Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଗୋପାଳପୁର କଲେଜ ଅଧ୍ୟକ୍ଷ…..

ଭବାନୀପାଟଣା(ତୁଳମଣି ନାଗ): ଜନୈକା ଛାତ୍ରୀର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦, ୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଲେଜ ଅଧ୍ୟକ୍ଷଙ୍କୁ ମାଡି ବସିଛି କଳାହାଣ୍ଡି ଭିଜିଲାନ୍ସ l ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ…
Read More...

ବେଆଇନ ମଦ ଭାଟିରେ ଚଢ଼ାଉ, ୭ ଗିରଫ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଅବକାରୀ ବିଭାଗ ଓ ଜଗନ୍ନାଥପ୍ରସାଦ ପୁଲିସ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ଅବକାରୀ ଧରପଗଡ଼ କରାଯାଇଛି। ଜଗନ୍ନାଥପ୍ରସାଦ ଥାନା ଅଧିନ କିୟାଧର ଓ ନୂଆଁପଲ୍ଲୀ ଗ୍ରାମରେ ଚାଲିଥିବା ବେଆଇନ ମଦ ଭାଟିରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ରନ୍ଧା ମଦ ନଷ୍ଟ କରାଯିବା…
Read More...

ପ୍ରଶାସନର ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲଘଂନ କରି ପ୍ଲାଷ୍ଟର ଅଫ ପାରିସର ମୂର୍ତ୍ତି ବିକ୍ରି….

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଖୁଲମ ଖୁଲା ପ୍ଳାଷ୍ଟର ଅଫ ପାରିସର ଗଣେଶ ମୂର୍ତ୍ତି ବିକ୍ରି କରାଯାଉଛି l ପ୍ଳାଷ୍ଟର ଅଫ ପାରିସର ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବା ଯୋଗୁଁ ଗଣେଶ ମୂର୍ତ୍ତି ମାଟିରେ ଗଢିବା ସହ ପ୍ଳାଷ୍ଟର…
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ଘରେ ରଙ୍ଗଲଗା କାର୍ଯ୍ୟ କଲାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ ଘଟିଛି l ମୃତକ ଜଣକ ହେଲେ ଭଞ୍ଜନଗର ଥାନା ବାଲିଆପଟ୍ଟା ଗ୍ରାମର ଅକ୍ଷୟ ନାୟକ l ମୋହନା କଲେଜ ଛକ ନିକଟରେ ଏକ ନିର୍ମାଣାଧିନ ଘର ଉପରେ ରଙ୍ଗଲଗା କାର୍ଯ୍ୟ କରିବାବେଳେ…
Read More...

ସରକାରଙ୍କ ନିର୍ଦ୍ଧେଶକୁ ଖୋଲାମ ଖୋଲା ଉଲ୍ଲଂଘନ, ଆଧାର ସହ ଫୋନ ନମ୍ୱର ଲିଙ୍କ କରିବା ନାଁରେ ଲୋକଙ୍କୁ ଠକେଇ…

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ସେଥି ପାଇଁ  ଗାଁଠୁ ସହର ଯାଏଁ  ଏହି ଯୋଜନାରେ ସାମିଲ ହେବା ପାଇଁ ବର୍ତ୍ତମାନ ଜନସେବା କେନ୍ଦ୍ର , ବ୍ୟାଙ୍କ  ଓ ବିଭିନ୍ନ ଅନଲାଇନ୍ ସେବା କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି ।…
Read More...

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର…

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ବୃନ୍ଦାବତୀ ନଗର ଅଞ୍ଚଳରେ ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମରଟି ରହିଛି l ନାଁ ରହିଛି ବ୍ୟାରିକେଡ଼ ନା ଅଛି ସୁରକ୍ଷା l ତ୍ରୀକୋଣୀୟ ଛକ ସାଙ୍ଗକୁ ବ୍ୟସ୍ତ  ବହୁଳ ରାସ୍ତା ହୋଇଥିବା ଯୋଗୁଁ ବିନା ସୁରକ୍ଷାବଳୟରେ ଥିବା ଏହି…
Read More...

ସାମ୍ବାଦିକଙ୍କ ଘରୁ ଚୋରୀ କରି ଘଟଣାରେ ୪ ଅଭିଯୁକ୍ତ ଗିରଫ….

ରା.ଉଦୟଗିରି ( ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ ସଫଳତା । ଏକ ପ୍ରତିଷ୍ଠିତ ଗଣମାଧ୍ୟମର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଘରୁ ଚୋରି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ଜବତ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ…
Read More...

ବିଲରେ କୀଟନାଶକ ସିଞ୍ଚନ ପାଣି ପିଇ ମାନସିକ ବିକାର ଯୁବକ ଗୁରୁତର…..

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଜଣେ ଚାଷୀ ଚାଷଜମିରେ କୀଟନାଶକ ଔଷଧ ସିଞ୍ଚନ ହୋଇଥିବା ବେଳେ ସେହି ଗ୍ରାମର ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଭୁବନେଶ୍ୱର ସିଂ ରାଜପୁତ(୫୦) ଚାଷଜମିର ପାଣି ପିଇବା ପରେ ଗୁରୁତର ହେବାରୁ ପରିବାର ଲୋକେ…
Read More...

କଲେଜ ଛକ ଠାରୁ ସିପିଆଇଏମ ଏଲ ଲିବ୍ରେଶନ ଗଜପତି ପକ୍ଷରୁ ୧୭ଟି ଦାବିକୁ ନେଇ ରାଲି….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ.ସୋମବାର ଦିନ ୧୧ଘଣ୍ଟା ବେଳେ ସିପିଆଇଏମଏଲ ଲିବ୍ରେଶନ ଗଜପତି ପକ୍ଷରୁ ୧୭ ଗୋଟି ଦାବି ନେଇ ଏକ ରାଲି ଅନୁଷ୍ଠିତ ହୋଇ ଯାଇଛି ।…
Read More...

ମହିଳାଙ୍କୁ ଘରୁ ଘୋଷାରି ଆଣି ହତ୍ୟା…

କେନ୍ଦୁଝର(ଆର୍ତ୍ତତ୍ରାଣ ପାତ୍ର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘୋଷିପୁରା ଥାନା ଅନ୍ତର୍ଗତ ନିଆଳି ଝରଣ ଗାଁରେ ଗତ କାଲି ବିଳମ୍ବିତ ରାତିରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଜଣେ ମହିଳାଙ୍କୁ ଘରୁ ଘୋଷାରି ଆଣି ହତ୍ୟା କରାଯାଇଛି l ମୃତ ମହିଳା ଜଣକ ହେଲେ ମୋହନ ହେମ୍ବ୍ରମଙ୍କ…
Read More...