Browsing Category
ଅପରାଧ
ବାଲିଗୁଡ଼ା ପୁଲିସ ହାତରେ ଲୁଟେରା…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମ ପଞ୍ଚାୟତ ଆଲୋକ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଲୁଟେରା ଝାମ୍ପି ନେଇଥିବା ଏକ ଲକ୍ଷ ଟଙ୍କା କୁ ପୋଲିସି ଜବତ କରିଛି I
ଏଥିରେ ସମ୍ପୂକ୍ତ ଥିବା ଅଭିଯୋଗରେ ପୁଲିସ ଗଞ୍ଜାମ ଜିଲ୍ଲା ଆସିକା ଥାନା…
Read More...
Read More...
ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଥାନାରେ ଅଭିଯୋଗ….
ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ବ୍ଳକର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଛାତ୍ରୀ ନିବାସର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି I ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନାରେ କେସ…
Read More...
Read More...
ମାଫିଆଙ୍କ ଦ୍ୱାରା ବେଧଡ଼କ ମୁରୁମ ଚାଲାଣ, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ତହସିଲ ଅଂଚଳରେ ଥିବା ପାହାଡ଼ ଓ ସଂରକ୍ଷିତ ଜମିରୁ ପ୍ରଶାସନ ଦୃତିଆଢୁଆଳରେ ବେଧଡ଼କ ଭାବେ ମୁରୁମ ଦିନ ରାତି ଚାଲାଣ ହେଉଥିବା ଅଭିଯୋଗ ହୋଇଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀରାମପଦା ଆଦର୍ଶ ବିଦ୍ୟାଳୟ…
Read More...
Read More...
ରୁଦାଙ୍ଗିଆ ଘାଟିରେ ଅଟୋ ଓଲିଟି ୮ ଆହତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଳକର ରୁଦାଙ୍ଗିଆ ଘାଟିରେ ଅଟୋ ଓଲଟି ଚାଳକଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି I ଆଜି ଟିକାବାଲି ବ୍ଲକ ଟପରବାଲି ଗ୍ରାମର ଗ୍ରାମବାସୀ ରାଇକିଆ ବ୍ଲକ ଦିଗୀ ଗ୍ରାମକୁ ବିବାହ ଭୋଜି ଖାଇ ଯାଇ ଥିଲେ I
ସନ୍ଧ୍ୟା ସମୟରେ ଅଟୋ…
Read More...
Read More...
ଶବ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦକୁ ନେଇ ମେଡିକାଲରେ ଚାପା ଉତେଜନା ଦେଖିବାକୁ ମିଳିଛି I ସୂଚନା ଅନୁଯାୟୀ ଗତ କାଲି ତିନି ସାଙ୍ଗ ଏକ 220 ପୋଲସ୍ ବାଇକରେ କୈାଣସି କାମରେ ଘୁ.ଉଦୟଗିରି ଠାରୁ ରାଇକିଆ ଅଭି ମୁଖେ…
Read More...
Read More...
ଜାକାମାହା ଠାରେ ଭାରସାମ୍ୟ ହରାଇ ବୋଲେର ଦୁର୍ଘଟଣା, ୨ ଆହତ…
ଭାରସାମ୍ୟ ହରାଇ ବୋଲେର ଦୁର୍ଘଟଣା, ୨ ଆହତ
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜାକାମାହା ଠାରେ ଏକ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଥିବାର ସୂଚନା ମିଳିଛି I ବୋଲେର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ବିଲ ମଧ୍ୟକୁ ଖସି ଯାଇ…
Read More...
Read More...
ଗଛରେ ବାଡ଼େଇ ହେଲା ବାଇକ, ଦୁଇ ମୃତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ବ୍ଲକ ବାକିଙ୍ଗିଆ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I
ଘଟଣା ଅନୁସାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରୁ ରାଇକିଆ ଅଭିମୁଖେ ଏକ ୨୨୦…
Read More...
Read More...
ଭାରସାମ୍ୟ ହରାଇ ବ୍ରିଜରେ ଧକ୍କା ହେଲା କାର, ୨ ଆହତ
ଅନୁସନ୍ଧାନ ଭାରତ(ବ୍ୟୁର): ବିଳମ୍ବିତ ରାତି ପ୍ରାୟ 2 ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ କଳିଙ୍ଗିଆ ସ୍ଥିତ P.W.D. ବଙ୍ଗଳା ନିକଟବର୍ତ୍ତୀ ବ୍ରିଜରେ ମାଡ଼ ହୋଇ ଏକ ମାରୁତି ଡିଜାଇର କାର ଦୁର୍ଘଟଣା ଘଟିଥିବା ସୂଚନା I
ସୂଚନା ଅନୁଯାୟୀ ସଞ୍ଜୟ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି…
Read More...
Read More...
କନ୍ଧମାଳରେ ସରୁନି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ହୋଇ ଥିବା ଅଭିଯୋଗ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳରେ ସରୁନି ଦାଦନ ଦୁଃଖ l ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, ଚେନ୍ନାଇ, ଓ ବେଙ୍ଗୁଲୁରକୁ ଦାଦନ ଖଟିବାକୁ ଯାଉଛନ୍ତି ଅଞ୍ଚଳ ବାସୀ I ହେଲେ ଦୁଃଖର ବିଷୟ କିଏ ଶବ ହୋଇ ଫେରୁଛି ତ ଆଉ କିଏ…
Read More...
Read More...
ସ୍କୁଟି ଓ ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ଆହତ
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ଟେଲିଫୋନ ଭବନ ସମ୍ମୁଖରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ସ୍କୁଟି ଏବଂ ସାଇକେଲ ମୁହାଁମୁହିଁ ଧକ୍କା ହୋଇ ଥିଲା I ଦୁର୍ଘଟଣାରେ ଗୁଡ଼ରୀପଡ଼ିର ଦୁବା ନାୟକ(50) ଗୁରୁତର ଆହତ ହୋଇଛନ୍ତି I
ସୂଚନା…
Read More...
Read More...