Browsing Category

ଅପରାଧ

ଗୁଣ୍ଡୁରୀବାଡ଼ିରେ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ଗ୍ରାମରେ ଝାଡାବାନ୍ତିରେ ପୁଣି ଜଣଙ୍କ ମୃତ୍ୟୁ ଘଟିଛି । ଗତ ୧୭ ତାରିଖ ଦିନ ଗ୍ରାମର ଅରକ୍ଷିତ ଗୌଡଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ଗ୍ରାମର କାଳୁ ଚରଣ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ(୫୪) ମୃତ୍ୟୁ ଘଟିଛି । ଏହା ପରେ ଏହି…
Read More...

ଜାତୀୟ ରାଜପଥରେ ଠିକାସଂସ୍ଥାର ମାନମାନି, ରାସ୍ତାରେ ଚିପସ ଗଦା ଯୋଗୁଁ ଦୁର୍ଘଟଣାକୁ ଆମନ୍ତ୍ରଣ…

କୋକସରା(ତ୍ରିଲୋକ୍ୟ ବେଶ୍ରା):ଜାତୀୟ ରାଜପଥ ୨୬ କାଉଡୋଳାରୁ ମହାଜନଗୁଡା ରାସ୍ତା ବାଞ୍ଜି ବାହାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ କୌଣସି ଏକ ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ଉପରେ ଚିପ୍ସ ଗଦା କରି ରଖିଥିବା କାରଣରୁ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ମୋଟର ଦୁର୍ଘଟଣା ଘଟିବା ନେଇ…
Read More...

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବି ଏନ୍ ସି କଲେଜର ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ପରୀକ୍ଷାରୁ ବଞ୍ଚିତ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): 2023-2024 ଶିକ୍ଷା ବର୍ଷରେ ନାମ ଲେଖାଇ ଥିବା 60 ଜଣ ନର୍ସିଂ ଛାତ୍ରଛାତ୍ରୀ କଲେଜ କତୃପକ୍ଷଙ୍କ ଅବହେଳା ଯୋଗୁଁ ପରୀକ୍ଷା ଦେଇପାରିନାହାନ୍ତି । 2023 ଡିସେମ୍ବର 14ରେ ଛାତ୍ରଛାତ୍ରୀମାନେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବଡଗାଁ ବ୍ଲକର ବଡଗାଁ ନର୍ସିଂ…
Read More...

ଦୁର୍ବୃତ୍ତ ଜାଳି ଦେଲା ଏକ ବାଇକ…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସହରର ଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ କେନ୍ଦୁ ସାହିରେ ଜଣେ ଯୁବକଙ୍କ ଘର ବାହାରେ ଥିବା ବାଇକରେ ବିଳମ୍ବିତ ରାତିରେ ନିଆଁ ଲଗାଇଛି କେହି ଦୁର୍ବୃତ୍ତ । ବାଇକଟି ଜିତେନ୍ଦ୍ର ଚୌଧୁରାଙ୍କର ବୋଲି ଜଣାପଡ଼ିଛି । ନିଜ ଘର ବାହାରେ ବାଇକକୁ ରଖି ରାତିରେ ଶୋଇଥିବା…
Read More...

ରାସ୍ତା ଉପରେ ଜଳିଗଲା କାର…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ଷଡ଼ଙ୍ଗୀପଲ୍ଲୀ ଗାଁ ନିକଟ ଭଞ୍ଜନଗର - ବ୍ରହ୍ମପୁର ଜାତୀୟ ରାଜପଥ ଉପରେ ଏକ ଚଳନ୍ତା କାରରେ ନିଆଁ ଲାଗିବା ଫଳରେ କାରଟି ଜଳିପୋଡି ପାଉଁଶ ହୋଇଯାଇଛି । ଏଥିରେ ଚାରି ଜଣ ବସିଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି…
Read More...

ଲାଞ୍ଚ ନେବାବେଳେ କୋଟଗଡ଼ ଥାନା ଏଏସଆଇଙ୍କୁ ଗିରଫ କଲା ଭିଜିଲାଞ୍ଚ ଟିମ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଏଏସଆଇଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗିରଫ କରିଛି । କୋଟଗଡ଼ ଥାନା ଏଏସଆଇ ରଜନୀ କାନ୍ତ ଦାସ ଏକ ବିଚାରଧୀନ ମାମଲାରେ ସାହାଯ୍ୟ କରିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ମାଗୁଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ସୂଚନା…
Read More...

ଭାରିଯାନ ଚକ ତଲେ ପଡ଼ିଯାଇ ସ୍କୁଟି ଚାଳକର ମୃତ୍ୟୁ….

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସ୍କୁଟି ଗାଡ଼ିକୁ ପଛପଟୁ OD05AH8810 ଭାରିଯାନ  ଧୋକାଦେଇ ଥିବା ବେଳେ OD08H5195 ସ୍କୁଟି ଚାଳକ OD05AH8810 ଗାଡ଼ି ଚକ ତଳେ ପଡ଼ି ଯାଇଥିଲା । ସ୍କୁଟି ଚାଳକ ଉପରେ OD05AH8810 ଗାଡ଼ିର…
Read More...

୫୩ ସିଫ୍ଟ୍ କାଠ ପଟ୍ଟା ଜବତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ ଲାଠିପଡା ସେକ୍ସନର କେଶରା ଗ୍ରାମର ସନ୍ତୋଷ ଗୌଡ(ବାୟା)ଙ୍କ ଘରୁ ବନବିଭାଗ ୫୩ ସିଫ୍ଟ୍ କାଠ ପଟ୍ଟା ଜବତ କରିଛି । ଉକ୍ତ ଘରେ ବିପୁଳ କାଠ ପଟ୍ଟା ଥିବା ନେଇ ବନବିଭାଗ କୌଣସି ସୁତ୍ରରୁ ଖବର ପାଇ…
Read More...

ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅନସ୍ତା ପ୍ରସ୍ତାବ ନିର୍ବାଚନକୁ ରୋକି ପାରିଲା ନାହିଁ ରାସ୍ତା…

ଭବାନୀପାଟଣା(ତୁଳମଣି ନାଗ): ଜୁନାଗଡ଼ ତହସିଲ ଅନ୍ତର୍ଗତ ତଳ ଜାରୀଙ୍ଗ ଠାରେ ସ୍ଥାପିତ ଆଇ ପି ଏଲ୍ କମ୍ପାନୀରେ ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଓ ବିସ୍ଥାପିତ ପରିବାର ମାନଙ୍କୁ ଥୟ ସ୍ଥାନା କରିବା ପାଇଁ ଦାବି ନେଇ ଆଜି ମାଁ ଲଙ୍କେଶ୍ଵରୀ ଶ୍ରମିକ ସଂଘ ପକ୍ଷରୁ ଭବାନୀପାଟଣା ଠାରୁ…
Read More...

ସମ୍ବିଧାନ ପ୍ରଣେତା ଡ଼ଃ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ଉପରେ ପଥର ମାଡ, ଥାନାରେ ଅଭିଯୋଗ….

ଭବାନୀପାଟଣା(ତୁଳମଣି ନାଗ): ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଫାଣ୍ଡି ଅଧୀନ ମୁଖିଗୁଡ଼ା ବଷ୍ଟାଣ୍ଡ ଚାରି ଛକ ଠାରେ ଥିବା ବିଶ୍ୱରତ୍ତ୍ନ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ କେହି ଦୂର୍ଭୂତମାନେ ପଥର ମାଡ଼ ମାରିଥିବା ମୁଖିଗୁଡ଼ା…
Read More...