Browsing Category

ଅପରାଧ

ବର୍ଷେ ନ ପୂରୁଣୁ ସୁନ୍ଦର ନାଳ ରାସ୍ତାର ଅବସ୍ଥା ସାଙ୍ଘାତିକ, ନିମ୍ନ ମାନର କାମ ଅଭିଯୋଗ….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଂଚାୟତର ଡୋଙ୍ଗରିପାଲିରୁ ବୁଦ୍ଧିକୋମନା ରାସ୍ତା ସୁନ୍ଦର ନାଳ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଟ ୩,୧୫,୯୪,୮୮୮.୦୦ (ତିନି କୋଟି ପନ୍ଦର ଲକ୍ଷ ଚଉରାନବେ ହଜାର ଆଠଶହ ଅଠାଅସି)ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ…
Read More...

ଖାଲଖମାରେ ପରିପୂର୍ଣ୍ଣ ବଡ଼କୋଦଣ୍ଡା ରାସ୍ତା, ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ….

ଭଞ୍ଜନଗର(ନିଲୁ ବିଷୋୟୀ): ବଡ଼କୋଦଣ୍ଡା ଠାରୁ ଭଞ୍ଜନଗର ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ରକ୍ଷଣା ବେକ୍ଷଣ ଅଭାବରୁ ଦୁଇ ବର୍ଷରୁ ଉର୍ଦ୍ଧ ହେବ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ, ପଥର ମେଟଲ ଉଠି ଖାଲ ଖମା ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ସାମାନ୍ୟ ବର୍ଷା ହେଲେ…
Read More...

ସାନ୍ଦୁଲ ସେତୁ ନିର୍ମାଣ ପାଇଁ ଆସି ଥିବା ସରକାରୀ ଅନୁଦାନରୁ ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦୁରୁପଯୋଗ ହୋଇଥିବା…

କଳାହାଣ୍ଡି(ନୃପରାଜ ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ଠାରୁ ନର୍ଲାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବେହେରାପାଟି ନିକଟସ୍ଥ ସାନ୍ଦୂଲ୍ ସେତୁ ନିର୍ମାଣ ପାଇଁ ପାଖାପାଖି ତିରିଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡ଼ାଇଭର୍ଶନ ରୋଡ ଏବଂ କଲଭଟ ଅତି ତରବରିଆ ଭାବରେ ୨୦୨୩…
Read More...

ଦାରିଙ୍ଗବାଡିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ….

ଦାରିଙ୍ଗବାଡି( ଆଶୋକ ସିଂ ): କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଓ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ମିଳିତ ଜନ ଶୁଣାଣି କାର୍ଯକ୍ରମ ସୋମବାର ଦିନ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୨୭ଟି ଅଭିଯୋଗ ମଧ୍ୟରେ ୫୮ଟି ସାମୁହିକ ଓ…
Read More...

ଡେରାବିଶରେ ଦିଲ୍ଲୀ ପୁଲିସ ଓ ଆଣ୍ଟି ନାରକୋଟିକ ସ୍ୱାର୍ଡ…

କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ): ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁନା ଚୋରି ଓ ଚୋରା ସୁନା ବିକ୍ରେତାମାନଙ୍କର ଡେରାବିଶ୍ ଚାନ୍ଦୋଳ ବଜାରର ଜୟ ନାରାୟଣ ଜୁଏଲାରୀ ସହ ଯୋଗାଯୋଗ ହୋଇ ଡ଼ିଲିଙ୍ଗ ହେଉଥିଲା । ଜୟ ନାରାୟଣ ଜୁଏଲାରୀର ମୁଖ୍ୟ ଶ୍ରୀକାନ୍ତ ସାହୁ 2012 ମସିହାରୁ 2014 ମସିହା…
Read More...

