Browsing Category

ଅପରାଧ

ପର୍ଶୁରାମ ଗୁରକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ  ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ରାୟଗଡ ଥାନା ଅଧିକାରୀଣି କମଳା ଚୌଧୁରୀ, ଏସ ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ, ସବ ଇନ୍ସପେକ୍ଟର…
Read More...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ଯୁବକ ଶୁକ୍ରବାର ଦିନ ରାତ୍ରୀରେ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ଉକ୍ତ ଯୁବକ ଜଣକ ହେଉଛନ୍ତି ବ୍ରାହ୍ମଣୀଗାଁ ସ୍ଥିତ ବାସୁଦେବ ପୁର ସାହିର ମୃତ ପିତା ଦୁଃଖିଶ୍ୟାମ ସିଂଙ୍କ ସାନ ପୁଅ…
Read More...

ବନ୍ଧୁକ କାରଖାନା ଠାବ: ୧୨ ଦେଶି ବନ୍ଧୁକ ଜବତ ସହ ୨ ଗିରଫ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଅଡବା ଥାନା ଗlଲାପାଜୁ ଗାଁରେ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୁଲିସ l ବନ୍ଧୁକ କାରଖାନା ଠାବ ସହ ୧୨ ଟି ଦେଶି ବନ୍ଧୁକ ଜବତ ହୋଇଛି l ଏହି ଘଟଣାରେ ୨ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ଗlଲାପାଜୁ ଗାଁର ଘନଶ୍ୟାମ ପ୍ରଧାନ ଓ…
Read More...

ଶୁଖିଲା ଗଛର ଗଣ୍ଡି ପଡି ମୃତ ଯୁବକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାଜ ରାସ୍ତାରେ ଶବ ରଖି ରାସ୍ତାରୋକ….

ରା.ଉଦୟଗିରି( ଆକାଶ ଦାସ): ଗତ କାଲି ବୁଧବାର ଦିନ ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ବିରାଟ କାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡି ଯୁବକଙ୍କ ମୃତ୍ୟୁର କ୍ଷତି ପୂରଣ ଦାବୀ ନେଇ ଆଜି ରାମଗିରି ହାଟପଦା ସ୍ଥିତ ଗାନ୍ଧୀ ଛକ ଠାରେ ଯୁବକଙ୍କ ପରିବାର ଓ ଶତାଧିକ…
Read More...

ବେଆଇନ ଦେଶୀ ବନ୍ଧୁକ ଜବତ, ତିନି ଗିରଫ….

ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ୨ଜଣ ଯୁବକ ଠାରୁ ଦୁଇ ଦେଶୀ ବନ୍ଧୁକ ଜବତ କରିଛି । ଥାନା ଏସଆଇ ଲାଷ୍ମୀଧର ମହାନ୍ତି ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ସୋରଦେବୀ ମନ୍ଦିର ନିକଟରେ ୨ଜଣ ଯୁବକଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଦେଖି ସେମାନଙ୍କ ତଲାସୀ…
Read More...

ବିଲକୁ ଯାଉଥିବା ବେଳେ ଶୁଖିଲା ଗଛର ଗଣ୍ଡି ପଡି ଯୁବକ ମୃତ ….

ରା.ଉଦୟଗିରି (ଆକାଶ ଦାସ): ଜୀବନ ଗୋଟେ ପାଣି ଫୋଟକା ଭଳି l ମୃତ୍ୟୁ କେମିତି ଓ କେତେବେଳେ ଯେ ଆସିବ କେହି ଆକଳନ କରିପାରିବେ ନାହିଁ l ସାଙ୍ଗ ହୋଇ ବିଲକୁ ଯାଉଥିବା ସମୟରେ ବାଟରେ ଜଗିଥିଲା ଯମ l ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ହାରିଲା l ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା…
Read More...

ଗାଁ ସାଥୀ ପରିବର୍ତ୍ତନ କରିବାକୁ ଉଠିଲା ଦାବୀ: ମନରେଗା କାମ କରି ମିଳୁନାହିଁ ଟଙ୍କା, କାମ କରି ନଥିବା ଲୋକଙ୍କ…

ଦାରିଙ୍ଗବାଡି( ଆଶୋକ ସିଂ): ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମଧ୍ୟମରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାରଙ୍କ ବ୍ୟବସ୍ଥା ଥିବା ବେଳେ ବ୍ଲକ ପ୍ରଶାସନର ତଦାରଖର ଅଭାବ ଓ ଗାଁ ସାଥୀମାନଙ୍କ ଲାଭ ଖୋର ମନବୃତି ରଖି ମାନମାନୀ କରୁଥିବା ଯୋଗୁଁ ସାଧାରଣ ଶ୍ରମିକ ଶ୍ରେଣୀର ଲୋକେ ନାହିଁ ନଥିବା…
Read More...

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବାଇକ ଗ୍ୟାରେଜ…..

ଗୁମ୍ମା(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ସାରିଏଲ୍ ଗମାଙ୍ଗଙ୍କ ବାଇକ୍ ଗ୍ୟାରେଜରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।  ଗ୍ରାମବାସୀ ତୁରନ୍ତ ଖବର ଦେବା ପରେ ଗୁମ୍ମା ଅଗ୍ନିଶ୍ରମ ବାହିନୀ ଅଫିସର୍…
Read More...

ରାସ୍ତା ଖରାପ ପାଇଁ ଗଡ଼ୁନି ସରକାରୀ ବସ, ଚାରଟି ପଞ୍ଚାୟତ ବାସି ହନ୍ତସନ୍ତ…

ଗୁମ୍ମା(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା  ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକକୁ ସଂଯୋଗ  କରୁଥିବା ହାଡୁଭଙ୍ଗୀ  ଠାରୁ ଗାଇବା ଗୁମ୍ମା  ରାସ୍ତା ଏବେ ମରଣଯନ୍ତା ପାଲଟିଛି l ସରକାର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନତୀ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର କରୁଛନ୍ତି ।…
Read More...

ନିର୍ଧାରିତ ତାରିଖରେ ଜମିମପା ନହେବାରୁ ଆବେଦନକାରି କ୍ଷୋଭୋ…

ଧର୍ମଗଡ଼(ଭବାନୀ ଗହିର): ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚଯାତ ସର୍ଗିଗୁଡା ଗ୍ରାମର ସୁମିତ୍ରା ମାଝୀ ସ୍ୱାମୀ-ରୁକଧର ମାଝୀଙ୍କ ଡିମାରାକେସନ ହୋଇଥିବା ଜମିକୁ ମାପିବାକୁ ଆସି ବୃନ୍ଦାବହାଲ ରାଜସ୍ବ ନିରୀକ୍ଷକ ଫେରି ଯାଇଥିବାରୁ ଶ୍ରୀମତୀ ମାଝୀ ଓ ତାଙ୍କ ପରିବାର କ୍ଷ୍ୟୋଭ ପ୍ରକାଶ କରିଛନ୍ତି l…
Read More...