ବିଷୋୟୀ ସାହି ନିକଟରେରେ ବୁଲୁଛି ଅହିରାଜ୍….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ରେ ବୁଲୁଛି ଅହିରାଜ l ଗତ କାଲି ବିଶୋୟୀ ସାହି ଯୁବକମାନେ ସାହି ନିକଟରେ ଥିବା ବନ୍ଧକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଏକ ବିରାଟ ବଡ଼ ସାପ ଦେଖି ଭୟଭୀତହୋଇ ନିଜ ସାହିର ଳୋକଙ୍କୁ ଡାକିଥିଲେ । ଲୋକେ ସେଠାକୁ ଯାଇ ଦେଖିବା ବେଳେ ସେଠାରେ ବହୁତ ବଡ଼ ଅହିରାଜ ରହିଥିବା ଦେଖି ଭୟଭୀତ ହୋଇଥିଲେ । ଉକ୍ତ ବିଷୟ ଶୁଣିବା ପରେ ଏହାକୁ ଦେଖିବା ପାଇଁ ରାୟଗଡ଼ ଗ୍ରାମରଲୋକଙ୍କ ଭିଡ ଜମିଥିଲା ବର୍ତ୍ତମାନ ସାପଟି ଉକ୍ତ ସ୍ଥାନର ଆଖପାଖରେ ବୁଲୁଥିବା ଯୋଗୁ ଲୋକେ ଭୟଭିତରେ ଅଛନ୍ତି l