Browsing Category
ଅପରାଧ
୨୫୧ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ରା ଉଦୟଗିରି ପୁଲିସ…
ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାରେ ପୁଲିସ ପ୍ରସାଶନ ଗଞ୍ଜେଇ ଚାଷ ଉପରେ ଯେତିକି ରୋକ ଲଗାଉଛି ଲୋକେ ସେତିକି ଜୋରରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଉତ୍ପାଦନ କରୁଥିବାର ଅନୁମାନ କରାଯାଉଛି । ଫଳରେ କିଛି ଦିନ ଅନ୍ତରରେ ଅଡବା, ମୋହନା ଅଞ୍ଚଳ ହେଉ କିମ୍ବା ରା.ଉଦୟଗିରି ଅଞ୍ଚଳ ହେଉ…
Read More...
Read More...
କନ୍ଧମାଳ ଗଜପତି ସୀମାନ୍ତରେ ଦୂର୍ଘଟଣା, ଦୁଇ ଗୁରୁତର ଓ ୫ ଖଣ୍ଡିଆ ଖାବରା….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ ଅଡବା ଥାନା ଅଞ୍ଚଳ ରାଇଗଣ୍ଡା ନିକଟ ଘାଟି ବୁଲାନ୍ତି ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଥିବା ବେଳେ ବସରେ ଥିବା ୫ ଜଣ ଯାତ୍ରୀ ଖଣ୍ଡିଆ ଖାବରା ହୋଇ ଥିବା ସୂଚନା ମିଳିଛି । ଗୁରୁତର…
Read More...
Read More...
କନ୍ଧମାଳ ଜିଲ୍ଲାରେ ପିଛା ଛାଡୁନି ଦାଦନ ମୃତ୍ୟୁ, ପୁଣି ତାମିଲନାଡୁରେ ଯୁବତୀ ମୃତ…
ବାଲିଗୁଡା(ସଲମନ୍ ବିନ୍ଧାଣୀ): କନ୍ଧମାଳରେ ପିଛା ଛାଡୁନି ଦାଦନ ଶ୍ରମିକମାନଙ୍କର ମୃତ୍ୟୁ l କନ୍ଧମାଳ ଜିଲ୍ଲାର ସିର୍ତ୍ତିଗୁଡ଼ା ପଞ୍ଚାୟତ ଗୁଞ୍ଜୀଙ୍ଗା ଗ୍ରାମାର ଯୁବତୀ ଜଣକ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ମୃତ ଯୁବତୀ ଜଣକ ହେଲେ କୁଶ ପ୍ରଧାନଙ୍କ…
Read More...
Read More...
ବନ୍ଧରେ ବୁଡି ବୋଲ୍ ବମ୍ ସଂକଳ୍ପ ଧାରୀ ଯୁବକଙ୍କ ମୃତ୍ୟୁ…
ରା ଉଦୟଗିରି(ମିହିର ପ୍ରସାଦ ମାଳୀ): ଶ୍ରାବଣ ମାସର ପ୍ରଥମ ସୋମବାର ଜଳାଭିଷେକ ଓ ପୂଜା ପାଇଁ ସ୍ତ୍ରୀଙ୍କୁ ଫୁଲ ତୋଳିବାକୁ କହି ସ୍ବାମୀ ଶୌଚ ହେବାଲାଗି ଗାଁ ନିକଟ ବନ୍ଧକୁ ଯାଇ ଶବ ହୋଇ ଘରକୁ ଫେରିଲେ l ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ତବାରସିଂ…
Read More...
Read More...
ଦାରିଙ୍ଗବାଡ଼ି ବଜାର ଲୁଗା ଦୋକାନୀଙ୍କ ଘରୁ ଲକ୍ଷାଧିକର ସୁନା ଗହଣା ଚୋରୀ…
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବଜାରର ଜଣେ ପ୍ରମୁଖ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକର ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀ ଅଶୋକ ପରିବାର ସହ ଘର ତାଲା ପକାଇ କୌଣସି…
Read More...
Read More...
କନ୍ଧମାଳରେ ସରୁନି ଦାଦନ ଦୁଃଖ: ସପ୍ତାହକରେ ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ, ବଢ଼ିଲା ଚିନ୍ତା….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ । ପୁଣି ଏକ ଦୁଃଖଦ ଘଟଣା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ରିଶୁଗୁଡ଼ା ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ରିଶୁଗୁଡ଼ା ଗ୍ରାମର ତରୁଣ ପ୍ରଧାନ (୪୨) କିଛି ମାସ…
Read More...
Read More...
ବେଆଇନ ମହୁଲି ମଦ ବିକ୍ରି ବନ୍ଦ୍ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ, ଭାଟି ଭଙ୍ଗା ନଗଲେ ଥାନା ଘେରାଉ ଚେତାବନୀ….
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୋନପୁର ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ମହୁଲି ମଦ କାରବାର ବିରୋଧରେ ଏବେ ଗ୍ରାମର ମହିଳା ସଂଘ ସଂଗଠିତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି । ଗ୍ରାମାଞ୍ଚଳରେ ମଦର ବିଷାକ୍ତ ପ୍ରଭାବରୁ ପରିବାରଗୁଡ଼ିକକୁ…
Read More...
Read More...
ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଛି ଚେର, ଦାରିଙ୍ଗବାଡିରୁ ୨ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ ମୁମ୍ବାଇ ପୁଲିସ…
ଦାରିଙ୍ଗବାଡି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡିରେ ଗଞ୍ଜେଇର ନାମ ବାହାରୁ ନଥିଲା ଏବେ ପ୍ରତିଘରେ କଣ ଗଞ୍ଜେଇ ଚାଷ ହେଉଛି କି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ପୁଲିସ l ଗଞ୍ଜେଇ ମାଫିଆମାନେ ଦୁର୍ଗମ ଅଞ୍ଚଳରେ ଲୁଚି ରହିଥିବା ଏବେ ଚର୍ଚ୍ଚାରେ l କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ…
Read More...
Read More...
ରାୟଗଡ଼ ଥାନାରେ “ଆମ ପୋଲିସ ସମିତି” କାର୍ଯ୍ୟକ୍ରମ ଅନୁଷ୍ଠିତ…..
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲାର ରାୟଗଡ଼ ଥାନା ପରିସରରେ "ଆମ ପୁଲିସ ସମିତି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ସଡ଼କ ସୁରକ୍ଷା, ସାଇବର ସଚେତନତା, ନିଶାମୁକ୍ତ ସମାଜ ଗଠନ ଏବଂ ବାଲ୍ୟବିବାହ ରୋକିବା ଉପରେ ସଚେତନ କରାଯାଇଛି ।…
Read More...
Read More...
ଗାଲେରୀ ମନ୍ଦିର ଚୋରୀ ଘଟଣା,ଏସ୍ପିଙ୍କୁ ଫେରାଦ ହେଲା ପରିଚାଳନା କମିଟି…
ଭଞ୍ଜନଗର(ନିଲୁ ବିଷୋୟୀ): ଗତ ୪ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଁ ଗାଲେରୀ ମନ୍ଦିରରେ ହୋଇଥିବା ଚୋରୀ ଘଟଣାର ରହସ୍ୟ ଉନ୍ମୋଚନ ହୋଇନି । ଏନେଇ ମଙ୍ଗଳବାର ମନ୍ଦିରର ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିସିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ…
Read More...
Read More...