Browsing Category

ଅପରାଧ

ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପୋକଡା ଚାଉଳ ଭାତ ଦିଆଯାଉଥିବା ଅଭିଯୋଗ, ଅଭିଭାବକମାନଙ୍କୁ…

ଦାରିଙ୍ଗବାଡି(ଆଶୋକ ସିଂ): ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ କୋଟି କୋଟି ଅର୍ଥ ବ୍ୟୟରେ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ତାହା କାର୍ଯ୍ୟକାରି କରିବାର…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ  ଆଜି ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଏକ ସଚେତନତା ରାଲି ଓ ବିଭିନ୍ନ କାର୍ଯ୍ୟାଳୟରେ ଶପଥ ପାଠର ଆୟୋଜନ କରାଯାଇଥିଲା l   ଚଳିତ ବର୍ଷ ୨୮ ଅକ୍ଟୋବରରୁ ୩ ନଭେମ୍ବର…
Read More...

ବାଣ ପୁଟି ଜଣେ ଗୁରୁତର….

ଭଞ୍ଜନଗର(ନିଲୁ ବିଷୋୟୀ): ବାଣ ପ୍ରସ୍ତୁତ କରିବା ସମୟରେ ଫୁଟି ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଲେମ୍ଭେଇ ଗ୍ରାମରେ ସୋମବାର ପୂର୍ବାହ୍ନରେ ହାତରେ ବାଣ ଫୁଟି ଜଣେ ଗୁରୁତର ‌ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମର ଶଙ୍କର ପାତ୍ର(୫୫)  ସକାଳ…
Read More...

ବନନିଗମ କର୍ମଚାରୀ ସଂଘର କାଯ୍ୟବନ୍ଦ ଆନ୍ଦୋଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବନ ନିଗମ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଭଞ୍ଜନଗର ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଅଧିକାରୀମାନେ କର୍ମଚାରୀ ମାରଣନୀତି ଆପଣାଉଥିବା ଅଭିଯୋଗ କରି ଏଭଳି ଆନ୍ଦୋଳନ କରିଛନ୍ତି । ତେଣୁ…
Read More...

ଋଷିମାଳ ମହାବିଦ୍ୟାଳୟରେ ନାଗରିକଙ୍କ ପାଇଁ ସାଧୁତାର ଶପଥପାଠ, ସପ୍ତାହେ ବ୍ୟାପି ଚାଲିବ ସଚେତନତା କାର୍ଯକ୍ରମ…

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କାର୍ଯ୍ୟକ୍ରମ । ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ସୋମବାର ଦିନ ଦୁର୍ନୀତି ନିବାରଣ ନିମନ୍ତେ…
Read More...

ପାହାଡରୁ ଉପରୁ ଖସି ବୃଦ୍ଧ ମୃତ….

ମୋହନା(ମିହିର ପ୍ରସାଦ ମାଳୀ): ପାହାଡରୁ ଉପରୁ ଖସି ବୃଦ୍ଧ ମୃତ ଘଟିଛି । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଡେଗୁଡା ଗ୍ରାମ ପଞ୍ଚାୟତ ବୁରିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଦେବେନ୍ଦ୍ର ମଲ୍ଲିକଙ୍କ ପରିବାର ପାହାଡ଼ ଉପରେ ଥିବା ବଗଡରେ ଚାଷବାସ କରି ପରିବାର…
Read More...

ଜୁଆ ଆଡ୍ଡାରେ ଚଢାଉ: ୫୬ହଜାର ୧୯୦ ଟଙ୍କା ସହ ୧୨ଟି ମୋଟର ସାଇକେଲ ଜବତ, ପୁଲିସ ପଞ୍ଝାରେ ୧୩ ଜୁଆଡ଼ି…

ଦାରିଙ୍ଗବାଡ଼ି(ଆଶୋକ ସିଂ): ବିଳମ୍ବିତ ରାତ୍ରୀରେ ଚାଲିଥିଲା ଜୁଆଖେଳ, ଅଚାନକ ପୁଲିସ ପକ୍ଷରୁ ହେଲା ଚଢ଼ାଉ , ଛତ୍ରଭଙ୍ଗ ଦେଇଥିଲେ ଜୁଆଡି, ୧୩ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୁଲିସ l ଉକ୍ତ ଜୁଆ ଆଡ୍ଡାରୁ ୫୬ହଜାର ୧୯୦ଟଙ୍କା ସହ ୧୨ଟି ମୋଟର ସାଇକେଲ ଜବତ କରିଥିବା ଖବର ସାମ୍ନାକୁ ଆସିଛି…
Read More...

ଗଞ୍ଜେଇ ଚୋରା ଚାଲାଣ, ଦମ୍ପତ୍ତି ଗିରଫ…

ଦାରିଙ୍ଗବାଡି(ଆଶୋକ ସିଂ):କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି l ଗଞ୍ଜେଇ ଚାଲାଣ କରୁ ଥିବା ବେଳେ ପୁଲିସ ହାବୁଡ଼ରେ ଦମ୍ପତ୍ତ ।  ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ଜାଡାଙ୍ଗି ଗ୍ରାମର ଅଜିତ କୁମାର ନାୟକ ଓ ତାଙ୍କ ପତ୍ନୀ ଲୌରେନ୍ସା ନାୟକ । ସୂଚନା…
Read More...

ନକଲି ବନ୍ଧୁକ ଦେଖାଇ ଭୟ ସୃଷ୍ଟି କରିବା ଅଭିଯୋଗରେ ଯୁବକ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ତାରାସିଙ୍ଗି ଥାନା ଅଧିନ ତିରିଗୋଚ୍ଛା ଗ୍ରାମରେ ନକଲି ବନ୍ଧୁକ ଦେଖାଇ ଭୟ ସୃଷ୍ଟି କରିବା ଅଭିଯୋଗରେ ପୁଲିସ ଆଜି ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କ୍ଷେତମୁଣ୍ଡଳୀ ଗ୍ରାମର ସୁଧିର ପାତ୍ର(୧୯) । ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନିକଟରୁ…
Read More...

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଖାଦ୍ୟ ନିରାପତ୍ତା ଅଧୀନରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ ତଥା ତମାଖୁ ମୁକ୍ତ ଯୁବା ଅଭିଯାନ ୨.O ଏବଂ ଖାଦ୍ୟ ନିରାପତ୍ତା ବିଷୟରେ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲ୍ଲା ମୁଖ୍ୟାଳୟରେ…
Read More...