Browsing Category

ଅପରାଧ

ରତ୍ନପୂର ଛକ ଠାରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଆହତ..

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ରତ୍ନପୂର ଛକ ଠାରେ ଆଜି ଅପରାହ୍ନ ତିନିଟା ବେଳେ ବାଇକ୍ ଦୁର୍ଘଟଣା ଘଟିଛି । କୃଷ୍ଣପୁର ଗ୍ରାମରୁ ରାୟଗଡ଼ ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇ ଥିଲା । ଯାହା ଫଳରେ ଦୁଇ ବାଇକ ଆରୋହୀ…
Read More...

ତୁମ୍ବୁଡ଼ିବନ୍ଦ ଦେୱାନୀ ଓ ଫୋୖଜଦାର ଅଦାଲତରେ ମାଓ ନେତା ଆଜାଦ ହାଜିର…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ ଦେୱାନୀ ଓ ଫୋୖଜାଦାର ଅଦାଲତରେ ମାଓ ନେତା ଆଜାଦଙ୍କ ହାଜିର ହୋଇଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାରେ ବହୁଚର୍ଚ୍ଚିତ ତୁମ୍ବୁଡ଼ିବନ୍ଦ ବ୍ଲକ ଜଳେଶପଟା କନ୍ୟାଶ୍ରମରେ 2008 ମସିହାରେ ସ୍ୱାମୀ ଲକ୍ଷ୍ମଣ…
Read More...

ବାଲିଗୁଡା ପୁଲିସର ଏକ ବଡ ସଫଳତା…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ନୂତନ ଭାବରେ ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିବା ପରେ ବାଲିଗୁଡା ପୁଲିସକୁ ଏକ ବଡ ସଫଳତା ମିଳିଛି । ଜଣେ ବାଇକ ଚୋରକୁ କାବୁ କରିବାରେ ସଫଳ ହୋଇଛି ବାଲିଗୁଡ଼ା ପୁଲିସ l ଏନେଇ ବାଲିଗୁଡା ଉପଖଣ୍ଡ ଅଞ୍ଚଳ…
Read More...

ଅଜଣା ଗାଡ଼ି ଧକ୍କାରେ ମାଁ ଏବଂ ଝୀଅ ଗୁରୁତ୍ୱର…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ କାର୍ତ୍ତୀକା ଗମାଙ୍ଗ ହାଇସ୍କୁଲ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ମା ଓ ଝୀଅ ଗୁରୁତ୍ୱର ଆହତ ହୋଇ ଛନ୍ତି l ଆହତମାନେ ହେଲେ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତର ରଣାଲଇ  ଗ୍ରାମର ବିଧବା ମାଁ  ଆଲେଖି…
Read More...

ଜୀବନ ଜୀବିକା ଉପରେ ବାଧକ ସାଜିଛନ୍ତି ବାଲିଗୁଡା ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନୁଆସାହି ବନ୍ଧ ଛକରେ ପରିବାର ପତିପୋଷଣ ପାଇଁ କଞ୍ଚା ମାଛ ଚିଙ୍ଗୁଡ଼ି ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ ବ୍ୟବସାୟୀଙ୍କ ଉପରେ ଆକ୍ରସମୂଳକ ଭାବେ ବିଜ୍ଞାପିତ ଅଞ୍ଚଳ ପରିସରର କର୍ମଚାରୀ ତଥା…
Read More...

ମଦ୍ୟପ ଭେଣେଇ ପାଇଁ ଚାଲିଗଲା ଶାଳୀଙ୍କ ଜୀବନ…

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା ତୁମ୍ବୁଡିବନ୍ଦ ଥାନା ଅନ୍ତର୍ଗତ କୁର୍ତ୍ତମଗଡା ପଞ୍ଚାୟତର ବୁଦୁଲିପଦର 59 ତମ ରାଜ୍ୟ ରାଜପଥ ଠାରେ ଗତକାଲି ରାତି 10ଟା ସମୟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି l ଏକ ବାଇକ ଭାରସାମ୍ୟ ହରେଇ ବୁଲାଣିରେ ପଥର ପିଠିହୋଇ ବାଇକ ଦୁର୍ଘଟଣା ହୋଇ…
Read More...

ଟୀକାବାଲି ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ତହସିଦାର ନର୍ମଦା ନାୟକଙ୍କ ଉପସ୍ଥିତିରେ ଟିକାବାଲି ପୁଲିସ ଏସ୍‌ଆଇ ରବୀନ୍ଦ୍ର ହେମ୍ରମ୍ ଏବଂ ଅବନୀ କୁମାର ପ୍ରଧାନ ସମେତ ଅନେକ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆଜି ର୍ଗାର୍ଡ଼ିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କଟଡି, ଗିରୁଡି…
Read More...

ବାଇକ ଏବଂ ଟାଟା ମ୍ୟାଜିକ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର…

ରାୟଗଡ଼(ଟିକି ଲିମା):ଗଜପତି ଜିଲ୍ଲା ରାୟଗଡ ଥାନା ଅଧୀନରେ ଥିବା  କୁରୁଗୁବା ଗ୍ରାମ ନିକଟସ୍ତ ମୁଖ୍ୟ ରାସ୍ତାରେ ବାଇକ ଏବଂ ଟାଟା ମ୍ୟାଜିକ ମଧ୍ୟରେ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇ ଥିବା ସୂଚନା l ମୃତ ବ୍ୟକ୍ତି ହେଲେ ବୁରୁସିଂ ଗ୍ରାମର ଯୋଗେଶ ଶବର(୨୨) ଓ ଗୁରୁତର ଆହତ ବ୍ୟକ୍ତି…
Read More...

ଗଞ୍ଜେଇ ଜବତ, ଜଣେ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁରକୁ ବାଇକ୍ ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଭଞ୍ଜନଗର ପୁଲିସ୍ କାବୁ କରିଛି । ଜଣେ ଅଭିଯୁକ୍ତକୁ ପୁଲିସ୍ ଧରିଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ଗତକାଲି ଥାନା…
Read More...

ହାତୀ-ମଣିଷ ଲଢ଼େଇର ସଙ୍ଗୀନ ସ୍ଥିତି, ଦନ୍ତା ଆକ୍ରମଣରେ ବାପା ଝିଅ ଗୁରୁତର..

ଭଞ୍ଜନଗର(ନିଲୁ ବିଷୋୟୀ) : ଦିନକୁ ଦିନ ବଢିବାରେ ଲାଗିଛି ହାତୀଙ୍କ ଦୌରାତ୍ମ  ।  ଘର୍ ଦ୍ଵାରା ଭଙ୍ଗାରୁଜା କରିବା ସହ ବ୍ୟାପକ ଧାନ ଓ ପନିପରିବା, ଆଖୁବାଡ଼ି ନଷ୍ଟ କରିବାରେ ଲାଗିଛନ୍ତି। ଏପରିକି ଜନସାଧାରଣଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉନାହାଁନ୍ତି । ଏଭଳି ଏକ ହାତୀ-ମଣିଷ ଲଢ଼େଇର ସଙ୍ଗୀନ…
Read More...