Browsing Category

ଅପରାଧ

ସଦର ଥାନା ବାଲିଯୋରି ଶିଶୁ ସେବା ଆଶ୍ରମ ନିକଟ ଧାନ ବିଲରେ ଜଣଙ୍କ ମୃତ ଦେହ ଠାବ, ହତ୍ୟା ସନ୍ଦେହ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ପୂର୍ବାହ୍ନ 10ଟା ସମୟରେ ଲୋକ ଲୋଚନକୁ ଆସିଥିଲା ଏହି ଘଟଣା । ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରେ ଚିହ୍ନଟ ହୋଇଥିଲା । ଘଟଣା ପ୍ରଚାର ହେବା ମାତ୍ରେ ସଦର ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ଦୁଇଟି ସ୍କୁଟି ମୁହାଁମୁହିଁ ଧକା, ପାଞ୍ଚ ଜଣ ଗୁରୁତର ଆହତ…

ବାଲିଗୁଡା(ସିବନ୍ତ ଦିଗାଲ): ଦୁଇ ସ୍କୁଟି ମୁହାଁମୁହିଁ ଧକ୍କାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ା ନଈ ନିକଟରେ ଏଭଳି ଘଟଣା ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ପରମପାଙ୍ଗା…
Read More...

ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଦୁର୍ଘଟଣା, ଜଣେ ମହିଳା ମୃତ, ଜଣେ ପୁରୁଷ ଗୁରୁତର…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରୀଆ): ଆଜି ଡିସେମ୍ବର 1 ତାରିଖ ରବିବାର ଅପରାହ୍ନ ବେଳେ ସୁନ୍ଦରଗଡ ବାଇପାସ (ରାଜ୍ୟ ରାଜପଥ 10) ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । କୋଇଲା ବୋଝେଇ ଟ୍ରଲର ଯାତ୍ରୀବାହି ଟେମ୍ପୋକୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଜଣେ…
Read More...

ରାଣୀକିଆରୀରେ ହାତୀପଲ ଆତଙ୍କ: ଭାଙ୍ଗିଲେ ସାତ ଘର୍ ଓ ମନ୍ଦିର, ବ୍ୟାପକ କ୍ଷୟକ୍ଷତି…

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ରାଣୀକିଆରୀ ନିକଟସ୍ଥ ନୂଆପଲ୍ଲୀ ଗ୍ରାମରେ ଉପଦ୍ରବ ଖେଳାଇଛନ୍ତି ୨୬ଟିକିଆ ହାତୀପଲ । ଗତକିଛି ଦିନ ହେଲା ସନ୍ଧ୍ୟା ହେବା କ୍ଷଣି ନିକଟସ୍ଥ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେଉଛନ୍ତି । ବର୍ତ୍ତମାନ ଧାନ ଫସଲ ଅମଳ ବେଳ…
Read More...

କାଟି ଜଳା ହେଲା ୭ କୋଟି ଟଙ୍କାର ଗଞ୍ଜେଇ ଗଛ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ଓ ଅଡବା ପୁଲିସ ତଥା ଅବକାରୀ ବିଭାଗର ମିଳିତ ଚଢାଉରେ ଏକର ଏକର ସଂଖ୍ୟାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ସଫା କରି ଜାଲିପୋଡ଼ି ପାଉଁଶ କରିଛି । ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଦିନ ତମାମ ଲାଗିପଡିଛନ୍ତି…
Read More...

ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା….

ମୋହନା(ମିହିର ପ୍ରସିଦ ମାଳୀ): କେନ୍ଦ୍ର କୁହନ୍ତୁ କିବା ରାଜ୍ୟ କୁହନ୍ତୁ ସରକାର ଲୋକଙ୍କ ହିତଲାଗି ଅନେକ ଯୋଜନା କରିଥାନ୍ତି । ହେଲେ ସେଗୁଡିକ ଠିକ କାର୍ଯ୍ୟକାରିତା ନହୋଇ ବାଟହୁଡୁଛି କି ? ଯଦି ନାହିଁ ଲୋକେ ସେ ଯୋଜନାର ଲାଭ ନ ପାଇ ହନ୍ତସନ୍ତ ହେଉଛନ୍ତି କାହିକି ? ଗଜପତିଜିଲ୍ଲା ଗୁମ୍ମା…
Read More...

ବନ ବିଭାଗ ଦ୍ୱାରା 2 ଜଣ ବାଘ ଶିକାରୀଙ୍କ ସହ ବାଘ ଛାଲ ଜବତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ଘୁ.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି ବନ ବିଭାଗ I ଏନେଇ ବନ ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିଛି I ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ  ଭବାନୀ…
Read More...

ପାୱାର ହାଉସ୍ ରୋଡ଼ ଠାରେ ଥିବା ଆରଏସପି ଜମି ହେଲା ଜବରଦଖଲ ମୁକ୍ତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ପାୱାର ହାଉସ୍ ରୋଡ଼ ନିକଟରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି । ଆରଏସପି ଅଧୀନରେ ଥିବା ଉକ୍ତ ଜମିରୁ ଜବରଦଖଲ ହଟାଇବା ପାଇଁ ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ…
Read More...

ଆଠ ଦିନପରେ ସ୍ତ୍ରୀ ଦ୍ବାରା ବନ୍ଦୀ ସ୍ବାମକୁୀ ଉଦ୍ଧାର କଲେ ପୁଲିସ ଓ ଜନ ପ୍ରତିନିଧି….

ମୋହନା(ମିହିର ପ୍ରସାଦ ମାଳୀ): ନିଜ ସ୍ବାମୀ ଅସ୍ଥିସ୍ଥାନିଙ୍କୁ ଦୀର୍ଘ ଆଠ ଦିନ ଧରି ଏକ କୋଠରୀରେ ଚାବି ପକାଇ ରଖିଥିଲା ସ୍ତ୍ରୀ ପ୍ରାଣ ରଞ୍ଜନୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ସ୍ଥିତ ବିଜେପୁର ସାହିରେ । କୌଣସି କାରଣରୁ ନିଜ…
Read More...

ବ୍ରିଜ ନିର୍ମାଣ କଂକ୍ରିଟ କାର୍ଯ୍ୟ ନିନ୍ମମାନ ଅଭିଯୋଗ ଆଣିଲେ ସ୍ଥାନୀୟ ଗ୍ରାମବାସୀ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ସାଗରପଡା ଛକ ଜାତୀୟ ରାଜପଥ ୨୬ରୁ ବଡ଼ ପୋଡ଼ାଗୁଡା ପଞ୍ଚାୟତ ବାବେକୋହରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୁଣ୍ଡରା ନଦୀରେ ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ…
Read More...