Browsing Category

ଅପରାଧ

କମ୍ୟୁନିଷ୍ଟ ସପୋର୍ଟ ଷ୍ଟାପ ସଂଘର ଦାବିପତ୍ର ପ୍ରଦାନ…..

ଭଞ୍ଜନଗର(ନିଲୁ ବିଷୋୟୀ) : ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକର କାର୍ଯ୍ୟରତ ତିନିଗୋଟି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାଫ ତଥା ଏମବିକେ, ସିଆରପି ଓ ବ୍ୟାଙ୍କମିତ୍ର ସଂଘ ତରଫରୁ ୩ଦଫା ଦାବିପତ୍ର ଜିଡିପିଓ ମାଥୁରାମ ନାୟକଙ୍କ ଜରିଆରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।…
Read More...

ମିଶନଶକ୍ତି କର୍ମୀଙ୍କୁ ଛଅମାସ ହେଲା ମିଳିନି ପାରିଶ୍ରମିକ: ୨୫ରୁ କାର୍ଯ୍ୟବନ୍ଦ ଚେତାବନୀ, ବିଡିଓଙ୍କୁ ଦାବିପତ୍ର…

ସିନାପାଲି(ପରମେଶ୍ୱର ମେହେର): ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ମିଶନଶକ୍ତି ଅଧୀନରେ କାର୍ଯ୍ୟରତ କର୍ମୀମାନଙ୍କୁ ଆଜକୁ ଛଅ ମାସ ହେଲା ପାରିଶ୍ରମିକ  ମିଳିନଥିବା ଜଣାପଡିଛି । ଏନେଇ ମିଶନ ଶକ୍ତିରେ କାର୍ଯ୍ୟରତ ପାଞ୍ଚ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଏମବିକେ , ବ୍ୟାଙ୍କ ମିତ୍ର, ସିଆରପି,…
Read More...

ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଆଇନ ସଚେତନତା କାର୍ଯ୍ୟକ୍ରମ…..

ଚିଲିକା(ସଂଗ୍ରାମ ରଣା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଅଞ୍ଚଳରେ ସର୍ବାଧିକ ପ୍ରବାସୀ ଶ୍ରମିକମାନେ ବାସ କରୁଥିବା ବେଳେ ବିଭିନ୍ନ ସମୟରେ ଉକ୍ତ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l କେତେବେଳେ ଦେଶ ବିଦେଶରେ କାର୍ଯ୍ୟ କରୁଥିବା…
Read More...

କଲମ ଛାଡ଼ ଆନ୍ଦୋଳନରେ ମିଶନ ଶକ୍ତି ମହିଳା….

ଚିଲିକା(ସଂଗ୍ରାମ ରଣା): ସାରା ରାଜ୍ୟରେ ୬ ମାସର ଦରମା ପାଇ ନଥିବା ପ୍ରତିବାଦରେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ ରାଜ ରାସ୍ତାରେ ଆଜି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବରୁଣେଇ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ଚିଲିକା ବ୍ଲକ ବିଡ଼ିଓ ହଳଧର ଶବରଙ୍କୁ ଦେଇଛନ୍ତି ଦାବି ପତ୍ର l ଏହି…
Read More...

ଗ୍ରିଲ ତାଡି ୧୦ଲକ୍ଷ ଟଙ୍କାର ଅଳଙ୍କାର ଚୋରି , ଡଗ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ଦ୍ୱାରା ପୁଲିସର ଛାନଭିନ…

ଚିଲିକା(ସଂଗ୍ରାମରଣା): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଅମୁଲ୍ୟ ସୁବୁଦ୍ଧି ନାମକ ବ୍ୟକ୍ତିଙ୍କ ଘରୁ ୧୦ଲକ୍ଷ ଟଙ୍କାର ଅଳଙ୍କାର ଦୁର୍ବୁତ୍ତ ମାନେ ଚୋରି କରିଥିବା ଜଣାପଡିଛି l ପ୍ରକାଶ ଥାଉକି ଅମୁଲ୍ୟଙ୍କର ଗତ ଜୁଲାଇ ମାସରେ ବିବାହ ଅନୁଷ୍ଠିତ ହୋଇଥିବା ବେଳେ…
Read More...

