Browsing Category

ଅପରାଧ

ବଜ୍ରାଘାତରେ କତିଙ୍ଗିଆ ଛକର ମହିଳାଙ୍କ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର କତିଙ୍ଗିଆ ଛକର ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରି ଥିବା ଦେଖିବାକୁ ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ କତିଙ୍ଗିଆ ଛକ ନିବାସୀ ମନୋଜ କୁମାର ପ୍ରଧାନଙ୍କ ପତ୍ନୀ ଅମ୍ରିତା ପ୍ରଧାନ…
Read More...

ଟିକାବାଲି ଭୋଇ ସାହିର ଯୁବ ଡ଼ାକ୍ଟର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ…

ଟିକାବାଲି(ସାନୁଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଭୋଇ ସାହିର ଯୁବ ଡ଼ାକ୍ଟର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ଟର ଭାବରେ କାର୍ଯ୍ୟ କରୁଥିବା ବେଳେ ଶନିବାର ରାତ୍ର ପ୍ରାୟ 10 ଟାରେ ତାଙ୍କୁ କେହି ଅପହରଣ କରିନେଇଥିବା…
Read More...

ଫୁଲବାଣୀ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଚରାଧୀନ କଏଦୀ ମୃତ, ପୁଲିସ ପିଟି ପିଟି କଏଦୀକୁ ଜୀଵନରେ ମାରି ଦେଇ…

ଅନୁସନ୍ଧାନ ଭାରତ(ବ୍ୟୁର): କୋର୍ଟ ୱାରେଣ୍ଟ କେସ ରେ ଆତ୍ମ ସମର୍ପଣ କରିଥିବା ବିଚରାଧୀନ କଏଦୀଙ୍କର ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡ଼ା ଗ୍ରାମର ଲୋକନାଥ ଦିଗାଲଙ୍କ…
Read More...

ମେରୁଯାତ୍ରାରେ ବୃଦ୍ଧାଙ୍କ ମୃତ୍ୟୁ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଗାଲେରୀ ଗ୍ରାମ ଶନିବାର ମଧ୍ୟାହ୍ନରେ ମେରୁଯାତ୍ରା ଦେଖିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣଙ୍କ ଜଗନ୍ନାଥପ୍ରସାଦ ଥାନା ଅଧିନ ରାଉତି ଗ୍ରାମର ସ୍ବର୍ଗତ ସଚ୍ଚି ବେହେରାଙ୍କ ପତ୍ନୀ ତନୁ ବେହେରା(୬୫)।…
Read More...

କୂଅରେ ପଡି ୩ ବର୍ଷର ଝିଅ ମୃତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ କଳିଙ୍ଗପଦର ଗ୍ରାମ ବାଘୁଆ ସାହିରେ ଏକ କୂଅରେ ପଡି ଜଣେ ୩ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଗ୍ରାମର ଦୁଖୀଶ୍ୟାମ ସାହୁଙ୍କ ଝିଅ ପ୍ରୀୟାଂଶି । ଆଜି ଅପରାହ୍ନ ସମୟରେ ସେ ଗ୍ରାମରେ ଖେଳୁଥିବା ସମୟରେ…
Read More...

ସରୁନି ଦାଦାନ ଦୁଃଖ: କେରଳ ରାଜ୍ୟ ପେରାମ ବାବୁରେ ଦାଦନ ଖଟିବାକୁ ଜାଇଥିବା ପ୍ରବାସୀ ଓଡ଼ିଆ ଆଦିବାସୀ ଯୁବକଙ୍କ ସନ୍ଦେହ…

ଅନୁସନ୍ଧାନ ଭାରତ(ବ୍ୟୁର): ସରୁ ନାହିଁ ପ୍ରବାସୀ ଓଡ଼ିଆଙ୍କ ଦାଦାନ ଦୁଃଖ l ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଜୀବନ ହରାଉଛନ୍ତି ଅନେକ ଓଡ଼ିଆ ଯୁବକ l ଆଜି ପୁଣି କେରଳ ରାଜ୍ୟରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟି…
Read More...

ଗଛରେ ପିଟିହେଲା ଯାତ୍ରୀବାହୀ ବସ, ୨୧ ଯାତ୍ରୀ ଆହତ….

ଭଞ୍ଜନଗର(ନିଲୁ ବିଷୋୟୀ): ରାସ୍ତାକଡରେ ଥିବା ଗଛ ସହ ଧକ୍କା ହେଲା ଯାତ୍ରୀବାହୀ ଘରୋଇ ବସ୍ । ବସରେ ଥିବା ପ୍ରାୟ ୨୧ ଜଣ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଆହତ ହୋଇଛନ୍ତି । ବେଲଗୁଣ୍ଠା ଥାନା ଅଧୀନ ନୂଆଗାଁ ବଡ଼ନଦୀ ସେତୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟ ବଶତ ଏଥିରେ କାହାର…
Read More...

ସଡ଼କ ଦୁର୍ଘଟଣାରେ ଦୁଇ ଦଣ୍ଡୁଆ ମୃତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଦଣ୍ଡୁଆଙ୍କ ପ୍ରାଣ ହାନି ଘଟିଥିବା ଜଣା ପଡ଼ିଛି । ଦଣ୍ଡୁଆମାନେ ଏକ ପିକ-ଅପ ଭ୍ୟାନ ଯୋଗେ ବ୍ରହ୍ମପୁରରୁ କ୍ଷେତ୍ରୀୟ ବରପୁର ଫେରୁଥିବା ସମୟରେ ସ୍ଥାନୀୟ ସୋମପୁର ଛକ…
Read More...

ଗଣ୍ଡଳା ଗ୍ରାମରେ ଅଘଟଣ, ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀ ମୃତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଗଣ୍ଡଳା ଗ୍ରାମରେ  ଏକ ଅଘଟଣ ଘଟିିଛି । ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ବଦ୍ୟୁତ ନେଲା ଜୀବନ । କାମ କରୁଥିବା ସମୟରେ ବିତ୍ୟୁତ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ।…
Read More...

ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ: ବନ୍ଧୁକ, ଖଣ୍ଡା ଓ ଗୁଳି ଜବତ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ପୁଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ କାବୁ କରି ପଚରାଉଚରା ପରେ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ କାଳିଆପଲ୍ଲୀ ଗ୍ରାମର ପବିତ୍ର ନାୟକ ଓରଫ ରାହୁଲ । ତା ନିକଟରୁ ଏକ ବାଇକ୍, ଗୋଟିଏ…
Read More...