Browsing Category

ଅପରାଧ

ଗଂଜେଇ ଚୋରା ଚାଲାଣ ବେଳେ ଦୁଇ ଯୁବକଙ୍କୁ କାବୁ କଲା କୋଟଗଡ ପୁଲିସ….

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ପୁଲିସ ନାକା ବେଳେ ଧରା ପଡିଲା ଗଂଜେଇ ବୋଝେଇ ଚେବରଲେଟ କାର l ତୁମୁଡିବନ୍ଧ  ଥାନା ସବ ଇନ୍ସପେକ୍ଟର ସର୍ବେଶ୍ୱର ଖାଡେଙ୍ଗାଙ୍କ ଗଂଜେଇ ଚେକିଂ ବେଳେ ଖଣ୍ଡିଆଗୁଡା ଆଡୁ ଏକ ପଶ୍ଚିମବଙ୍ଗ ନମ୍ବର ଥିବା ଚେବରଲେଟ କାର କ୍ଷିପ୍ର ଗତିରେ କୋଟଗଡ…
Read More...

କଇଠପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା, ତିନି ଆହତ….

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଠପଦର ଛକ ନିକଟରେ ଆଜି ସଂଧ୍ୟା ସାତଟା ବେଳେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣା ରେ 3 ଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ଜକରା ବନ୍ଦ ଗ୍ରାମର କୁନା ବୁରୁଜାଙ୍ଗ ଗ୍ରାମର ପୁରୁସ୍ତମ…
Read More...

ରା.ଉଦୟଗିରି ଅବକାରୀ ବିଭାଗ ଦ୍ବାରା ଅଟୋ ସହ ୬୦ କେଜି ଗଞ୍ଜେଇ ଜବତ….

ରା ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ପରିମଳ ଗ୍ରାମରୁ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । କୌଣସି ଏକ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ଥାନାଧିକାରୀ ସୁଦର୍ଶନ ବିଷୋୟୀ ତଥା ସ୍ଥାନୀୟ ଓ.ଆଇ.ସି ଏନ୍. ତିରୁପତି ରାଓ ଏବଂ ଅବକାରୀ ଟିମ୍ ମିଶି ସମ୍ବଲପୁର…
Read More...

ମାର୍ଲବା ଘାଟିରେ ହିଟାଚି ବୋଝଇ ଟ୍ରକ ଦୁର୍ଘଟଣାଗ୍ରସ୍ତ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ମାର୍ଲବା ଘାଟିରେ ଏକ ହିଟାଚି ବୋଝଇ ଟ୍ରକ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଦୁର୍ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଖଜୁରୀପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି…
Read More...

ବଡ଼ ଭାଇଙ୍କୁ ଛୁରା ମାଡ଼ କରି ହତ୍ୟା କଲା ସାନ ଭାଇ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ରେବିଡି ଗାଁରେ ବଡ଼ ଭାଇକୁ ସାନ ଭାଇ ଛୁରା ମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ  ଅଜ୍ୟମ ଦଳ ବେହେରା ବୋଲି ସୂଚନା ରହିଛି । ବଡ ଭାଇ ଅଜ୍ୟମ ଓ ସାନ ଭାଇ ସୁଦିପ ଦଳ ବେହେରାଙ୍କ…
Read More...

ଗ୍ରାମକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଏକ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ମାଗୁଥିବା ଅଭିଯୋଗ…..

ରା ଉଦୟଗିରି(ଆକାଶ ଦାସ): ଏପରି ଏକ ଅଭିଯୋଗ ଆସୁଛି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ତରବଙ୍ଗ ଗ୍ରାମରୁ। ଜିଲ୍ଲା ସଦରମହକୁମା ଠାରୁ ୧୧୦ ଓ ବ୍ଲକ ସଦରମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ଅବସ୍ଥିତ ତରବଙ୍ଗ ଗ୍ରାମ । ଏହି ଗ୍ରାମରେ…
Read More...

ଟ୍ରାକ୍ଟର ଓଲଟି ୩ ଘଣ୍ଟା ରାସ୍ତା ଅବରୋଧ, ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ପୁଣି ଏକ ଦୁର୍ଘଟଣା । ଉକ୍ତ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ା ନିକଟ ବଡୁନୁ ଘାଟି ବୁଲାନ୍ତି ଗୋଟିଏ ଟ୍ରାକ୍ଟର ଭାରସାମ୍ୟ ହାରାଇ ଓଲଟି ପଡ଼ିଥିବା ଜଣା ପଡ଼ିଛି । ଆହତ ଡ଼୍ରାଇଭର ଜଣକ ହେଉଛନ୍ତି କୁମ୍ଭାରୀ ଗାଁ…
Read More...

ବ୍ରାହ୍ମଣୀଗାଁ ବଡ଼ଶଙ୍ଖ ଛକ ଠାରେ ବସ ଓ ବାଇକ ମୁହା ମୁହିଁ ଧକ୍କା ଘଟଣା, ଦୀର୍ଘ ୮ ଘଣ୍ଟାର ଆନ୍ଦୋଳନ ପରେ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବଡ଼ଶଙ୍ଖ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ ଓ ବାଇକ୍ ମୂହାମୁହିଁ ଧକ୍କାରେ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ  ଆଉ ଜଣେ ଗୁରୁତର ଆହତ ହୋଇ ଥିବା ଜଣା ପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି…
Read More...

ପୁଲିସ କବ୍‌ଜାରେ ଯୌନ ରାକ୍ଷାସ ପ୍ରେମାନନ୍ଦ…..

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଲସି ପ୍ରେମାନନ୍ଦ ବଳିଆରର୍ସିଙ୍କୁ ଯୌନ ଉଦ୍ଦୀପକ ଭିଡ଼ିଓ ଉତ୍ତୋଳନ ଅଭିଯୋଗରେ ତୁମୁଡିବନ୍ଧ ପୁଲିସ ଗିରଫ କରିଛି । ସୂଚନା ପ୍ରକାର ପୂର୍ବରୁ ପ୍ରେମାନନ୍ଦ ତୁମୁଡିବନ୍ଧ ବନ୍ଧ ବ୍ଲକରେ ଜୀବିକା ମିଶନରେ…
Read More...

କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା: ୧ ମୃତ ୧୦ରୁ ଅଧିକ ଆହତ..

ଅନୁସନ୍ଧାନ ଭାରତ(ନୀଳମାଧଵ ପ୍ରଧାନ): ଭୁସ୍ଖଳନର ଦୀର୍ଘଦିନ ପରେ କିଛିଦିନ ହେବ ଯାତାୟାତ ସ୍ୱାଭାବିକ ହେବା ପରେ ଆଜି ଭୋର ୪ ଟାସମୟରେ ଏକ ଘରୋଇ ବସ ଶ୍ରୀରାମ (OD ୦୫ ୦୬୨୯)ନାମକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ବସଟି ବରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ…
Read More...