Browsing Category

ଅପରାଧ

ଦିବାଲୋକରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଅଟକ, ସ୍ଥାନୀୟ ଅଞ୍ଚଳରେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ କଲେଜ ପଢୁଆ ଝିଅକୁ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଜଣେ ଦୋକାନିକୁ ଅଟକ ରଖିଛି ପୁଲିସ l ସୂଚନା ଅନୁସାରେ ଆଜି ଅପରାହ୍ନ ପାଖାପାଖି ଘ2.30ମି ସମୟରେ ସ୍ଥାନୀୟ କଲେଜର ଜଣେ…
Read More...

ସରକାରୀ ମହାବିଦ୍ୟାଳୟ ରୋଡରେ ଓଲା ବ୍ୟାଟେରୀ ଚାଳିତ ସ୍କୁଟି ଜାଳିବା ସହ ଚାରୋଟି ବାଇକ ଓ ଗୋଟିଏ ସାଇକେଲ ଜଳି…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୋମବାର ସକାଳ 7 ଟା ବେଳକୁ ଏହି ଘଟଣା ନେଇ ସାରା ସହରରେ ବ୍ୟାଟେରୀ ଗାଡ଼ି ଚଳାଉଥିବା ଲୋକଙ୍କ ମଧ୍ୟରେ ଛନକା ପଶିଛି । ଗତ କାଲି ବିଳମ୍ବିତ ରାତିରେ ସରକାରୀ ମହାବିଦ୍ୟାଳୟ ରୋଡରେ ଥିବା ମିତ୍ରଭାନୁ ପଟେଲଙ୍କ ଘରେ ଘଟିଛି ଏହି ଦୁଃଖଦ ଘଟଣା । ତାଙ୍କର…
Read More...

ବନ ବିଭାଗ ଦ୍ଵାରା ବାଘନି ପାନୀରୁ ବିପୁଳ ପରିମାଣର ଶାଳ ଲଗ ଜବତ: ଦୁର୍ବୃତ୍ତ ମାନେ ଫେରାର, ବନ ବିଭାଗର ତଦନ୍ତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ଡିସେମ୍ବର 8 ତାରିଖ ରବିବାର ସକାଳ 6: 45 ମିନିଟ୍ ସମୟରେ ବନ ବିଭାଗ ଏହି କାଠ ସବୁ ଜବତ କରିଛି । ତେବେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ବନ ବିଭାଗ ଉପରକୁ ଲୋକେ ଅଙ୍ଗୁଳି ଉଠାଇଛନ୍ତି । ଏତେ ପରିମାଣର ଗଛ କଟା ଯାଇ ସେଥିରୁ ଅର୍ଦ୍ଧାଧିକ କାଠ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ଧାନଗଦା….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅଧୀନ ତିଳିସିଂ ପଞ୍ଚାୟତ ସାମରଡା ଗ୍ରାମରେ ଶନିବାର ନିଆଁ ଲାଗି ଦୁଇଟି ଧାନ ଗଦା ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ବର୍ତ୍ତମାନ ସମୟରେ ଧାନ ଫସଲ ଅମଳ ହୋଇ ଯାଇଥିବା ବେଳେ…
Read More...

କୋର୍ଟ ପରିସରରୁ ଉଚ୍ଛେଦ ହେଲା ଜବର ଦଖଲ: ମାଟିରେ ମିଶିଲା ୬ଗୋଟି କୋଠା…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ଲାଗି ୬ ଗୋଟି ପରିବାର ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ । ଏହାକୁ ଶୁକ୍ରବାର ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ଶରତ ଶବର ଓ ପୁଲିସ ପ୍ରଶାସନର ମିଳିତ…
Read More...

କାର ସହ ୨୮ କେଜି ଗଞ୍ଜେଇ ଜବତ ; ଦୁଇ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଏକ କାରରେ ଗଞ୍ଜେଇ ଆସୁଥିବା ଖବର ପାଇ ଭଞ୍ଜନଗର ଅବକାରୀ ଅଧିକାରୀ ଡମ୍ବରୁ ଧର ହରିଜନଙ୍କ ନେତୃତ୍ବରେ ବନ ବିହାର ନିକଟରେ ଉକ୍ତ କାର ଟିକୁ ଅଟକାଇ ଥିଲେ ।…
Read More...

ସୁଭଦ୍ରା ଯୋଜନାରୁ ବୋଞ୍ଚିତ୍ ମହିଳାଙ୍କ ରାସ୍ତା ରୋକ…

ରାୟଗଡ଼(ଟିକି ଲିମା): କମିନୀ ସୁଭଦ୍ରା ଯନ୍ତ୍ରଣା l ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ l ସୁଭଦ୍ରା ଯୋଜନାରୁ ବଞ୍ଚିତ ଶତାଧିକ ମହିଳା ରାଜ ରାସ୍ତାକୁ ଓଲ୍ହାଇ ଛନ୍ତି । ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତର ହାତୀବାଡି ଗ୍ରାମର ଶତାଧିକ ମହିଳା ପାରଳାଖେମୁଣ୍ଡିରୁ…
Read More...

ସଦର ଥାନା ବାଲିଯୋରି ଶିଶୁ ସେବା ଆଶ୍ରମ ନିକଟ ଧାନ ବିଲରେ ଜଣଙ୍କ ମୃତ ଦେହ ଠାବ, ହତ୍ୟା ସନ୍ଦେହ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ପୂର୍ବାହ୍ନ 10ଟା ସମୟରେ ଲୋକ ଲୋଚନକୁ ଆସିଥିଲା ଏହି ଘଟଣା । ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରେ ଚିହ୍ନଟ ହୋଇଥିଲା । ଘଟଣା ପ୍ରଚାର ହେବା ମାତ୍ରେ ସଦର ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ଦୁଇଟି ସ୍କୁଟି ମୁହାଁମୁହିଁ ଧକା, ପାଞ୍ଚ ଜଣ ଗୁରୁତର ଆହତ…

ବାଲିଗୁଡା(ସିବନ୍ତ ଦିଗାଲ): ଦୁଇ ସ୍କୁଟି ମୁହାଁମୁହିଁ ଧକ୍କାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ା ନଈ ନିକଟରେ ଏଭଳି ଘଟଣା ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ପରମପାଙ୍ଗା…
Read More...

ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଦୁର୍ଘଟଣା, ଜଣେ ମହିଳା ମୃତ, ଜଣେ ପୁରୁଷ ଗୁରୁତର…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରୀଆ): ଆଜି ଡିସେମ୍ବର 1 ତାରିଖ ରବିବାର ଅପରାହ୍ନ ବେଳେ ସୁନ୍ଦରଗଡ ବାଇପାସ (ରାଜ୍ୟ ରାଜପଥ 10) ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । କୋଇଲା ବୋଝେଇ ଟ୍ରଲର ଯାତ୍ରୀବାହି ଟେମ୍ପୋକୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଜଣେ…
Read More...