Browsing Category
ଅପରାଧ
ଅଗ୍ନିଶମ ବାହିନୀ ଦ୍ଵାରା କୂଅରୁ ଷଣ୍ଢ ଉଦ୍ଧାର…
ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ପୁଟୁ ଗ୍ରାମର ଅରବିନ୍ଦ ବେହେରାଙ୍କ ବାରିପଟ କୂଅ ଭିତରେ ପଡ଼ିଥିବା ଏକ ଷଣ୍ଢକୁ ଧରାକୋଟ ଅଗ୍ନିଶମ ବାହିନୀର କର୍ମଚାରୀ ପବିତ୍ର ବେହେରା, ଦୁଷ୍ମନ୍ତ ପ୍ରଧାନ, ଯୁଧିଷ୍ଟିର ମାଝି,କୃଷ୍ଣ ଚନ୍ଦ୍ର ପ୍ରଧାନ, ଯୁଗଳ ଦିଗାଲ ଓ…
Read More...
Read More...
ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ୨୮ ଟିକିଆ ହାତୀ ପଲ, ଭୟଭୀତ ସୁଜେଲି ଅଞ୍ଚଳବାସୀ…
କନ୍ଧମାଳ, ସ୍ୱତନ୍ତ୍ର ପ୍ରତିନିଧି (ଅବନୀ କୁମାର ପ୍ରଧାନ): ବିଗତ ବର୍ଷ ଭଳି ଚଳିତ ବର୍ଷ ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ହୋଇଛନ୍ତି ୨୮ ଟିକିଆ ହାତୀପଲ I ସୂଚନା ଅନୁସାରେ ଗତକାଲି ଅର୍ଥାତ ଶନିବାର ମଧ୍ୟ ରାତ୍ରୀରେ ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଜେଲି ଗ୍ରାମ…
Read More...
Read More...
ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ…
ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜ଼ିଲ୍ଲା ଧରାକୋଟ ତହସିଲ ତରଫରୁ ବେଆଇନ ପୋଡ଼ା ଇଟା ଭାଟି ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି । ଆଜି ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ରାଜସ୍ବ ନୀରିକ୍ଷକ ରଞ୍ଜନ ବରଡ, ମନୋଜ ମାଝି, ଅମିନ ନିରଞ୍ଜନ ଶବର, କନିଷ୍ଠ…
Read More...
Read More...
ମଦ ଦୋକାନ ଲୁଟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ: କାର୍ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ…
ଭଞ୍ଜନଗର(ନିଲୁ ବିଷୋୟୀ): ଏକ ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣକୁ ଭଞ୍ଜନଗର ପୁଲିସ ଧରିବାରେ ସଫଳ ହୋଇଛି । ଏହି ଦୁର୍ବୃତ୍ତମାନେ ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନକୁ ଟାର୍ଗେଟ କରି ରାତ୍ର ସମୟରେ ଲୁଟ କରୁଥିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସମେତ ଦୁର୍ବୃତ୍ତମାନେ ରମ୍ଭା,…
Read More...
Read More...
ଦଣ୍ଡଯାତ୍ରାରେ ଅଶ୍ଳିଳତା ଉପରେ ଲାଗିବ ରୋକ୍, ଆଇନଶୃଙ୍ଖଳା ଭଙ୍ଗ କଲେ କାଯ୍ୟାନୁଷ୍ଠାନ…
ଭଞ୍ଜନଗର(ନିଲୁ ବିଷୋୟୀ): ଆଉ କିଛି ଦିନ ପରେ ଆରମ୍ଭ ହେବ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବାବେଗ ସହ ଜଡିତ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରା ସମୟରେ ପାରମ୍ପରିକ ରୀତିନୀତି ସହ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଏଥିରେ ପାରମ୍ପରିକ,…
Read More...
Read More...
ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ ଓ ପରିବାରର ଅନ୍ୟ ତିନି ଗୁରୁତର…
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରାମଗିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେମାକୁଡିଆ ଠାରେ ଘଟିଛି ଅଭାବନୀୟ ଏକ ଘଟଣା । ସୂଚନା ଅନୁସାରେ ଗ୍ରାମର ସକାଳେ ଶିବ ଶଙ୍କର ବଡମୁଣ୍ଡିଙ୍କ ପରିବାରର ସମସ୍ତେ ଅଙ୍ଗନବାଡି କେନ୍ଦ୍ର ଦ୍ବାରା ମିଳିଥିବା ଛତୁଆ ଆଣି ନିଜ ଘରେ ରୋଷେଇ କରି ଖାଇ…
Read More...
Read More...
ଗୁଣି ଗାରେଡିକୁ ନେଇ ଗୋଷ୍ଠି ସଂଘର୍ଷ: ୩ ମୃତ, ୩ ଗୁରୁତର…
ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିବା ଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା…
Read More...
Read More...
ରାୟଗଡରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ…
ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ କମଳା ଚୌଧୁରୀ ନୂତନ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳି ଆଦେଶ ଜାରି ହୋଇଥିଲା । ସେହି ପ୍ରକାରେ ଶ୍ରୀମତୀ ଚୌଧୁରୀଙ୍କୁ ରାୟଗଡ ଥାନାକୁ ବଦଳି ହୋଇ…
Read More...
Read More...
ପାନୀୟ ଜଳ ସମସ୍ୟାକୁ ନେଇ ଗଣ୍ଡାହାତୀ ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ…
ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମରେ ଆଜି ସକାଳ ଠାରୁ ଦଶଟା ଯାଏଁ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଗଣ୍ଡାହାତୀ ଗ୍ରାମବାସୀ । ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସି ନାହିଁ ନଥିବା ଅସୁବିଧାର ସମ୍ମୁଖିନ…
Read More...
Read More...
ଇନଷ୍ଟାଗ୍ରାମରେ ଫୋଟ ପୋଷ୍ଟକୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ…
ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ପୁଟୁ ଗ୍ରାମରେ ଇନଷ୍ଟା ଗ୍ରାମରେ ଫୋଟ ପୋଷ୍ଟକୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି l ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ…
Read More...
Read More...