Browsing Category
ଅପରାଧ
ଗଞ୍ଜେଇ ଜବତ, ଦୁଇ ଗିରଫ…
ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ଭାବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଭଞ୍ଜନଗର ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଶନିବାର ଏସ୍ଆଇ ଜ୍ୟୋସ୍ନା ମୟୀ ସାହୁ ସଦଳ ବଳେ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଡହ ଡ୍ୟାମ୍ ନିକଟରେ ଦୁଇ ସନ୍ଦିଗ୍ଧ…
Read More...
Read More...
ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁରୁ ବିଲୁଆକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ….
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁରୁ ବିଲୁଆକୁ ଉଦ୍ଧାର ହୋଇଥିବା ସୂଚନା ରହିଛି । ସୂଚନା ପ୍ରକାରେ ଉକ୍ତ ପରିତ୍ୟକ୍ତ କୁଅରେ ବିଲୁଆଟି କୌଣସି ପ୍ରକାରେ ଗଳି ପଡ଼ିଥିଲା । କିଛି ଯୁବକ ଏହା ଦେଖି ରାୟଗଡ…
Read More...
Read More...
ଲଗାଣ ବର୍ଷା ଯୋଗୁଁ ରାସ୍ତା ମଝିରେ ପଡ଼ିଲା ଗଛ, ଯାତାୟାତ ପାଇଁ ଦେବଦଳା ଗ୍ରାମ ବାସି ହନ୍ତସନ୍ତ….
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତ ଦେବଦଳା ଗ୍ରାମରେ ଲଗାଣ ବର୍ଷାରେ ବ୍ରିଜ ପାଖରେ ଥିବା ଏକ ଗଛ ବର୍ଷା ପବନରେ ରାସ୍ତା ମଝିରେ ପଡିଯିବା ଯୋଗୁଁ ଗ୍ରାମବାସୀଙ୍କୁ ଅନେକ ପ୍ରକାର ସମସ୍ୟାର ସମୁଖୀନ ହେବାକୁ ପଡ଼ିଥିଲା l କାରଣ ସେହି ବର୍ଷା…
Read More...
Read More...
ବସ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର, ଦୁଇଟି ବାଇକ ଗୋଟିଏ କାର ଚୁରମାର…
ଧାରଣାରେ ବସିଲେ ଗ୍ରାମବାସୀ: ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ, ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡି ବସ ଚଳାଚଳ ଠପ୍
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ଜଣକ…
Read More...
Read More...
ଘର୍ ଭିତରୁ ନାଗସାପ ଉଦ୍ଧାର ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ୍ ସାନକୋଦଣ୍ଡା ପଞ୍ଚାୟତ ବଡପଥରା ଗ୍ରାମରୁ ଛଅଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି । ସାପଟି ଗ୍ରାମର ରାଜନ ବିଷୋୟୀଙ୍କ ଘରେ ଥିବା ପରିବାର ଲୋକେ ଦେଖିଥିଲେ । ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ…
Read More...
Read More...
କୂଅ ଭିତରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର…..
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଆଜି କୂଅ ଭିତରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ହେମ ଗୌଡ଼(୭୦)। ରବିବାର ପୂର୍ବାହ୍ନ ସମୟରେ ସେ ଘରୁ ବାହାରକୁ ଯାଇଥିଲେ । ଏହା ପରେ ଆଉ ଘରକୁ ଫେରିନଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ…
Read More...
Read More...
ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ…
ପାରଳାଖେମୁଣ୍ଡି (ପ୍ରବୀଣ ଲିମା ): ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଅଡବା ଥାନା ବିରିକୋଟ ପୁରୁଣାଗାଁର ପ୍ରତାପ ମାଝୀ l ଗତକାଲି ବିଳମ୍ବିତ ରାତିରେ ପ୍ରତାପ ନିଜ ପରିବାର ସହ ଘରେ ଶୋଇଥିଲେ l ଏହି ସମୟରେ ଏକ ପାହାଡିଆ ବିରଳ ପ୍ରଜାତିର ବିଷାକ୍ତ ସାପ…
Read More...
Read More...
ଲୋକଙ୍କ ଟେନସନ ବଢ଼ାଇଛି ଜାତୀୟ ରାଜପଥ ୫୯….
ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଦିନେ ନୁହେଁ ସବୁଦିନ ଯାତାୟାତ ବେଳେ ଟେନସନରେ ଲୋକଙ୍କୁ ରହିବାକୁ ପଡୁଛି ଜାତୀୟ ରାଜପଥ ୫୯କୁ ନେଇ । ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ ୫୯ର କାଳଷଣ୍ଢ ପୁର ଠାରୁ ଗୋଲା ଦାମୋଦର ପଲି ପର୍ଯ୍ୟନ୍ତ ତିନି କିମି ରାସ୍ତା…
Read More...
Read More...
ଘର ଛାତ ଉପରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ଗ୍ରାମର ସନାତନ ସାହୁଙ୍କ ଘର୍ ଛାତ ଉପରେ ଏହି ବିଷଧର ସାପ ରହିଥିବା ପରିବାର ଲୋକେ ଦେଖିଥିଲେ । ଏହା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ସ୍ନେକ୍…
Read More...
Read More...
ଭଞ୍ଜନଗର ଆଖପାଖ ଅଞ୍ଚଳରେ ବ୍ରାଉନ୍ସୁଗାର୍ କାରବାର, ୩ ଯୁବକ ଗିରଫ….
ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଖପାଖ ଅଞ୍ଚଳରେ କିଛି ଦିନ ହେବ ବେଆଇନ ଭାବେ ବ୍ରାଉନସୁଗାର ବେପାର ଲୁଚାଛପାରେ ଚାଲିଥିବା ବେଳେ ପୁଲିସ୍ ଚଢାଉ କରି ୩୧ ଗ୍ରାମ୍ ୪୦୦ ମିଲିଗ୍ରାମ ଓଜନର ବ୍ରାଉନ୍ସୁଗାର୍ ଜବତ କରିଛି । ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ…
Read More...
Read More...