ସମେତ ଆଖପାଖ ଗ୍ରାମ ବାସୀ ଏକତ୍ରିତ ହୋଇ ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା…
Read More...

ତିନିକୋଟି ଟଙ୍କାର ପୋଲ ସହ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟରେ ଅନିୟମିତତା । ବିଭାଗିୟ ଅସାଧୁ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ କର୍ମଚାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରୀକା ଯୋଗୁଁ ନିର୍ମାଣ କାର୍ଯ୍ୟର ମାନ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ । ସୁନ୍ଦରଗଡ ସଦର…
Read More...