Browsing Category

ଅପରାଧ

ପୌର ପରିଷଦର ସ୍ମାର୍ଟ ଶ୍ମଶାନରେ ଅଜଣା ବ୍ଯକ୍ତିଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଠାବ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖଣ୍ଡରା ଛକ ସ୍ମାର୍ଟ ଶ୍ମଶାନ ପରିସରରୁ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ବ୍ୟକ୍ତି ଜଣକ ଡେଙ୍ଗାଡି ଗ୍ରାମର ଶିବରାମ ସୁଆଁସିଆ ବୋଲି ଜଣାପଡିଛି । ପୁଲିସ ଖବର ପାଇଁ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି…
Read More...

ରାଇକିଆ ଆଦର୍ଶ ବିଦ୍ୟାଳୟ ବୁଲାଣି ନିକଟରେ ବାଇକ ଧକ୍କା: ଜଣେ ମୃତ, ୩ ଜଣ ଗୁରୁତର ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ରାଇକିଆ ଆଦର୍ଶ ବିଦ୍ୟାଳୟ ଟର୍ଣ୍ଣିଂ ନିକଟରେ  ଦୁଇଟି ମୋଟରସାଇକେଲ ମୁହାଁମୁହିଁ ହୋଇ ଧକ୍କା ଲାଗିବା ଫଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ତିନିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।  ମୃତ ବ୍ୟକ୍ତି ରିପନ ଡିଗାଲ, ଗ୍ରାମ ଜିଡୁବାଡି…
Read More...

ବିଶାଳ କାୟ ତେନ୍ତୁଳି ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତାଳମଣ୍ଡା ଗ୍ରାମର ମୁଖ୍ୟ ରାସ୍ତାରେ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହେଇ ଯାଇଛି । ଯାହା ଫଳରେ ଉକ୍ତ ରାସ୍ତାରେ ଯାତାୟତ ଠପ୍ ହୋଇ ଯାଇଥିଲା । ପରେ ଖବର ପାଇ ରାୟଗଡ ଅଗ୍ନିଶମ ବାହିନୀର ଯବାନମାନେ ପହଞ୍ଚି ଉକ୍ତ ଗଛଟିକୁ କାଟି…
Read More...

ବ୍ୟାପୁଛି ଝାଡାବାନ୍ତି: ଗମ୍ଭାରୀଗୋଚ୍ଛାରେ ଦୁଇ ମୃତ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତଥା ଆଖପାଖ ବ୍ଳକର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ସଂଖ୍ୟ ବଢିଥିବା ଲକ୍ଷ୍ୟ କରାଯାଉଛି । ବିଭିନ୍ନ ଗ୍ରାମର ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ମେଡିକାଲ୍ ରେ ଭର୍ତ୍ତି ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,…
Read More...

ଆସିକା ଓ ଧରାକୋଟରେ ଓଡିଶା ବନ୍ଦ ସମ୍ପୂର୍ଣ ସଫଳ…

ରାକୋଟ(ସୁନୀଲ କୁମାର ଚୌଧୁର): ବାଲେଶ୍ଵର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୃତି ଘଟଣାରେ ତାଙ୍କୁ  ନ୍ୟାୟ ପ୍ରଦାନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ସହ ଆଠ ଗୋଟି ଦଳ ତରଫରୁ ଡାକରା ଦିଆଯାଇଥିବା "ଓଡିଶା ବନ୍ଦ"ର ପ୍ରଭାବ ଆଜି ଧରାକୋଟ ଏବଂ ଆସିକା ରେ ଦେଖିବାକୁ ମିଳିଛି । ଆଜି…
Read More...

ଏଫ୍ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କୋଟଗଡ ବ୍ଲକ କଂଗ୍ରେସ କମିଟିର 12 ଘଣ୍ଡିଆ ବନ୍ଦ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ 17 ତାରିଖରେ କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ ଦେଖିବାକୁ ମିଳିଛି l ଫକିର ମୋହନ  ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦକୁ ସମର୍ଥନ କରି କୋଟଗଡ ବ୍ଲକ ଠାରେ ରାସ୍ତା…
Read More...

ଇଣ୍ଟର୍ନେଟ୍ ଜଗତରୁ ବିଛିନ୍ନ ହୋଇ ପଡ଼ିଛି ବ୍ରାହ୍ମଣୀଗାଁ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଆଜକୁ ତିନି ଦିନ ହେଲା ଇଣ୍ଟର୍ନେଟ୍ ସେବା ବନ୍ଦ ରହିଛି । କେବଳ ବ୍ରାହ୍ମଣୀ ଗାଁ ନୁହଁ ଆଖ ପାଖ ଅଞ୍ଚଳରେ ମଧ୍ୟ ବିଏସଏନଏଲର ଇଣ୍ଟର୍ନେଟ୍ ସେବା ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇଛି । କିଓସ୍କ…
Read More...

ଭଞ୍ଜନଗରରେ ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପରିସରରେ ପାଳନ କରାଯାଇଛି। ପ୍ରଦୀପ ପ୍ରଜ୍ଵଳନ ପରେ ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାଯ୍ୟଧାରା ଓ ସାଧାରଣ…
Read More...

ଭଞ୍ଜନଗରରେ ଭାରତ ବନ୍ଦ ପ୍ରଭାବ, ଯାତ୍ରୀ ଓ ଜନସାଧାରଣ ହନ୍ତସନ୍ତ…

ଭଞ୍ଜନଗର(ନିଲୁ ବିଷୋୟୀ): ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଫଳରେ ବୁଧବାର ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଯାତାୟତ ଏକ ପ୍ରକାର ଠପ ହୋଇଛି । ଗୋଟିଏ ପଟେ ଚାଳକ ମହାସଂଘ ଷ୍ଟିୟରିଂ ଛାଡ ଡାକରା ଦେଇ ଗତକାଲି ଠାରୁ ଯାନବାହାନ ଚଳାଚଳ ବନ୍ଦ ରଖିଥିବା…
Read More...

ଓଡିଶା ଡ୍ରାଇଭର ମହାସଂଘ କୋଟଗଡର ଶାନ୍ତିପୂର୍ଣ୍ଣ ଷ୍ଟିଅରିଂ ଛାଡ ଆନ୍ଦୋଳନ…

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ରେ ଆଜି ଓଡିଶା ଡ୍ରାଇଭର ମହାସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଷ୍ଟିଅରିଂ ଛାଡ ଆନ୍ଦୋଳନ ସହ ଡ୍ରାଇଭର ଧର୍ମଘଟ ଅନୁଷ୍ଠିତ ହୋଇଛି l ଆଜକୁ ଅନେକ ବର୍ଷ ଧରି ଡ୍ରାଇଭରମାନେ ସାତ ଦଫା ଦାବୀ ପ୍ରଦାନ ପାଇଁ ଆନ୍ଦୋଳନ…
Read More...