Browsing Category
ଅପରାଧ
ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ…
ବ୍ରାହ୍ମଣୀଗାଁ(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ପ୍ରଦାନର ଶୁଭାରମ୍ଭ ହୋଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆତ୍ମ ସୁରକ୍ଷା…
Read More...
Read More...
ବାଲିଗୁଡାରେ ଅଘଟ, ମଦ୍ୟପ ପୁଅକୁ ହାତ୍ୟକଲା ବାପା…
ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗ୍ରାମରେ ଏକ ଅଭନୀୟ ଘଟଣା ଦେଖିବାକୁ ମିଳିଛି । ବାପା ନିଜ ପୁଅକୁ ଏକ ଧାରୁଆ ଛୁରୀରେ ହତ୍ୟା କରିଛନ୍ତି । ଏହି ଘଟଣା ରାତି 4.30 ସମୟରେ ଘଟିଥିବା ସୂଚନା ମିଳିଛି l ମୃତଙ୍କ ନାମ…
Read More...
Read More...
ଗଛକୁ ଧକା ଦେଲା ବାଇକ, ଚାଳକର ମୃତ୍ୟୁ..
ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତ ସ୍ଥିତ ଟୋଲ ଗେଟ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା l ଘଟଣାରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ଗ୍ରାମପଞ୍ଚାୟତର ଇର୍ପିଗୁଡା ଗ୍ରାମର ଦୀପକ ମଲିକ…
Read More...
Read More...
ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା; ପୁଅ, ଭାଉଜ ଓ ସାଙ୍ଗ ଗିରଫ…
ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ପଞ୍ଚାୟତ ରେଗେଇସିଂ ଗ୍ରାମର ଡାନିଏଲ୍ ଶବର ନାମକ ବ୍ୟକ୍ତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ କରାଯାଇଥିବା ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଟାସିଂ ପୁଲିସ । ଘଟଣାର ୧୮ ଦିନ ପରେ ଘଟଣାର ପର୍ଦାଫାସ କରିଛି…
Read More...
Read More...
ଗୁଡ୍ରୀଗାଁରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ପୁର୍ବତନ ୱାର୍ଡ ସଭ୍ୟାଙ୍କ ଗୃହ…
ଦାରିଙ୍ଗବାଡି(ଆଶୋକ ସିଂ): ଘରୋଇ ବିଦ୍ୟୁତ ତାରରୁ ଅଚାନକ ନିଆଁ ଲାଗି ଜଳି ଗଲା ପୁର୍ବତନ ୱାର୍ଡ ସଭ୍ୟାଙ୍କ ଗୃହ l ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ସରାମୁଳୀ ପଞ୍ଚାୟତ ଅନ୍ତର୍ଗତ ଗୁଡ୍ରୀଗାଁ ଗ୍ରାମରେ l ସୂଚନା ଅନୁଯାୟୀ ପୁର୍ବତନ ୱାର୍ଡ ସଭ୍ୟା ସୁଜାତା…
Read More...
Read More...
ରାଇରଙ୍ଗପୁରରେ ବାଘୁଆ ମହୁମାଛି ଆକ୍ରମଣରେ ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ…
ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ(୩୩)ଙ୍କ ରାଇରଙ୍ଗପୁର ମହୁଲଡିହାସ୍ଥ ସରକାରୀ ବାସଭବନ ସମ୍ମୁଖରେ ଵାଘୁଆ ମହୁମାଛି ଆକ୍ରମଣରେ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ତିରିଂ ବ୍ଳକ ସେକ୍ସନର…
Read More...
Read More...
ବାଇକ୍କୁ ଧକା ଦେଲା ଟିପର ବାଇକ୍…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାଛକ ନିକଟରେ ଟିପର ଧକ୍କାରେ ବାଇକ୍ ଆରୋହୀ ଆହାତ ହୋଇଥିବା ଜଣପଡିଛି l ଖଜୁରୀପଦା ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଦୃତଗତିରେ ଟିପରଟି ଯାଉଥିବାବେଳେ ବାଇକ ଆରୋହୀଙ୍କୁ ଧକା ଦେବା ଫଳରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ ବାଇକ୍ ଆରୋହି ରାୟଗଡ଼…
Read More...
Read More...
ଜିଲ୍ଲା ଖଣି ବିଭାଗ ଧରିଲା ଚାରୀ ଗୋଟି ବାଲି ବୋଝେଇ ଟ୍ରାକ୍ଟର….
ରାୟଗଡ଼(ଟିକି ଲିମା): ବେଆଇନ ବାଲି ଚୋରା ଚାଳନ ହେଉଥିବାକୁ ନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଖଣି ବିଭାଗ ବେଆଇନ ଭାବେ ବାଲି ନେଉଥିବା ଚାରୀ ଗୋଟି ଟ୍ରାକ୍ଟର କୁ ଜବତ କରିଛି । ରାୟଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାସୀଙ୍ଗି ଦେଇ ବୋହିଯାଉଥିବା ମହେନ୍ଦ୍ର ତନୟାନଦୀରୁ ବାଲି ଉଠାଇବା ପାଇଁ…
Read More...
Read More...
ଟିପିଏନଓଡିଏଲ କର୍ମଚାରୀମାନଙ୍କର ଶାନ୍ତିପୂର୍ଣ୍ଣ ଧାରଣା..
ରାଇରଙ୍ଗପୁର (ଉତ୍ତମ ରାମ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଡିଭିଜନ କାର୍ଯ୍ଯାଳୟ ପରିସରରେ ହିନ୍ଦୁସ୍ତାନ ଇଂଜିନିୟରିଂ କ୍ରପରେସନ୍ ତରଫରୁ କାର୍ଯ୍ଯରତ ଟାଟା ପାୱାର ଉତ୍ତର ଓଡିଶା ଡିଷ୍ଟ୍ରିବ୍ଯୁସନ୍ ଲିମିଟେଡ୍ କର୍ମଚାରୀମାନେ ବିଭିନ୍ନ ସମସ୍ଯା ନେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ I ଦାବୀ…
Read More...
Read More...
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ…
ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଏକ ନୂଆ ସଂସ୍ଥା ଏହାର ପରିଚାଳନା ଦାୟିତ୍ଵ ନେଇଛି । ଏହି ସଂସ୍ଥା ପୁର୍ବରୁ କାମ କରୁଥିବା ରାଜ୍ୟର ସମସ୍ତ କର୍ମଚାରୀଙ୍କୁ…
Read More...
Read More...