Browsing Category

ଅପରାଧ

ସ୍କୁଲ ସମ୍ମୁଖରେ ଧାରଣାରେ ଗୁରୁମା….

ବୌଦ୍ଧ(ଆବବୁ ବକ୍କର ସିଦ୍ଧିକ ଖାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ  ଜଣେ ଗୁରୁମା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ମନମୁଖି କାର୍ଯ୍ୟକଳାପ ପ୍ରତିବାଦରେ ଆଜକୁ ସାତ ଦିନ ହେବ ଶିଶୁ ମନ୍ଦିର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ…
Read More...

ଶୁଣ୍ଢି ପଦର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସରପଞ୍ଚଙ୍କ ବଦନାମ୍ କରିବା ପାଇଁ ଉଦ୍ୟମ ଅଭିଯୋଗ….

ବୌଦ୍ଧ(ଆବବୁ ବକ୍କର ସିଦ୍ଧିକ ଖାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢି ପଦର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଜିଲ୍ଲାପାଳଙ୍କ ସମ୍ମୁଖରେ ମିଛ ଅଭିଯୋଗ କରି ବଦଳି ଦାବି କରିବା ସହ ସରପଞ୍ଚ ତାଙ୍କୁ ବଦନାମ୍ କରୁଥିବା ବେଳେ ମିଛ ବିଲ୍ କରିବାକୁ ବାଧ୍ୟ କରୁଥିବା ଓ ପଞ୍ଚାୟତ ଭିତରେ…
Read More...

ମହିଳା ଶୟଂ ସହାୟକ ଗୋଷ୍ଠୀ ଦ୍ବାରା ବେଆଇନ ମଦ ନିକ୍ରିକୁ ବିରୋଧ….

ବାଲିଗୁଡା(ସିବନ୍ତଦିଗାଲ ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ଆଡିମାହା ଗ୍ରାମ ପଞ୍ଚାୟତର ପାଟାମାସ୍କା ଓ ସାକୁସବାଲି ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରିକୁ ତିବ୍ରୋ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା l ଯାହାକୁ ନେଇ ଆଜି ବାଲିଗୁଡା ଥାନାରେ ଆଶ୍ରୟ ନେଇଛନ୍ତି ପାଞ୍ଚ ଖଣ୍ଡ ଗ୍ରାମର ମହିଳା…
Read More...

ଗୁମ୍ମା ବ୍ଲକରେ ପୁଣି ଏକ ଦାଦନ ଶ୍ରମିକର ମୃତ୍ୟୁ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଏକ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି l ସୂଚନା ଅନୁଯାଇ ଗାଇବା ଗ୍ରାମର ପ୍ରତିନିଧି ବେବାର୍ତ୍ତା ବୟସ 53 ଦୀର୍ଘ କିଛି ବର୍ଷ ହେଲା ନିଜ ପରିବାରକୁ ନେଇ ତାମିଲନାଡୁ  ରାଜ୍ୟ …
Read More...

ବୋଲେରୋ ସହ ଗଞ୍ଜେଇ ଜବତ, ୪ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଏକ ବୋଲେରୋ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର-ଫୁଲବାଣୀ ରାସ୍ତା ଦଣ୍ଡାସି ବଞ୍ଜର ନିକଟରେ ଚଢ଼ାଉ କରି ୩୦ କେଜି ଗଞ୍ଜେଇ ସହ ଏକ ବୋଲେରୋକୁ ଭଞ୍ଜନଗର ଅବକାରୀ ଜବତ କରିଛି । ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ…
Read More...

ସୁରକ୍ଷା କର୍ମିଙ୍କ ଗୁଳି ମାଡ଼ରେ ଜଣେ ପୁରୁଷ ମାଓବାଦୀ ନିହତ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଶେଷେରଙ୍ଗା ନିକଟରେ ସିଆରପିଏଫ ଯବାନମାନେ କମିଙ୍ଗ ଅପରେସନ ବେଳେ ଜଣେ ପୁରୁଷ ମାଓବାଦୀ ଟୋଳି ପଡ଼ିଥିବା ସୂଚନା ମିଳିଛି ।ଏହା ସହ ମାଓ ସାମଗ୍ରୀ ମଧ୍ୟ୍ୟ ଠାବ କରାଯାଇଥିବା ଜଣାପଡିଛି । ସିଆରପିଏଫ…
Read More...

ବାତ୍ୟା ପୂର୍ବରୁ ସଜାଗ ଭଞ୍ଜନଗର ପ୍ରଶାସନ: ୧୮୩୫ ଜଣ ସ୍ଥାନାନ୍ତର, ୩୦୦ ପ୍ରସୂତି ମହିଳା ମେଡ଼ିକାଲରେ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ବାତ୍ୟା ଦାନାର ତିବ୍ରତା ଓ ପ୍ରଭାବ କେତେ ରହିବ ତାହା ଆକଳନ ହୋଇ ପାରିନଥିଲେ ମଧ୍ୟ ଏହାର ସଫଳ ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ବର ଜାରି…
Read More...

ଚଳନା ଠାରୁ ବିଜୁ ଏକ୍ସପ୍ରେସ ରାସ୍ତାର ଶୋଚନୀୟ ଅବସ୍ଥା..

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ଥିତ ଚଳନା ବସ୍ତି ଠାରୁ ବିଜୁଏକ୍ସପ୍ରେସ୍ ରାସ୍ତା ସମ୍ମୁଖରେ ବଡ଼ ଖାଲ ହୋଇ ମରଣଯନ୍ତା ସଦୃଶ୍ୟ ହୋଇଛି l ଏଥିରେ ଅନେକ ଜନସାଧାରଣ ହଇରାଣ ହରକତ ହେଉଛନ୍ତି | ଅନେକ ଥର ଏସଡିଓଙ୍କୁ ଅଭିଯୋଗ କରିବା…
Read More...

ବାରୁଦ ସହ ବାଣ ଜବତ, ଜଣେ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ଦୀପାବଳିକୁ ଆଖିରେ ରଖି ବିଭିନ୍ନ ସ୍ଥାନରେ ଏବେ ବେଆଇନ ବାଣ ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥଳେ ବୁଧବାର ସନ୍ଧ୍ୟା ସମୟରେ ଭଞ୍ଜନଗର ପୁଲିସ କୌଣସି ସୁତ୍ରରୁ ଖବର ପାଇ ନିକଟସ୍ଥ ତୁଳସିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୩୦ କେଜି ବାରୁଦ ସହ ବିଭିନ୍ନ…
Read More...

ବାତ୍ୟା ଦାନାକୁ ନେଇ ମୋହନା ବିଡ଼ିଓଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ…..

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ । ଏଠାରେ ଯେବେ ବି ପୂର୍ବରୁ କୌଣସି ପାକୃତିକ ବିପର୍ଯୟ ଆସେ ତାହାର ପ୍ରଭାବ ଏହି ଅଞ୍ଚଳରେ ଅନୁଭୂତ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ପାଣି ପାଗ ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ…
Read More...