Browsing Category

ଅପରାଧ

ଇନଷ୍ଟାଗ୍ରାମରେ ଫୋଟ ପୋଷ୍ଟକୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ…

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ପୁଟୁ ଗ୍ରାମରେ ଇନଷ୍ଟା ଗ୍ରାମରେ ଫୋଟ ପୋଷ୍ଟକୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି l ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ…
Read More...

ତୁମୁଡ଼ିବନ୍ଧ ପୁଲିସକୁ ବଡ଼ ସଫଳତା ବ୍ୟବସାୟୀଙ୍କ ଘରୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ…

ବାଲିଗୁଡ଼ା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସନ୍ତୋଷ ସାହୁ ନାମକ ଏକ ବ୍ୟବସାୟୀ ଙ୍କ ଠାରୁ କିଛି ଦୃର୍ବୁତ୍ତ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଘରୁ ସୁନା, ଗହଣା, ଟଙ୍କା ଲୁଟ୍ କରିଥିଲେ । ଏନେଇ ତୁମୁଡ଼ିବନ୍ଧ ବଣିକ ସଂଘ ବାରମ୍ବାର ଚୋରି, ଡ଼କାୟତି ହେଉଛି ସେ…
Read More...

ମହଙ୍ଗା ପଡିଲା ଗଞ୍ଜେଇ ଚାଷ: ବିକ୍ରି ପୁର୍ବରୁ ମାଡ଼ି ବସିଲା ପୁଲିସ, ୨୫୫୫ କେଜି ଜବତ୍….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା  । ଗଞ୍ଜେଇ ଅମଳ ପରେ ବାହାରକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରି ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫କେଜି ଗଞ୍ଜେଇକୁ ପୁଲିସ ସୋମବାର ଦିନ ଜବତ କରି ଥାନାକୁ…
Read More...

କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କଳିଙ୍ଗା ଘାଟିରେ ରବିବାର ଅପରାହ୍ନରେ ଏକ ଟମାଟୋ ବୋଝେଇ ଟ୍ରକ ଓଲଟି ପଡିଛି । ହେଲେ ଟ୍ରକର ଡ୍ରାଇଭର ଓ ହେଲପର ମୃତ୍ୟୁ ମୁଖରୁ ଅଲ୍ପକେ ବର୍ତ୍ତି ଯାଇଛନ୍ତି.। ଟ୍ରକଟି ଭିଲାଇରୁ ଟମାଟ ବୋଝେଇ ହୋଇ ବ୍ରହ୍ମପୁର ଆସୁଥିଲା ।ଟ୍ରକଟି ଘାଟି…
Read More...

ତେଲେଙ୍ଗାନା ରେ ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ: କାରଣ ଅସ୍ୱଷ୍ଠ , କିପରି ପହଞ୍ଚିବ ମର ଶରୀର ଚିନ୍ତାରେ ପରିବାର…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମର ବାଡ଼ି ପଞ୍ଚାୟତ ଅନ୍ତର୍ଗତ ଶ୍ରାମ ବାଡ଼ି ଗ୍ରାମର ଜୈନିକା  ଚନ୍ଦ୍ରମା ମଲ୍ଲିକ (୩୨)ଙ୍କର କୌଣସି କାରଣ ବଶତଃ ତେଲେଙ୍ଗାନା ପ୍ରଦେଶସ୍ଥ ମେହେବୁବା ବାଦ୍ ଜିଲ୍ଲାର ୟେଲାନ୍ଦୁ ଠାରେ ମୃତ୍ୟୁ ଘଟିଥିବା ଖବର…
Read More...

ଶିବ ଯାତ୍ରା ଦେଖି ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର…..

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଲ ଜିଲ୍ଲାର ସମସ୍ତ ଶୈବପୀଠରେ ଜାକ ଜକମରେ ଶିବରାତ୍ରି ପାଳନ ହେଉଥିବାବେଳେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ଅବସ୍ଥିତ ଶୈବପୀଠରେ ମଧ୍ୟ ପାଳନ ହୋଇଥିଲା l ଶିବରାତ୍ରି ଏବଂ ରାତ୍ରିକାଳୀନ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା ।…
Read More...

ଗଞ୍ଜେଇ ଯୋଗାଣ ଅଭିଯୋଗରେ ଦାରିଙ୍ଗବାଡ଼ିରୁ ଉଠାଇ ନେଲା ହରିୟାଣା ପୁଲିସ…

ଦାରିଙ୍ଗବାଡି(ଆଶୋକ ସିଂ) : ୧୦ କିଲୋର ଗଞ୍ଜେଇ ପାଇଁ ଦାରିଙ୍ଗବାଡ଼ିରେ ହରିୟାଣା ପୁଲିସ । ଗଞ୍ଜେଇର ମୂଳ ସ୍ରୋତ ଖୋଜି ଖୋଜି ଦାରିଙ୍ଗବାଡ଼ିରେ ପହଞ୍ଚିଛି ହରିୟାଣା ପୁଲିସ । ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇବା ସହ ଗଞ୍ଜେଇ ଯୋଗାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଏବେ ଉଠାଇ…
Read More...

ବ୍ରାହ୍ମଣୀଗାଁ ପୁଲିସର ବଡ ସଫଳତା, ୨୮୦ କିଲୋ ଗଞ୍ଜେଇ ସହ ମିନି ଟ୍ରକ ଜବତ…

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ୨୮୦ କିଲୋ ଗଞ୍ଜେଇ ସହ ଗୋଟିଏ ମିନିଟ୍ରକକୁ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ସମ୍ପୃକ୍ତ ଆସାମୀ ଫେରାର ଥିବା ଜଣା ପଡ଼ିଛି । ସୂଚନାନୁଯାୟୀ, କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଶନିବାର…
Read More...

ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତୁମୁଡିବନ୍ଧ ସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜଣେ ଯୁବକ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ ମେଡିକାଲ ଛକ ମଧ୍ୟରେ…
Read More...

ବାପାକୁ ଆକ୍ରମଣ ଅଭିଯୋଗ, ପୁଅ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ବାପାକୁ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ। ଏଭଳି ଏକ ଘଟଣା ଘଟିଛି ତାରସିଂ ଥାନା ଅଧିନ ସମାରଡା ଗ୍ରାମରେ। ପୁଅ ଆକ୍ରମଣ କରିଥିବା ନେଇ ବାପା ଅଭିଯୋଗ କରିବାରେ ପରେ ପୁଲିସ୍ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରେବତୀ ଶବର ସୂଚନା…
Read More...