ମିଶନ ଶକ୍ତି କର୍ମୀ ସଂଘ ତରଫରୁ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାରକ୍ ପତ୍ର ପ୍ରଦାନ….

ରାୟଗଡ଼ା(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଥିବା ମିଶନ ଶକ୍ତି ମାଧ୍ୟମରେ ବ୍ଲକର ୨୧ ଗୋଟି ପଞ୍ଚାୟତରେ ତୃଣ ମୂଲ ସ୍ତରରେ କାର୍ଯ୍ୟ କରୁଥିବା ଏମବୀକେ, ସିଆରପି, ବ୍ୟାଙ୍କ୍ ମିତ୍ର କୃଷି ମିତ୍ର, ପ୍ରାଣୀ ମିତ୍ର, ଉକ୍ତ ପାଞ୍ଚ ଗୋଟି କ୍ୟାଡ଼ର କମୁନିଟି ଷ୍ଟାପଙ୍କ ଦୀର୍ଘ୍ ବର୍ଷ ହେବ…
Read More...

ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଛି ବାଲିଘାଟ ଲିଜଧାରୀ….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଅନ୍ତର୍ଗତ କୁହୁରା ପଞ୍ଚାୟତର କଣ୍ଟାମାଲ ବୋରିଗୁମା ପଡ଼ାରେ ହାଇୱା ଗାଡ଼ିରେ ଅନବରତ ବାଲି ଚୋରାଚାଲାଣକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ କଣ୍ଟମାଳ ଗ୍ରାମର ବିଷ୍ଣୁ ସାହୁ ଦୀର୍ଘ ଦୁଇ…
Read More...

ଗରମ ପାଣି ସ୍ତ୍ରୀ ଉପରେ ଢାଳି ହତ୍ୟା ଉଦ୍ୟମ କଲା ସ୍ୱାମୀ…

ଖୋର୍ଦ୍ଧା(ସୁର୍ଯ୍ୟକାନ୍ତ ଦଳେଇ): ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ତଳ ଗୁଣ୍ଠୁଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ବାରମ୍ବାର ସ୍ତ୍ରୀକୁ ଦେଉଥିଲା ନିର୍ଯ୍ୟାତନା । ସ୍ତ୍ରୀକୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲା ସ୍ୱାମୀ । ଚୁଲିରଡ ହଣ୍ଡାଏ…
Read More...

ସୋରିଷମୂଳୀ ଓ ଢୋଲପିଠା ଗ୍ରାମରୁ ଜବରଦଖଲ ଉଚ୍ଛେଦ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଧିନ ସୋରିଷମୂଳୀ ଗ୍ରାମରେ ରାସ୍ତା ପ୍ରଶସ୍ତି କରଣ ପାଇଁ ଜବରଦଖଲ ଉଚ୍ଛେଦ ହୋଇଛି । ପହଣ୍ଡା ଛକରୁ ଗାଲେରୀ ଅଭିମୁଖେ ଯାଇଥିବା ରାଜ୍ୟ ରାଜପଥ ଉପରେ ଜବରଦଖଲ କରି ନିର୍ମାଣ ହୋଇଥିବା ଘରକୁ ହଟାଇବା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମଗାର…

ଦାରିଙ୍ଗବାଡି ( ଆଶୋକ ସିଂ):  ଜନସାଧାରଣଙ୍କ ହୀତ ପାଇଁ ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ହେତୁ  ଜନହିତ ପାଇଁ ଉଦ୍ଦିଷ୍ଟ ଅନେକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ରାଜ୍ୟ ସରକାର ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ବସ…
Read More...