Browsing Category

ଅପରାଧ

ପରିବର୍ତ୍ତନ ନା ପ୍ରହସନ ?? ପରିବର୍ତ୍ତନ ମେଳା ପରେ ମଧ୍ୟ ବଦଳି ନାହିଁ ସୁଗାମାହା ଗ୍ରାମବାସୀଙ୍କ ଭାଗ୍ୟ, ବର୍ତ୍ତମାନ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ସୁଗାମହା ଗାଁକୁ ନାହିଁ ପକ୍କା ରାସ୍ତା I ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପରିବର୍ତ୍ତନ ମେଳାର ଆୟୋଜନ କରାଯାଇଥିଲା I ହେଲେ…
Read More...

ଜନ ସୂଚନା ଅଧିକାରୀଙ୍କ ଅବହେଳା, ଅପିଲ ପରେ ବି ଆବେଦନକାରୀଙ୍କ ହାତ ଖାଲି…

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲାରେ ସୂଚନା ଅଧିକାର ଆଇନକୁ ଖୁଲମଖୁଲା ଉଲଂଘନ କରାଯାଇ ଥିବାର ଦେଖା ଦେଇଛି I ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଅନ୍ତର୍ଗତ ପ୍ରଧାନୀପଡ଼ା ଗାଁର ଡମେ ମାଝୀ ଜନସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାରୀଙ୍କ ନିକଟରେ ୨୨/୧୧/୨୦୨୨ ରେ…
Read More...

ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶିକିରି ଗ୍ରାମର ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର…..

ଅନୁସନ୍ଧାନ ଭାରତ(ବ୍ୟୁର): ନିଖୋଜ ଥିବା ମହିଳାଙ୍କ ମୃତଦେହ ଶନିବାର କବିସୂର୍ଯ୍ୟନଗର ଅଧିନସ୍ଥ ଜଗତି ପାହାଡ଼ରୁ ଉଦ୍ଧାର ହୋଇଛି। ଗତ ୨୩ ତାରିଖରୁ ହିଞ୍ଜିଳି ଥାନା ଶିକିରି ଗ୍ରାମର ଅମୂଲୀ ନାହାକ ନିଖୋଜ ରହିଥିବା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିଵାର ଲୋକେ । ଘଟଣାରୁ…
Read More...

ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ, ମାସମାସ ଧରି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ରାଶି….

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ନିର୍ମାଣ କଲେ ସତ ହେଲେ ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା ଦେଖାଦେଇଛି । ଯାହା ଫଳରେ  କାମକରି ମଧ୍ୟ ପାରିଶ୍ରମିକ ପାଇ…
Read More...

୨ ନାବାଳିକା ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ, ଆଦିବାସୀ ସଂଘର ଥାନା ଘେରାଉ ଚେତାବନୀ…..

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାଜୀବାହାଳି ରାସ୍ତାରେ ଦୁଇ ଜଣ ଆଦିବାସୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଁ ନ ଥିବାରୁ ଲାଞ୍ଜିଗଡ ବ୍ଲକ ଆଦିବାସୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ…
Read More...

ଯୁବ ସୁଲଭ ମେଳାପୀ ବସ ଡ୍ରାଇଭରଙ୍କ ଅକାଳ ବିୟୋଗ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର-୨ ଚୁଆଁ ସାହି ବାସିନ୍ଦା ତଥା ଯୁବ ସୁଲଭ ଘରୋଇ ବସ ଡ୍ରାଇଭର ସୁମନ୍ତ ନାୟକଙ୍କ ଆଜି ଅକାଳ ବିୟୋଗ ଘଟିଛି I ସେ ଜଣେ ମିଷ୍ଟ ଭାଷୀ ଯୁବ ସୁଲଭ ବ୍ୟକ୍ତିତ୍ବ ଥିଲେ I ମୃତ୍ୟୁ ବେଳକୁ ତାଙ୍କ ବୟସ ୪୨ ବର୍ଷ ହୋଇଥିଲା…
Read More...

ସୁନାନ୍ତର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୭ ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗାଁରେ ଗତ ତିନିଦିନ ତଳେ ଗୋଷ୍ଠୀ ସଂଘର୍ଷ କୁ ନେଇ ଉଭୟ ପକ୍ଷରୁ ସାତ ଜଣ ଆହତ ହୋଇ ଥିଲେ I ଏହି ଘଟଣାକୁ ନେଇ ପୁଲିସ ମଙ୍ଗଳବାର ରାତ୍ରରେ ସୁନାନ୍ତର ଗାଁରେ ଚଢ଼ାଉ କରି ଗାଁର ଜଣା ଶୁଣା ବିଜେଡି ନେତା ନିରଞ୍ଜନ…
Read More...

ବିଜେପୁର ଥାନାଞ୍ଚଳରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଥାନାରେ ମାମଲା, ୫ ଅଭିଯୁକ୍ତ ଫେରାର…..

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଲଜ୍ୟା ଜନକ ଘଟଣା । ଏହି ଥାନା ଅଞ୍ଚଳର ବେନଗାଁ ଠାରେ ଅନୁଷ୍ଠିତ ମାଁ ତାରିଣୀ ଯାତ୍ରା ନାଟକ ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତିନଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଥିବା…
Read More...

କନ୍ଧମାଳ ଜିଲ୍ଲାରେ ଟିପିଏସଓଡିଏଲର ମନମାନି: ମରାମତି ବାହାନାରେ ହେଉଛି ଆଘୋଷିତ ବିଦ୍ୟୁତକାଟ, ଉପଭୋକ୍ତା…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ I ଯାହା ପାଇଁ ଅସହ୍ୟ ତାତି କମିବାର ନାଁ ନେଉନାହିଁ । ସକାଳ ୮ରୁ ପ୍ରବଳ ଖରା ହେଉଥିବା ବେଳେ ବାହାରକୁ ବାହାରିବା କଷ୍ଟ ହେଉଛି । ମୁଣ୍ଡ ଫଟା ଖରା ହେଉଛି ଦେହରେ ଖରା ବାଜିଲେ ଛୁଞ୍ଚି ଫୋଡ଼ିବା ଭଳି ମନେହେଉଛି I ତାସାଙ୍ଗକୁ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୂଜାଗଡ ଗ୍ରାମରେ ଦଣ୍ତଯାତ୍ରା ଉଦଯାପିତ ଅବସରରେ ସାଂସ୍କୃତିକ କାଯ୍ୟକ୍ରମରେ ଅଘଟଣ ଘଟି ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ମୂଜାଗଡ ଗ୍ରାମର ଦୟା ଜେନାଙ୍କ ପୁଅ ମୁକେଶ…
Read More...