ବିଦ୍ୟୁତ୍ ଆଘାତରେ ଅଟୋ ଚାଳକଙ୍କ ମୃତ୍ୟୁ…

ଭଞ୍ଜନଗର(ନିଲୁ ବିଷୋୟୀ): ଅସାବଧାନତାରୁ ବିଦ୍ୟୁତ୍ ଆଘାତରେ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କ୍ଷତ୍ରିୟବରପୁର ରମେଶ୍ ସାହୁ (୫୨) । ସେ ଅଞ୍ଚଳରେ ଅଟୋ ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସୋମବାର ସକାଳେ ରମେଶ ନିଜ ଘର ପାଖରେ ଚଲାବୁଲା…
Read More...

କୁଡୁତୁଲି ଠାରୁ ଡାମେରିକିଆ ମଧ୍ୟରେ ନିର୍ମାଣଧୀନ ସେତୁ ସରିବ କେବେ ?

ବାରଖମା(ସନ୍ଦୀପ କୁମାର ନାୟକ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁଡୁତୁଲି ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କୁଡୁତୁଲି ଓ ଡାମେରିକିଆ ମଧ୍ୟରେ ୧ କୋଟି ୭୯ ଲକ୍ଷ ୬୦ ହଜାର ଟଙ୍କାରେ ଏକ ସେତୁ ନିର୍ମାଣ ନିମନ୍ତେ ଠିକାଦାର ଶ୍ରୀମତୀ ଦେମନ୍ତି ଅଗ୍ରୱାଲ କାର୍ଯ୍ୟାଦେଶ ପାଇଥିଲେ ।…
Read More...

ଗାଇବା ପଞ୍ଚାୟତ ବୁରୁଡ଼ା ଗ୍ରାମରେ ପୋଖରୀ ଖୋଳିବା ନାଁରେ ଦୁର୍ନୀତି ଅଭିଯୋଗ….

ପାରଳାଖେମୁଣ୍ଡି( ପ୍ରବୀଣ କୁମାର ଲିମା ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚଯାତର ବୁରୁଡ଼ା ଗ୍ରାମ ଏକ ଆଦିବାସୀ ଗ୍ରାମ l ଏହି ଗ୍ରାମର ଘର ସଂଖ୍ୟା ପ୍ରାୟ 100 ଥିବା ବେଳେ ପୁରୁଷ ଆଉ ମହିଳା ଜନସଂଖ୍ୟା ପ୍ରାୟ 400ରୁ ଉର୍ଦ୍ଧ୍ବ ହୋଇ ଥିବା ବେଳେ ଗ୍ରାମର ଆଦିବାସୀ ମୁଖ୍ୟତଃ…
Read More...

ପରମପାଙ୍ଗା-ଗୁମୁଡୁମାହା ରାସ୍ତାର ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଯଥା ସମ୍ଭବ ରାସ୍ତାର ମରାମତି ସହ…

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପଙ୍ଗା ଗ୍ରାମ ପଞ୍ଚାୟତ ଠାରୁ ଗୁମୁଡୁମାହା ଗ୍ରାମ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ କରାଯାଇଥିଲା । କିନ୍ତୁ କାମଟି ବହୁ ନିନମମାନର ହୋଇଥିବାରୁ ଏହି ଲଗାଣ ବର୍ଷାରେ ରାସ୍ତାଟି ଦବୀ ଯାଉଥିବାରୁ ଯାତାୟାତ…
Read More...

ଅସାବଧାନତା ହେଲା କାଳ, 300 ଫୁଟ ଗାତକୁ ଖସି ଯୁବକ ମୃତ….

ରାଇକିଆ(ଦାନିଏଲ ଦିଗାଳ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକଅନ୍ତର୍ଗତ ଗୁମାମାହା ପଞ୍ଚାୟତ ନିକଟସ୍ଥ ମଣ୍ଡାସର ପର୍ଯ୍ୟଟନ ସ୍ଥଳୀରେ ଏକ ଅଭାବନୀୟ ଘଟଣା ଘଟିଛି l ପାଞ୍ଚ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବା ସମୟରେ ଉଚ୍ଚ ପଥର ଶୃଙ୍ଗକୁ ଚଢିବାକୁ ଚେଷ୍ଟା କରିଥିବା ବେଳେ ଗାତକୁ ଖସି ବନ୍ଦନା…
Read More...