Browsing Category
ଅପରାଧ
ଘରବାରି ପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବରିଷ୍ଠ ରାଜସ୍ବ ସହାୟକ, ମାଡି ବସିଲା ଭିଜିଲାନ୍ସ…
ଅନୁସନ୍ଧାନ ଭାରତ(ବ୍ୟୁର): ସରକାରୀ ଦରମା ସାଙ୍ଗକୁ ଅନ୍ୟ କିଛି ହାତଖର୍ଚ୍ଚ ପାଇଁ ଚେଷ୍ଟା ଚାଲିଥିବା ବେଳେ ହାତରେ ଖର୍ଚ୍ଚ ଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକଙ୍କ ନିକଟରେ ପହଁଚିଲା ଭିଜିଲାନ୍ସ ଟିମ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ…
Read More...
Read More...
ନଭେମ୍ବର ୨୬ରେ ମହାତ୍ମା ଗାନ୍ଧୀ ମାର୍ଗ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ଶକ୍ତି ପ୍ରଦର୍ଶନ …….
ଅନୁସନ୍ଧାନ ଭାରତ(ବ୍ୟୁର): ବିଗତ ୨୦୧୮ ମସିହା ଜୁନ ମାସ ୨୫,୨୬ ଓ ୨୭ ତାରିଖ ଏକ ବୃହତ ଗଣ ଆନ୍ଦୋଳନ କରଯାଇଥିଲା । ଢୁ ଢୁ ବର୍ଷାକୁ ଖାତିର ନକରି ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ଆଉଟସୋର୍ସିଙ୍ଗ କର୍ମଚାରୀ ଯୋଗଦେଇଥିଲେ। ଯାହାକୁ ସମ୍ମାନ ଦେଇ ଓଡିଶାର ତତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ…
Read More...
Read More...
ଧାନ ଜମିରୁ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର…..
ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମ ନିକଟରେ ଥିବା ଏକ ଧାନ ଜମିରୁ ପୁଲିସ ଆଜି ଅପରାହ୍ନରେ ଜଣେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରିଛି । ଉକ୍ତ ବୃଦ୍ଧଙ୍କ ଘର ଯୋଗୀମାରୀ ଗ୍ରାମରେ ଏବଂ ନାମ ଅରକ୍ଷିତ ପ୍ରଧାନ (୫୦) ବୋଲି ଜଣାପଡ଼ିଛି । ଅରକ୍ଷିତ ଜଣେ ମାନସିକ…
Read More...
Read More...
ହିଞ୍ଜିଳି ପୁଲିସ ଦ୍ୱାରା ବିଭିନ୍ନ ଚୋରି ଘଟଣାରେ ତିନି ଅଭିଯୁକ୍ତ ଗିରଫ….
ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଂଜିଳି ଥାନାକୁ ମିଳିଛି ଏକ ବଡ ସଫଳତା। ଗତ ୩୦/୦୯/୨୦୨୨ରେ ପୋଚିଲିମା ପଞ୍ଚାୟତ କାର୍ୟଳୟର ନିର୍ବାହୀ ଅଧିକାରୀ ସାରଣୀ ଗମାଙ୍ଗ ପଂଚାୟତ କାର୍ୟଳୟରେ ଚୋରି ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ କରୁ କରୁ ଗତ କାଲି…
Read More...
Read More...
ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ପାଇଁ ପ୍ରଶାସନର ନାହିଁ ତତ୍ପରତା, ମୃତ ଶିଶୁ ଜନ୍ମ ଦେବାର ସପ୍ତାହ ପରେ ନିରୀହ…
ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଶାସନର ଅବହେଳା ଯୋଗୁଁ କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ହୋଇନ ଥିବାରୁ ଗୋଟିଏ ପରେ ଗୋଟିଏ ଗର୍ଭବତୀ ମହିଳାମାନଙ୍କ ମୁଣ୍ଡ ଗଡ଼ିବାରେ ଲାଗିଛି I ହେଲେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ…
Read More...
Read More...
ଘୁ.ଉଦୟଗିରି ତାରେଣୀ ମନ୍ଦିର ପରିସରରୁ ଉଦ୍ଧାର ହେଲା ୧୦ ଫୁଟିଆ ଅଜଗର……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ଶ୍ରୀରାମପଦା ସ୍ଥିତ ତାରେଣୀ ମନ୍ଦିର ପରିସରରୁ ଆଜି ଏକ ୧୦ ଫୁଟିଆ ଅଜଗର ସାପକୁ ଉଦ୍ଧାର କରିଛି ଘୁ.ଉଦୟଗିରି ସ୍ନେକ ହେଲ୍ପ ଲାଇନ ଟିମ । ଆଜି ଦିନ ୧୨ଟାରେ ଖବର ପାଇ ସାଗେଂ ସାଗେଂ ସ୍ନେକ ହେଲ୍ପ…
Read More...
Read More...
୬ଟିକିଆ ହାତୀପଲ ଘଉଡାଇବାରେ ବନ ବିଭାଗ ବିଫଳ, ହାତୀ ସହ ସେଲ୍ଫି ଓ ଭିଡିଓ ନେଉଛନ୍ତି ଲୋକେ….
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ୬ଟିକିଆ ହାତୀ ପଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିର୍ଘ ଦିନ ହେବ ଲିମାବେଡା ଓ ଗୁଡା ଅଞ୍ଚଳରେ ଏହି ହାତୀ ପଲ୍ଲ ଘୁରି ବୁଲୁଛନ୍ତି । ଯାହାକି ଉଭୟ ବନ ବିଭାଗ ଏବଂ ଚାଷିକୂଳଙ୍କ ସମସ୍ୟା ନୟାନ୍ତ ହୋଇ ପଡୁଥିବା…
Read More...
Read More...
କୁଲାଡ଼ ପେଟ୍ରୋଲ ପମ୍ପରେ ବାଇକ ଦୁର୍ଘଟଣା, ଚାଳକ ଗୁରୁତର…
ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କୁଲାଡ଼ ପେଟ୍ରୋଲ ଫମ୍ପ ନିକଟରେ ଶୁକ୍ରବାର ରାତ୍ରରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଘଟି ଚାଳକ ( ପ୍ରମୋଦ କୁମାର ଗୌଡ଼ (୨୭) ଗୁରୁତର ଆହତ ହୋଇଛନ୍ତି। ସୂଚନା ପ୍ରକାରେ, ପ୍ରମୋଦ ରାତ୍ର ସମୟରେ ଉକ୍ତରାସ୍ତାରେ ଆସୁଥିବା…
Read More...
Read More...
ଗାଙ୍ଗପୁର ଅଞ୍ଚଳର ବିଭିନ୍ନ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଗାଙ୍ଗପୁର ପୁଲିସ……
ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ଥିବା ବ୍ୟାଙ୍କର ସୁରକ୍ଷା ଯାଞ୍ଚ କରିଛନ୍ତି ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ । ବିଭିନ୍ନ ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ଢିଲା ଦେଖି ଶ୍ରୀ ସାହୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ…
Read More...
Read More...
ବକେୟା ଟଙ୍କା ଫେରସ୍ତକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ…..
ଅନୁସନ୍ଧାନ ଭାରତ(ବ୍ୟୁର): ବକେୟା ଟଙ୍କା ଫେରସ୍ତ କରିବାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ଖାଜା ସାହିର ଏସକେ ମାକସୁଦ୍ ଓରଫ…
Read More...
Read More...