Browsing Category
ଅପରାଧ
କେରଳ ରାଜ୍ୟରୁ ଓଡିଶା ଫେରିଲା ବେଳେ କନ୍ଧମାଳ ଜିଲ୍ଲା ଗୁମୁଡ଼ୁ ମାହା ଗ୍ରାମର କେଶବ ବେହେରା ନାମକ ଦାଦନ ଶ୍ରମିକ…
ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରମପଙ୍ଗା ଗ୍ରାମ ପଞ୍ଚାୟତ ଗୁମୁଡୁମାହା ଗ୍ରାମର କେଶବ ବେହେରା ନାମକ ଜଣେ ବ୍ୟକ୍ତି କିଛି ମାସ ହବ କେରଳ ରାଜ୍ୟରେ ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ସୂଚନା ମିଳିଛି । ନିଜ ଗ୍ରାମକୁ ଫେରିବା ବେଳେ ସେ ନିଖୋଜ ଥିବା…
Read More...
Read More...
ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର….
କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ହେମନ୍ତ ମାଝୀଙ୍କ ସ୍ତ୍ରୀ ମଧୁକାନ୍ତି ଦିଶାରୀ(୨୩)ଙ୍କୁ ଶନିବାର ସକାଳୁ ପେଟବ୍ୟଥା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ…
Read More...
Read More...
ବ୍ୟାଙ୍କରେ ଲିଙ୍କ ଫେଲ୍: କିଓସ୍କ ବ୍ୟାଙ୍କିଙ୍ଗ କାର୍ଯ୍ୟ ଠପ୍ , କେବେ ସୁଧୁରିବ ବ୍ରାହ୍ମଣୀଗାଁର ଇଣ୍ଟରନେଟ ସମସ୍ୟା…
ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି l କେହି ଅଜଣା ଦୁର୍ବୃତ୍ତ ଜାଣିଶୁଣି ଲଗାତାର ଭାବେ ଇଣ୍ଟରନେଟ କେବୁଲ୍ କାଟି ଚାଲିଛି ହେଲେ ତାର କୌଣସି ପତ୍ତା ମିଳୁନାହିଁ l ଲଗାତାର ଏହି…
Read More...
Read More...
ଅନ୍ଧବିଶ୍ୱାସରୁ ଜଘନ୍ୟ ହତ୍ୟାକାଣ୍ଡ: ଘାଟି ତଳେ ପୋତା ହୋଇଥିବା ଶବ ଉଦ୍ଧାର, ମାଷ୍ଟରମାଇଣ୍ଡ ସମେତ ତିନି ଗିରଫ….
ଭଞ୍ଜନଗର(ନିଲୁ ବିଷୋୟୀ): ଅନ୍ଧବିଶ୍ବାସର କୁପରିଣତିରେ ଜଣଙ୍କ ଜୀବନ ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଇଲାକାରେ । ଦେହ ଅସୁସ୍ଥ ହେବାର କାରଣ ଜଣେ ବ୍ୟକ୍ତି ହୋଇଥିବା ନେଇ ଅନ୍ଧ ବିଶ୍ବାସ କରି ଏକ ହତ୍ୟାକାଣ୍ଡ ସଙ୍ଗଠିତ ହୋଇଥିବା ବେଳେ ଘଟଣାର ୧୭ଦିନ ପରେ କନ୍ଧମାଳ ଓ…
Read More...
Read More...
ବିଜୁ ଏକ୍ସପ୍ରେସ ୱେରେ ବାଇକ ଦୁର୍ଘଟଣା, ସ୍ୱାମୀ ସ୍ତ୍ରୀ ଆହତ…
କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଖୁଣ୍ଟିଆ ପଞ୍ଚାୟତ ମିର୍ଜାପୁର ଛକ ନିକଟରେ ହାଇବା ଗାଡିକୁ ଓଭର ଟେକ କରିବାକୁ ଯାଇ ଭାରସାମ୍ୟ ହରାଇ ବାଇକରୁ ପଡି ସ୍ୱାମୀ ଓ ସ୍ତ୍ରୀ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ…
Read More...
Read More...
ଶରଧାପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରେ ମହିଳାଙ୍କ ମୃତ୍ୟୁ ମାମଲା, କୁକୁଡ଼ା ଫାର୍ମ କେରଟେକର୍ ଗିରଫ…
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ଗୋଲାପଡା ପଞ୍ଚାୟତର ଶରଧାପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରୁ ଶନିବାର ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ମାମଲାରେ ପୁଲିସ କୁକୁଡ଼ା ଫାର୍ମ କେରଟେକର୍ ଶଙ୍କର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନାଧିକାରୀ କୁମର…
Read More...
Read More...
ଜୁଲନ୍ତା ଅବସ୍ଥାରେ ଦୁଇ ମହିଳାଙ୍କ ମୃତ ଦେହ ଠାବ…..
ବୌଦ୍ଧ(ଆବୁ ବକ୍କର ଖାନ): ଝୁଲନ୍ତା ଅବସ୍ଥାରେ ଗଛରୁ ଦୁଇ ମୃତ ଦେହ ଠାବ l ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଉମା ପଂଚାୟତର ପତିମାଲ ଗାଁରେ ଘଟିଛି ଏପରି ଅଭାବନୀୟ ଘଟନା I ଗାଁର ଏକ ଗଛରୁ ଦୁଇ ଯୁବତୀଙ୍କ ମୃତ ଦେହ ଠାବ ହୋଇଛି I ଦୁଇ ଜଣ ହେଲେ ରଂଜିତା ରଣI ଓ ଟିକି ରାଉତ I…
Read More...
Read More...
ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରାସ୍ତାର ବ୍ରିଜ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଜାରି ରହିଛି l ସ୍ଥାନେ ସ୍ଥାନେ ଏହାର ବ୍ରିଜ ନିର୍ମାଣ ଓ ହୋମ୍ ପାଇପ୍ ସ୍ଥାପନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି କାର୍ଯ୍ୟରେ ଅନେକ…
Read More...
Read More...
ମହିଳାଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ
ଭଞ୍ଜନଗର(ନିଲୁ ବିଷୋୟୀ) ଲ: ଭଞ୍ଜନଗର ଥାନା ଅଧୀନ ଗୋଲାପଡା ପଞ୍ଚାୟତର ଶରଧାପୁର ଗ୍ରାମରେ ଶନିବାର ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାଆ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।…
Read More...
Read More...
ଠିକାଦାର ବିଆର୍ସିର ଅବହେଳା, ପ୍ରଶାସନ ଚୁପ୍ ଓ କର୍ତ୍ତୃପକ୍ଷ ପାଲଟିଛି ଅନ୍ଧ ବାରମ୍ବାର ଦୁର୍ଘଟଣା ଶିକାର ଜନସାଧାରଣ..
ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସହରର ବାଇ ପାସ୍ ରାସ୍ତା ନିର୍ମାଣ ମନ୍ଥନ ଗତିରେ ଚାଲିଛି। ଫଳରେ ଯାନବାହାନ ଚଳାଚଳ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ରାତ୍ରି ସମୟରେ ଠିକ୍ ଭାବେ ରାସ୍ତା ଦେଖା ଯାଉନଥିବା…
Read More...
Read More...