Browsing Category
ଅପରାଧ
ଅବକାରୀ ବିଭାଗ ପକ୍ଷରୁ ବଡ ଧରଣର ଚଢ଼ାଉ, ୫ ହଜାର କିଲୋ ମହୁଲପୋଚ ନଷ୍ଟ….
ଭବାନୀପାଟଣା(ତୁଳମଣି ନାଗ ): ଜୟପାଟଣା ଥାନା ଅନ୍ତର୍ଗତ ତୁମରିଖୋଲ ଜଙ୍ଗଲରେ ଜୟପାଟଣା ଅବକାରୀ ବିଭାଗ, ପୁଲିସ ଓ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ April କରାଯାଇଛି । ଏଥିରେ ବେଆଇନ ଭାବେ ପ୍ରସ୍ତୁତ କରାଯାଇଥିବା ୩ ଶହ ଲିଟର ଦେଶୀ ମଦ ସହ ୫ ହଜାର କେଜି ମହୁଲପୋଚ ନଷ୍ଟ କରାଯାଇଛି…
Read More...
Read More...
ପୋଖରୀରେ ବୁଡ଼ି ଯୁବକ ମୃତ…
ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ମହାସିଂ ଗ୍ରାମର ଭକ୍ତରାମ ପୂଜାରୀ ନାମକ ଜଣେ ଯୁବକ ପୋଖରୀକୁ ଗାଧେଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧେଇବାକୁ…
Read More...
Read More...
ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ…..
ନୁଆପଡ଼ା( ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ଵତୀ ଶିଶୁ ବିଦ୍ଯାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ଉଦଘାଟନ ସଭାରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ଜିଲ୍ଲା ଭାଜପା ସଭାପତି ସୁବ୍ରତ କୁମାର ଠାକୁର ଓ…
Read More...
Read More...
ଚୋରି ଅଭିଯୋଗରେ ତିନି ଗିରଫ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ଗୋଲାପଡା ଓ ବେଲଗୁଣ୍ଠା ଇଲାକାରେ ଇଲେକ୍ଟ୍ରିକ୍ ତାର ଚୋରି ଅଭିଯୋଗରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରିକ୍ ତାର ଚୋରି କରୁଥିବା ବେଳେ ଗତ କିଛି ଦିନ ତଳେ…
Read More...
Read More...
ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ବାବୁ, ୪ଲକ୍ଷ ୯୨ ହଜାର ଟଙ୍କା ଧରି ଯାଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଗୋଲାମୁଣ୍ଡା…
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସନ୍ଧ୍ୟାରେ ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜାରିଙ୍ଗ ଛକ ନିକଟରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକଙ୍କ ଗାଡିକୁ ଅଟକାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଥିଲେ । ବିଡ଼ିଓ ଅକ୍ଷମିତା କାର୍ତିକ ଗାଡି ନମ୍ବର ଓଡ଼ି ୦୨ ସିଏଚ ୨୪୨୪…
Read More...
Read More...
ବୁଦ୍ଧିକୋମନା–୬ ସୁନ୍ଦର ନାଲା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଅଭିଯୋଗ…..
ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା–୬ ସୁନ୍ଦର ନାଳାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାରାଯାଉଛି । ଅବଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ ନ ହେବା ପୂର୍ବରୁ ଫାଉଣ୍ଡେଶନ ଭାଙ୍ଗିଗଲାଣି । କିଛିଦିନ ଭିତରେ ପମ୍ପହାଉସ ପଡିଯିବା ସମ୍ଭାବନା…
Read More...
Read More...
ମୋହନା ବ୍ଲକରେ ଜନନୀ ଯନ୍ତ୍ରଣା, ୪ କିଲୋ ମିଟର ଦୁଳାରେ ବୁହା ହେଲା ଗର୍ଭବତି ମହିଳା..
ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ମୋହନା ବ୍ଳକ ଏକ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟେ ନାହିଁ । ଏହି ଆଦିବାସୀମାନେ ପାହାଡ଼ ଉପରେ ଘର କରି ନିଜ ପରିବାର ସହ ଖୁସିରେ ରୁହନ୍ତି l ଜଙ୍ଗଳରେ ଯାହା ଫଳମୂଳ ଉତ୍ପାଦନ ହୁଏ…
Read More...
Read More...
ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୋଷ୍ଟିଉନ୍ନୟନ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ….
ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓ ଆକାଶ କୁମାର ପଣ୍ଡା ଏବଂ ଅଧ୍ଯକ୍ଷା ସୁନେମି ମଣ୍ଡଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶ୍ରମିକ ସମବାୟ ସମିତି ମୁଖ୍ୟ କର୍ମକର୍ତ୍ତାମାନେ…
Read More...
Read More...
ଭିନ୍ନକ୍ଷମ ପ୍ରମାଣପତ୍ର ନ ମିଳିଲେ ୯ରେ ଜିଲ୍ଲାପାଳ କାର୍ଯ୍ୟଲୟ ଘେରାଉ….
ନୂଆପଡ଼ା(ବିରବଲ ପ୍ରଧାନ ): ନୂଆପଡ଼ା ଜିଲ୍ଲାରେ ୮ ବର୍ଷରୁ ଉର୍ଦ୍ଧ ହେବ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁ ନ ଥିବାରୁ ହିତାଧୂକାରୀ ଚାକିରି, ଭତ୍ତା, ଲୋନ ଇତ୍ୟାଦି ପାଇଁ ଆବେଦନ କରି ନ ପାରି ହଇରାଣ ହେଉଥିବା ଅଭିଯୋଗ । ଆସନ୍ତା ୬ତାରିଖ ସୁଦ୍ଧା ପ୍ରମାଣପତ୍ର ନ ମିଳିଲେ ୯ରେ ଜିଲାପାଳଙ୍କ…
Read More...
Read More...
ତରବରିଆ ଭାବେ ଉଦ୍ଘାଟିତ ହୋଇଥିବା ତାକୁଡା ବିଦ୍ୟୁତ୍ ସବଷ୍ଟେସନର ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଦାବୀ….
ନୟାଗଡ଼(ରତ୍ନାକର ହୋତା): ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବିକାଶ ଧାରାରେ ଯୋଡ଼ି ହୋଇଛି ୩୩/୧୧ କେଭି ଇଲେକ୍ଟ୍ରି ସବଷ୍ଟେସନ । ଆଦିବାସୀ ଅଞ୍ଚଳ ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ ଭାବରେ ପରିଚିତ ୭ ଗୋଟି ପଞ୍ଚାୟତରେ ଦୀର୍ଘଦିନ ହେବ ବିଜୁଳି ସମସ୍ୟା ଉପୁଜୁଥିଲା । ଏହି ସମସ୍ୟା କୁ…
Read More...
Read More...