Browsing Category
ଅପରାଧ
ଏସଟି ଓ ଏସସି ସୁରକ୍ଷା ମହାସଂଘ ପକ୍ଷରୁ ଭାରତ ବନ୍ଧ…
ଭବାନୀପାଟଣା(ତୁଳମଣି ନାଗ): ଉଚ୍ଚତମ ନ୍ୟାୟାଳୟ ଦ୍ବାରା ଏସ.ଟି ଓ ଏସ.ସି ମାନଙ୍କର ଉପବର୍ଗୀକରଣ ଏବଂ କିମିଲେୟାର ସମ୍ବନ୍ଧୀୟ ଦେଇଥିବା ରାୟ ବିରୋଧରେ ST/SC ସୁରକ୍ଷା ମହାସଂଘ ପକ୍ଷରୁ ଭାରତ ବନ୍ଧ ଡାକରା ଦେଇଥିବା ବେଳେ କଳାହାଣ୍ଡି ଶାଖା ପକ୍ଷରୁ ମଧ୍ୟ ଜିଲ୍ଲାର କେସିଙ୍ଗା , କର୍ଲାମୁଣ୍ଡା,…
Read More...
Read More...
କୃଆଁରିଆ ବ୍ରୀଜ୍ ରାସ୍ତା ମରାମତି, ଟ୍ରାଫିକ ଜାମ୍ ….
ନୟାଗଡ଼(ରତ୍ନାକର ହୋତା): ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଦୂର୍ଗା ବଜାର ସନ୍ନିକଟ କୁଆଁରିଆ ବ୍ରିଜ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନେଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଇବା ପରେ ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ କାର୍ଯ୍ୟ ମନ୍ଥର ଗତିରେ ଚାଲି ଥିବାରୁ ବ୍ୟସ୍ତ…
Read More...
Read More...
ଭାରତ ମହାବନ୍ଦ୍ ପ୍ରଭାବରେ ସାରା ବୌଦ୍ଧ ଜିଲ୍ଲା ବନ୍ଦ୍…
ବୌଦ୍ଧ(ଅବବୁ ବକର ସିଦ୍ଦିକ): ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଗଷ୍ଟ ୨୧ ତାରିଖରେ ଭାରତ ମହାବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସଫଳ କରିବା ପାଇଁ ଆଜି ସକାଲୁ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଗାନ୍ଧୀ ଛକଠାରେ ଜାତୀୟ ରାଜପଥ 57 ଉପରେ ଅନୁସୂଚିତ ଜାତି ଓ ଜନଜାତି…
Read More...
Read More...
ବାଇକ ଓ ବଳଦ ମୁହାଁମୁହିଁ ଧକ୍କା ,ଚାଳକ ଗୁରୁତର…
କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଡାକ୍ତରଖାନା ନିକଟରେ ବାଇକ ଓ ବଳଦ ମୁହାଁମୁହିଁ ଧକ୍କାହେବା ଫଳରେ ବଳଦ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜ ବାଣୁଆ ପହଞ୍ଚି ଗୁରୁତର…
Read More...
Read More...
ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ….
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅଧୀନ ଗିରିଆ ନାରାୟଣପୁର ଗ୍ରାମର ଜଣେ ବୃଦ୍ଧା ମଙ୍ଗଳବାର ଋଷିକୁଲ୍ୟା ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ସଂପୃକ୍ତ ଗ୍ରାମର ବଡ ସାହି ବାସିନ୍ଦା ଜୟରାମ ଦଳାଇଙ୍କ ପତ୍ନୀ ନୟନ ଦଳାଇ (୫୯) । ସୂଚନା ପ୍ରକାରେ…
Read More...
Read More...
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ, କ୍ଷତି ପୂରଣ ଦାବୀ କଲେ ପରିବାର ଲୋକ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ସୋମବାର ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ପର୍ତ୍ତମାହା ପଞ୍ଚାୟତ ପେତାରବାଡି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ଆବେଦନ ପ୍ରଧାନ।…
Read More...
Read More...
ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ…
କୋକସରା( ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା, ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡାର ସନୁ ଛାତ୍ରୀଆଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆର ମଡ଼ଗାଓଁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ସୂଚନା…
Read More...
Read More...
ପୋଲସରରେ ଆସି ବନ୍ଧୁକ ଦେଖାଇ ଲୁଟି ନେଲେ ବେକର ସୁନା ଚେନ…
କେନ୍ଦୁଝର(ଆର୍ତ୍ତତ୍ରାଣ ପାତ୍ର): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରି, ଲୁଟ ତରାଜ ବଢ଼ିବାରେ ଲାଗିଛି l ଲୁଟେରାମାନେ ସବୁବେଳେ ପୁଲିସକୁ ଖୁଲମଖୁଲା ଚେଲେଞ୍ଜେ କରି ଲୁଟ୍ କରୁଛନ୍ତି ସୁନା, ଗହଣା ଆଉ ଟଙ୍କା । ଶନିବାର ସନ୍ଧ୍ୟା ପାଞ୍ଚଟା ସମୟରେ ପାଟଣା ଥାନା…
Read More...
Read More...
ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଦେଡ଼ ବର୍ଷର ଝିଅକୁ ହରେଇଇଲେ ପରିବାର ଲୋକେ…..
ବାଲିଗୁଡା(ସିବନ୍ତ ଦିଗାଲ ): ପୁଣି ଏକ ଦାଦନ ଦୁଃଖ, ପରିବାରରେ ପ୍ରତିପୋଷଣନିମନ୍ତେ ତାମିଲନାଡୁ ଯାଇଥିଲେ । ହେଲେ ଦେଡ଼ ବର୍ଷ ର ଛଟ ଛୁଆକୁ ହରାଇ ଘରକୁ ଫେରିଲେ ଦାଦନ ଶ୍ରମିକ । ସ୍ୱାମୀ ଓ ସ୍ତ୍ରୀ ଦୁହେଁ କମ୍ପାନୀରେ କାମ କରୁଥିଲେ ହେଲେ ଦୁର୍ଭାଗ୍ୟ ବଶତଃ ଅସାଭଧାନତା ଯୋଗୁଁ ଦେଡ଼ ବର୍ଷର…
Read More...
Read More...
କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ରାଲି….
କୋରାପୁଟ(ଭଗବତୀ ଆଚାରୀ): କୋଲକତା ଆର.ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କୋରାପୁଟ ଜିଲ୍ଲାର ଡାକ୍ତର ନିନ୍ଦା କରିବା ସହ ପ୍ରତିବାଦ ଜଣାଇଛନ୍ତି । ସକାଳୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ଧାରଣା ଦେବା ସହ ସଂଧ୍ୟାରେ ରାଲି କରିଥିଲେ |…
Read More...
Read More...